ଦେଖନ୍ତୁ ଭିଡ଼ିଓ ! ଏହି ପୁଅ ଝିଅ ଦୁହେଁ ସ୍କୁଲ ଯିବା ରାସ୍ତାରେ କରିଦେଲେ କିଛି ଏମିତି…..

ଆଜିକାଲି ପିଲାମାନେ ଅନେକ ଅସାଧାରଣ ପ୍ରତିଭାର ଅଧିକାରୀ ହୋଇ ପାରୁଛନ୍ତି। ଯେମିତି ଏକ ଭାଇରାଲ ଭିଡିଓରେ ଏବେ ଏହାର ପ୍ରମାଣ ମିଳୁଛି।ସେମାନେ କିଭଳି ଭାବରେ ରାସ୍ତାରେ ଯିବା ସମୟରେ ତାଙ୍କର ଜିମ୍ନାଷ୍ଟିକ ସ୍କିଲ,ଷ୍ଟଣ୍ଡ ଦେଖାଉଛନ୍ତି ଥରେ ଦେଖନ୍ତୁ।ଏହା କୁ ଦେଖିଲେ ପରେ ଆପଣ ବି ଆଶ୍ଚର୍ଯ୍ୟ ହୋଇଯିବେ।ଏହି ଭିଡିଓ ରେ ଦେଖନ୍ତୁ କିଭଳି ଭାବରେ ଦୁଇଜଣ ପିଲା ସେମାନଙ୍କର କଳା ଦେଖାଉଛନ୍ତି।

ଯାହାକୁ ଦେଖି ଅନେକ ଲୋକ ତାଙ୍କୁ ପ୍ରଶଂସା କରିବାରେ ଲାଗିଛନ୍ତି।ଏହି ଭିଡିଓ କୁ ଦେଖି ବହୁତ୍ ଜଣ କ୍ରୀଡା ମନ୍ତ୍ରଣାଳୟ କୁ ମଧ୍ୟ ଅନୁରୋଧ କରିଛନ୍ତି ଯେ ଏହି ପିଲାଙ୍କୁ ଉଚିତ୍ ତାଲିମ ପ୍ରଦାନ କରିବାକୁ।

ତେବେ ଏହି ଦୁଇ ବିଚକ୍ଷଣ ପ୍ରତିଭା ଥିବା ପିଲାଙ୍କୁ ପରାଙ୍ଗମ କରାଇ ବାକୁ ସମସ୍ତେ ଇଚ୍ଛୁକ।ଏହି ଦୁଇ ପିଲାଙ୍କୁ ନେଇ ଚର୍ଚ୍ଚା ଜୋର ହେବାରେ ଲାଗିଛି।ଏହା ସହିତ କୁହା ଯାଇଚି ଯେ ଯଦି ଏହି ଦୁଇ ପିଲାଙ୍କୁ ବିଶେଷ ଭାବରେ ଧ୍ୟାନ ଦିଆଯିବ ଏବଂ ପ୍ରଫେସନାଲ ଟ୍ରେନିଂ ଦିଆଯିବ ତେବେ ଏମାନେ ପାରଙ୍ଗମ ହୋଇ ଭାରତ ପାଇଁ ଅଲମ୍ପିକ୍ସ ଆଣି ପାରିବେ।

ତାର ସାମର୍ଥ୍ୟ ଏମାନଙ୍କ ପାଖରେ ରହିଛି ଏବଂ ତାର ଝଲକ ମଧ୍ୟ ଏମାନଙ୍କ ପାଖରେ ଦେଖିବାକୁ ମିଳିଛି। ସ୍କୁଲ୍ ଯିବା ବାଟରେ ସେମାନେ ଯେଉଁଭଳି ଭାବରେ ସ୍ତଣ୍ଡ ଦେଖାଇଛନ୍ତି ତାହା ବାସ୍ତବରେ ପ୍ରଶଂସନୀୟ।ସାଧାରଣ ଭାବରେ ଏହିଭଳି ଷ୍ଟଣ୍ଡ ମାରିବା ଏବଂ ପ୍ରେଫେଶନାଲ୍ ଭଳି ଏମିତି ହରକତ ଦେଖାଇବା ସହଜ କଥା ନୁହଁ ଯାହା ଏହି ଛୋଟ ଛୁଆ ଦୁଇଜଣ କରି ଦେଖାଉ ଛନ୍ତି।

ତେବେ ବାସ୍ତବରେ ଏହା ଦେଖିବା ପରେ ଉପଯୁକ୍ତ ତାଲିମ ପ୍ରାପ୍ତ ବ୍ୟକ୍ତିବିଶେଷ ମାନେ ମଧ୍ୟ ସ୍ତବ୍ଧ ହୋଇଯିବେ। କାରଣ କୌଣସି ବିନା ତାଲିମ ରେ ଏହି ଭଳି କାର୍ଯ୍ୟ କରି ଦେଖାଇବା ବହୁତ୍ ବଡ଼ କଥା। ଗତ କିଛି ଦିନ ହେଲାଣି ସୋସିଆଲ ମିଡିଆରେ ଏହି ସ୍କୁଲ୍ ପିଲା ମାନଙ୍କର ଜି ମ୍ନାଷ୍ଟିକ ସ୍କିଲ୍ ଦେଖାଉ ଥିବାର ଦେଖିବାକୁ ମିଳୁଛି।

ଯାହାକୁ ଅନେକ ଫେସ୍ ବୁକ୍ ଏବଂ ହ୍ୱାତ୍ସାସ୍ପ ରେ ଅନେକ ବ୍ୟବହାର କାରି ମାନେ ସେୟାର କରିବାରେ ମଧ୍ୟ ଦେଖିବାକୁ ମିଳୁଛି।ଆପଣ ଦେଖନ୍ତୁ କିଭଳି ଭାବରେ ଭିଡିଓ ରେ ପ୍ରଥମେ ପୁଅ ପିଲାଟି ନିର୍ଭୁଲ ଭାବରେ ଉତ୍ତମ ପୋତମ୍ କରୁଛି। ଏହାକୁ ଦେଖି ଛାତ୍ରୀ ଜଣଙ୍କ ମଧ୍ୟ ନିର୍ଭୁଲ ଭାବରେ ଉତ୍ତମ ପୋତମ୍ କରୁ ଥିବାର ଦେଖିବାକୁ ମିଳିଛି।

ଆପଣ ଥରେ ଭଲ ଭାବରେ ଦେଖନ୍ତୁ କିପରି ଉପରକୁ ଗୋଡ଼କୁ ଟେକି ଝିଅଟି କିଭଳି ଭାବରେ ଉପରକୁ ଡେଇଁ ଚକ୍ର ଭାବରେ ପୁଣି ତଳକୁ ଆସୀ ପାରୁଚି। ଯାହା ବାସ୍ତବରେ ଉଚ୍ଚ ପ୍ରଶଂସନୀୟ ଏବେ ଗ୍ରହଣୀୟ ଅଟେ। ଏହାକୁ ସମସ୍ତେ ପ୍ରଶଂସା କରିବା ସହିତ ଅଧିକ ମାତ୍ରାରେ ସେୟାର ମଧ୍ୟ କରିଛନ୍ତି। ସମସ୍ତେ ଏବେ ତାଙ୍କର ଏହି କଳାକୁ ଦେଖିବା ପରେ ଆଶ୍ଚର୍ଯ୍ୟ ହୋଇଛନ୍ତି।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।