ଦେଖନ୍ତୁ ବର୍ଷାଙ୍କ ନୂଆ ଅବତାରର ଭିଡ଼ିଓ । ଏହି ଦଶହରା ରେ ଦର୍ଶକ ମାନଙ୍କ ପାଇଁ ଆସୁଛି ସ୍ୱତନ୍ତ୍ର ମନୋରଞ୍ଜନ । ଦେଖନ୍ତୁ ତାହାର କିଛି ଝଲକ……

ଆଗକୁ ଆସୁଛି ଦୁର୍ଗା ପୂଜା। ଏଥିପାଇଁ ଚଳ ଚଞ୍ଚଳ ସାରା ଭାରତ। ତାରି ଭିତରେ ଓଡ଼ିଶାରେ ମଧ୍ୟ ଏଥିପାଇଁ ସଜବାଜ ଆରମ୍ଭ ହୋଇ ଗଲାଣି। ମନୋରଞ୍ଜନ ଜଗତରେ ଏହାକୁ ନେଇ ବେଶ୍ ତତ୍ପରତା ଦେଖିବାକୁ ମିଳୁଛି। ଅନେକ ଫିଲ୍ମ୍ ପାଇଁ ପ୍ରସ୍ତୁତି ଜାରି ରହିଥିବା ବେଳେ ଏବେ ଏହାକୁ ନେଇ ମାଆ ଦୁର୍ଗା ଦେବୀ ଙ୍କ ସଙ୍ଗୀତ ପ୍ରସ୍ତୁତି ଆରମ୍ଭ ହୋଇ ଗଲାଣି। ବର୍ଷା ପ୍ରିୟଦର୍ଶନୀ ଏହାକୁ ନେଇ ଏକ ସଙ୍ଗୀତ ପ୍ରସ୍ତୁତ କରିବାକୁ ଯାଉଛନ୍ତି।

ଯାହାର ସୁଟିଂ ସେଟ୍ ର ଗୀତ ଏବଂ ଏହାର ଝଲକ ଏବେ ଦେଖିବାକୁ ମିଳିଛି। ଫିଲ୍ମ୍ ନିର୍ଦ୍ଦେଶକ ଙ୍କ ସହିତ ସେ ନଜର ଆସିଛନ୍ତି ସୁଟିଂ ସେଟ୍ ରେ।ଏହି ସମୟରେ ସେ ଦୁର୍ଗା ପୂଜା ର ଗୀତ ରେକର୍ଡ କରୁଥିବାର ଦେଖିବାକୁ ମିଳିଛି।

ତେବେ ଏଥିରେ ଫିଲ୍ମ୍ ଦୁନିଆର କିଛି ଜଣାଶୁଣା ଚରିତ୍ର ରହିଥିବା ବେଳେ ସେମାନଙ୍କ ସହିତ ବିଶିଷ୍ଟ ଲେଖକ ପ୍ରତିଭା ରାୟ ଙ୍କୁ ମଧ୍ୟ ଦେଖିବାକୁ ମିଳିଛି।ତେବେ ଏହି ଭିଡିଓ ର ଆରମ୍ଭ ରେ ଯାହା କୁହା ଯାଇଛି ସେହି ଅନୁସାରେ ଏଥର ଦଶହରା ରେ କିଛି ସର୍ପ୍ରାଇଯ ଦେଖିବାକୁ ମିଳିବ। ପ୍ରତିବର୍ଷ ଦୁର୍ଗା ପୂଜା ଭଳି ଏଥର ମଧ୍ୟ ଦୁର୍ଗା ପୂଜା ରେ ଦର୍ଶକ ମାନଙ୍କ ପାଇଁ ଆସୁଛି କିଛି ବଡ଼ ଧାମାକା।

ମନୋରଞ୍ଜନ ଜଗତରେ ଏହା ପ୍ରାୟତଃ ବଡ଼ ବଡ଼ ପର୍ବ ପର୍ବାଣୀ ରେ ଲାଗି ରହିଥାଏ।ତେବେ ସେହିଭଳି ଏଥର ଦୁର୍ଗା ପୂଜା ରେ କିଛି ଚକିତ କରିବା ଭଳି ଘଟଣା ଘଟିବା ପାଇଁ ଯାଉଛି, ଯାହା ଦର୍ଶକ ମାନଙ୍କୁ ଖୁବ୍ ପସନ୍ଦ ଆସିବ ବୋଲି କୁହା ଯାଉଛି।

ତେବେ ଏଠାରେ ଯେଉଁ ସୁଟିଂ ଚାଲିଛି ଏହା ଦେଖିବାକୁ ମିଳିଛି ଯେ ବର୍ଷା କୌଣସି ସୁଟିଂ ପାଇଁ ବ୍ୟସ୍ତ ରହିଛନ୍ତି ଏବଂ ନିର୍ଦେଶକ ସହିତ କୌଣସି ନିର୍ଦ୍ଦେଶନା ଦେଉଥିବାର ଦେଖିବାକୁ ମିଳୁଛି।ତେବେ ଏଠାରେ ମାଆ ଦୁର୍ଗା ଦେବୀଙ୍କର ମଇଁଶା ମର୍ଦିନି ଗୀତ ବାଜୁ ଥିବାର ଦେଖିବାକୁ ମିଳିଛି।ତେବେ କୁହା ଯାଉଛି କି ମାଆ ଦୁର୍ଗା ଦେବୀ ଙ୍କ ଏହି ବଡ଼ ପର୍ବରେ ସଙ୍ଗୀତ ପ୍ରସ୍ତୁତି ଆରମ୍ଭ ହୋଇ ଗଲାଣି।

ଏହାକୁ ନେଇ ବର୍ଷା ପ୍ରିୟଦର୍ଶନୀ ଏହାକୁ ନେଇ ଏକ ସଙ୍ଗୀତ ପ୍ରସ୍ତୁତ କରିବାକୁ ଯାଉଛନ୍ତି। ଯାହାର ସୁଟିଂ ସେଟ୍ ର ଗୀତ ଏବଂ ଏହାର ଝଲକ ସ୍ୱରୂପ ଏକ ଭିଡିଓ ଏବେ ଦେଖିବାକୁ ମିଳିଛି। ତେବେ ଏହାକୁ ନେଇ କୌଣସି ସଠିକ୍ ସୂଚନା ମିଳି ନଥିବା ବେଳେ ଆଗକୁ ଜଣା ପଡିବ।

ପୂଜା ବଜାରରେ ଏଥର ଦେଖିବାକୁ ମିଳିବ କଣ ସବୁ ନୂତନତ୍ବ ରହିଛି ମନୋରଞ୍ଜନ ଜଗତରେ ଏବଂ ଦର୍ଶକ ମାନଙ୍କ ପାଇଁ କଣ ସବୁ ମନୋରଞ୍ଜନ ର ପ୍ୟାକେଜ ନେଇ ଆସୁଚି ଚଳଚ୍ଚିତ୍ର ଦୁନିଆ। ସେହିଭଳି ବର୍ଷା ପ୍ରିୟଦର୍ଶିନୀ ଙ୍କ ଏହି ଭିଡିଓ ଏବେ ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି, କାରଣ ଦର୍ଶକ କିଛି ମନୋରଞ୍ଜନ ର ସୁରାକ ପାଇବା ପାଇଁ ଯାଉଛନ୍ତି।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।