ଦେଖନ୍ତୁ ଭିଡ଼ିଓ : 200 ଟଙ୍କିଆ ନୋଟକୁ ଫୁଟୁଥିବା ଗରମ ପାଣିରେ ପକାଇବାରୁ ଯାହା ହେଲା ଦେଖିଲେ ଆପଣ ମାନେ ଆର୍ଶ୍ଚଯ୍ୟ ହୋଇଯିବେ….

ଆପଣଙ୍କମାନେ ଜାଣିଥିବେ ଯଦି ଆମେ କୌଣସି କାଗଜକୁ ପାଣିରେ ପକେଇବା ତାହାଲେ କାଗଜର ରଙ୍ଗ ନଷ୍ଟ ହେଇଯାଇଥାଏ ଏବଂ କାଗଜଟି ଛିଡିଯାଏ। ତେବେ ଏହା ଏକ ସାଧାରଣ କଥା କିନ୍ତୁ ଏହି ସାଧାରଣ କଥା ବି ବେଳେବେଳେ ଆଶ୍ଚଯ୍ୟ ଲାଗେ। କାରଣ ଆମେ ଯାହା ଜାଣିଥାଉ ଯଦି କେହି ଆମ କଥାକୁ ଭୁଲ ବୋଲି ପ୍ରମାଣିତ କରିଦିଏ ଆମେ ଏହାକୁ ବିଶ୍ୱାସ କରିବା ପାଇଁ ବାଧ୍ୟ ହେଇଥାଉ। ଆମେ ଏହିପରି କିଛିନା କିଛି ଘଟଣା ଦେଖିବାକୁ ପାଇଥାଉ ଆଖ ପାଖରେ।

ସମସ୍ତେ ଜାଣନ୍ତି ଯେ ଯଦି ଗୋଟିଏ ନୋଟ କି ପାଣିରେ ପକେଇବା ତାହାଲେ ନୋଟଟି ନଷ୍ଟ ହେଇଯିବ। ଏବେ ମାର୍କେଟକୁ ନୋଟ ଆସୁଛି ତାହା ଟିକେ ଅଲଗା ରଙ୍ଗର, ଏହି ନୋଟ ସମ୍ୱନ୍ଧରେ ଏକ ଭିଡ଼ିଓ ସୋସିଆଲ ମିଡିଆରେ ଦ୍ରୁତ ଗତିରେ ଭାଇରାଲ ହେବାରେ ଲାଗିଛି। ଭିଡ଼ିଓଟି ସମସ୍ତଙ୍କ କଥାକୁ ଭୁଲ ବୋଲି ପ୍ରମାଣିତ କରିଦେଇଛି। ଲୋକମାନେ ଆଶ୍ଚର୍ଯ୍ୟ ମଧ୍ୟ ହେଇଯାଉଛନ୍ତି।

ତେବେ ଲୋକମାନେ ଭିଡ଼ିଓଟିକୁ କଣ ପାଇଁ ଏତେ ମାତ୍ରାରେ ଲାଇକ କରୁଛନ୍ତି , ସେୟାର ଏବଂ କାହିଁକି ପସନ୍ଦ କରୁଛନ୍ତି। ତେବେ ଆସନ୍ତୁ ଜାଣିବା ସେହି ଭାଇରଲ ଭିଡ଼ିଓରେ କଣ ରହିଛି।ସେହି ଭିଡ଼ିଓରେ ଜଣେ ବ୍ୟକ୍ତି ୨୦୦ ଟଙ୍କିଆ ନୋଟକୁ ଫୁଟୁଥିବା ଗରମ ପାଣିରେ ପକେଇଦେଲେ। କିଛି ସମୟ ଧରି ପାଣି ୨୦୦ ଟଙ୍କିଆ ନୋଟଟିକୁ ପାଣିରେ ଫୁଟାଇ ବାକୁ ଲାଗିଲା।

ପୁଣି ନୋଟଟିକୁ ପାଣିରେ ପକେଇ ରଖିଲେ। ଏହା ପରେ ବ୍ୟକ୍ତି ଜଣଙ୍କ ପାଣିରୁ ନୋଟଟିକୁ ବାହାର କରି କାଗଜ ଉପରେ ରଖିଲେ କାରଣ କାଗଜରୁ ରଙ୍ଗ ଲାଗିଯିବ କିନ୍ତୁ କାଗଜରେ କୌଣସି ପରିବର୍ତନ ଆସିଲା ନାହିଁ। ଶେଷରେ ଆଇରନରେ କାଗଜ ଉପରେ ନୋଟଟି ରଖି ଶୁଖାଇଲେ। କିନ୍ତୁ କାଗଜରେ କୌଣସି ପରିବର୍ତ୍ତନ ଆସିଲା ନାହିଁ।

ନୋଟ ଟି ଯେମିତି ଥିଲା ଠିକ ସେମିତି ରହି ଥିଲା। ସେଥିପାଇଁ ଏହି ଭିଡ଼ିଓଟି ଦ୍ରୁତ ଗତିରେ ଭାଇରାଲ ହେବାରେ ଲାଗିଛି ଏବଂ ଲୋକମାନେ ଲାଇକ, ସେୟାର କରିବରେ ଲାଗିଛନ୍ତି। କିଛି ଲୋକ ଜାଣିନଥିବେ ଯେ ଏବେ ମାର୍କେଟକୁ ଆସୁଥିବା ନୋଟ ସବୁ କାଗଜରେ ପ୍ରସ୍ତୁତ ହେଉନାହିଁ। ଏହା ସତରେ ଏକ ଆଶ୍ଚର୍ଯ୍ୟଜନକ କଥା। ଲୋକମାନେ ପସନ୍ଦ କରିବାରେ ଲାଗିଛନ୍ତି।

ପୁରୁଣା ନୋଟ ଅପେକ୍ଷା ଏବେ ମାର୍କେଟକୁ ଆସୁଥିବା ନୋଟ ମଧ୍ୟରେ ବହୁତ ପାର୍ଥକ୍ୟ ରହିଛି। ପାର୍ଥକ୍ୟ ଏହା ଯେ ଏବେ ମାର୍କେଟକୁ ଆସୁଥିବା ନୋଟ କାଗଜରେ ତିଆରି ହୋଇନଥାଏ। ସେଥିପାଇଁ ଏହାକୁ ପାଣିରେ ଅଦାକଲେ ଏହା ଛିଡିଯାଏ ନାହିଁ କିମ୍ବା ଏଥିରେ ରଙ୍ଗ ଛାଡ଼େନାହିଁ। ଆପଣମାନଙ୍କୁ ଏହି ଆର୍ଟିକେଲଟି କିପରି ଲାଗିଲା ନିଜର ମତାମତ ଦିଅନ୍ତୁ ଯଦି ଭଲ ଲାଗିଛି ତାହାଲେ ଲାଇକ ସେୟାର କରନ୍ତୁ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।