ଦେଖନ୍ତୁ ଭିଡିଓ – ହେ ପ୍ରଭୁ ! ଏହି ଛୋଟ ଛୁଆଟେ ପାଇଁ ଆକୁତି ବିନତି ହୋଇ ସାହାଯ୍ୟ ମାଗିଲେ ବାପା ମା ଦୁଇଜଣ । ଭିଡ଼ିଓ ଟିକୁ ଅଧିକରୁ ଅଧିକ share କରନ୍ତୁ…ପ୍ଳେସେ…

ବିଧିର ବିଧାନ ଭାରି ଅଜବ। ଏହାକୁ ବୁଝିବା ବାସ୍ତବରେ ସମସ୍ତଙ୍କ ପକ୍ଷେ ସମ୍ଭବପର ନୁହଁ। କେତେବେଳେ କାହାକୁ ଦୁଃଖ ଏବଂ ସୁଖ ମିଳିବ ତାହା ମଣିଷର କର୍ମ ଏବଂ ଅନୁରୂପ ଭାବରେ ଭଗବାନ ଙ୍କ ଆଶିର୍ବାଦ କାରଣରୁ ହିଁ ଘଟିଥାଏ।ତେବେ ଦୁନିଆରେ ଏମିତି ବି ଲୋକ ଅଛନ୍ତି ଯେଉଁ ମାନେ ଦୁଃଖ ଯନ୍ତ୍ରଣା ରେ ରହି ନିଜକୁ ବଞ୍ଚାଇ ରଖିବାକୁ ଚେଷ୍ଟା ମଧ୍ୟ କରୁଛନ୍ତି।ଆଉ ବଞ୍ଚିବାର ରାହା ମଧ୍ୟ ଖୋଜି ଚାଲିଛନ୍ତି।

ତେବେ ଦୁନିଆର ଏହି ଅଜିବ ବିଧାନ କୁ ତ ଆମ ସମସ୍ତଙ୍କୁ ମାନିବାକୁ ପଡ଼ିବ ଯାହାକୁ ସ୍ଵୟଂ ସୃଷ୍ଟି କର୍ତ୍ତା ତିଆରି କରିଛନ୍ତି।ତେବେ ଦୁନିଆରେ ଧନୀ ହେଉ କି ଗରିବ ସମସ୍ତଙ୍କ ପାଖରେ ଦୁଃଖ ଓ ସମସ୍ୟା ଭରି ରହିଛି।

ପ୍ରତ୍ୟେକଟି ମଣିଷ ନିଜକୁ ଠିକ୍ ଭାବରେ ପରିଚାଳନା କରି ଦୁନିଆରେ ତିଷ୍ଠି ରହିବା ପାଇଁ ସମସ୍ତେ ପ୍ରୟାସ କରିବାରେ ଲାଗିଛନ୍ତି। କିନ୍ତୁ ବେଳେବେଳେ ଆମ ଚାରିପଟେ ଏମିତି ପ୍ରକାରର ଅଭାବ ଅନଟନ ଦେଖିବାକୁ ମିଳିଥାଏ ତାହା ସମସ୍ତଙ୍କୁ ଦୁଃଖୀ କରି ଦେଇଥାଏ ଓ ବହୁତ୍ ଗମ୍ଭୀର ଦୁଃଖ ପହଞ୍ଚାଇ ଥାଏ।

ତେବେ ସରକାର ଲୋକ ଙ୍କ ସୁବିଧା ପାଇଁ ଅନେକ କିଛି ଯୋଜନା କରୁଛନ୍ତି,ଗରିବ ଲୋକ ଙ୍କ ପାଇଁ ସରକାର କୋଟି କୋଟି ଟଙ୍କା ଖର୍ଚ୍ଚ ମଧ୍ୟ କରି ଦେଉଛନ୍ତି। କିନ୍ତୁ ତଥାପି ଦେଶରେ ଏବେବି ଗରିବ ଲୋକ ଙ୍କ ସଂଖ୍ୟା ଅନେକ ସଂଖ୍ୟାରେ ରହିଛି। ଆଉ ସେମାନଙ୍କ ଦୁଃଖ ଦୁର୍ଦ୍ଦଶା ଦେଖିଲେ ଜଣେ ଉଦାର ମଣିଷ ଆଖିରୁ ଲୁହ ଝରି ଆସିବ।

ତେବେ ସେହିଭଳି ଏକ ଦୁଃଖ, ଭାବପୂର୍ଣ୍ଣ ଓ ଅଭାବନୀୟ ଘଟଣା ଘଟିଛି ଗଞ୍ଜାମ ର ବୁରି ଗାଆଁ ରେ। ଏଠାରେ ଜଣେ ଅସହାୟ ବାପା,ଓମ୍ ଓ ସାହିଙ୍କ ବାପା କୁଶ ସାହୁଙ୍କ ଦୁଃଖଭରା କଥା ଥରେ ଶୁଣନ୍ତୁ।୪ ବର୍ଷ ତଳେ ତାଙ୍କର ଦୁଇଟି ଯାଆଁଳା ସନ୍ତାନ ଜନ୍ମ ହୋଇଥିଲେ।ଏହାପରେ ସେମାନେ ସେହିପରି ପଡି ରହିଛନ୍ତି, ନା କଥା କହୁଛନ୍ତି ନା ଚାଲି ପାରୁଛନ୍ତି। ସେମାନେ ଭିନ୍ନକ୍ଷମ ହୋଇ ପଡ଼ି ରହିଛନ୍ତି।

ତାଙ୍କର ବାପା ଦିନ ମଜୁରିଆ ହୋଇ ମଧ୍ୟ ତାଙ୍କୁ କଟକ, ଭୁବନେଶ୍ୱର, ହାଇଦ୍ରାବାଦ ଆଦି ବଡ଼ ବଡ଼ ହସ୍ପିଟାଲ୍ ରେ ଡାକ୍ତରଙ୍କୁ ଦେଖାଇ ସାରିଲେଣି।ଏବେ କିନ୍ତୁ ଅର୍ଥ ଅଭାବରୁ ସେ ଆଉ ଚିକିତ୍ସା ପାଇଁ ଅର୍ଥ ଖର୍ଚ୍ଚ କରି ପାରୁ ନାହାଁନ୍ତି।ତେବେ ଜଣେ ଦିନ ମଜୁରିଆ ହୋଇ ଥିବାରୁ ଅର୍ଥ ତାଙ୍କ ପାଇଁ ବାଧକ ସାଜୁଛି।ତାଙ୍କ ସ୍ତ୍ରୀ ଙ୍କ ଆଖି କୁ ରାତି ରେ ଦେଖା ଯାଏ ନାହିଁ।ସେ ରାତି ରେ କୌଣସି କାମ କରି ପାରନ୍ତି ନାହିଁ।ଆଉ ସେହିଭଳି ତାଙ୍କ ମା ଜଣେ ଛୋଟା।

ତେଣୁ ସେମାନେ ସମସ୍ତେ ସବ୍ୟସାଚୀ ଭାଇଙ୍କୁ ଅନୁରୋଧ କରିଛନ୍ତି ତାଙ୍କୁ ସାହାଯ୍ୟ କରିବା ପାଇଁ। ଫଳରେ ସେମାନେ ପିଲା ଦୁଇଟି କୁ ଚିକିତ୍ସା କରି ପାରିବେ। ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।