ଦେଖନ୍ତୁ ଅପୂର୍ବ ଚମତ୍କାର।ଆଳତୀ ବେଳେ ଜୀବନ୍ତ ହେଲେ ମାଆ କାଳୀ।ଭକ୍ତ ମାନଙ୍କୁ ଦେଲେ ଦର୍ଶନ।କଳିଯୁଗର……..
ଭାରତ ହେଉଛି ଦେବତାଙ୍କ ଜନ୍ମ ଭୂମି,ତେଣୁ ଭାରତ କୁ ଦେବଭୂମି ମଧ୍ୟ କୁହା ଯାଏ।ଏଠାରେ ଅନେକ ଦେବା ଦେବୀ ଜନ୍ମ ଗ୍ରହଣ କରିଛନ୍ତି ବୋଲି ଆମ ଶାସ୍ତ୍ର କହୁଛି।ଏଠାରେ ଅନେକ ମନ୍ଦିର ମାନ ମଧ୍ୟ ରହିଛି।ଅନେକ ପାହାଡ଼ ପର୍ବତ ମାନ ରହିଛି, ଯେଉଁଠାରେ କି ଦେବତା ମାନେ ତାଙ୍କର ଲୀଳା କରୁ ଥିଲେ ବୋଲି ଆମ ଇତିହାସ କହୁଛି।ଏଠାରେ ପ୍ରତ୍ୟେକ ଯୁଗରେ ଅନେକ ଦେବତା ଜନ୍ମଗ୍ରହଣ କରିଛନ୍ତି।ତେଣୁ ଏଠାରେ ଲକ୍ଷ ଲକ୍ଷ ମନ୍ଦିର ମାନ ଅଛି।
ଶାସ୍ତ୍ର ପୁରାଣରେ ମନ୍ଦିର କୁ ଏକ ପବିତ୍ର ଏବଂ ପୁଣ୍ୟ ସ୍ଥାନ ବୋଲି ବର୍ଣ୍ଣିତ କରା ଯାଇଛି।କାରଣ ମନ୍ଦିର ହେଉଛି ଦେବତା ମାନଙ୍କ ବାସ ସ୍ଥାନ।ତେଣୁ କୁହା ଯାଏ ଯେ ମନ୍ଦିର ଗଲେ ଆମର ସମସ୍ତ ପାପ କ୍ଷୟ ହୋଇ ଥାଏ।ମନ୍ଦିର ଯାଇ ଭଗବାନ ଙ୍କ ଦର୍ଶନ କଲେ ଆମର ସମସ୍ତ ବିପଦ ଦୂର ହୋଇ ଥାଏ।
ମନ୍ଦିର ରେ ପୂଜା କଲେ ଆମର ସମସ୍ତ ମନସ୍କାମନା ପୂର୍ଣ୍ଣ ହୋଇ ଥାଏ।ଜଣେ ବ୍ୟକ୍ତି ଯେତେ ବି ମାନସିକ ଚାପ ରେ ଥାଉ ନା କାହିଁକି ମନ୍ଦିର ଯାଇ ଭଗବାନ ଙ୍କ ଦର୍ଶନ କଲେ ଓ ମନ୍ଦିର ରେ କିଛି ସମୟ ଅତିବାହିତ କଲେ, ସେ ମାନସିକ ଶାନ୍ତି ପାଇ ଥାଏ।ତେବେ ଆରତୀ ସମୟ ରେ ମୋବାଇଲ ରେ କଏଦ ହେଲା ମା କାଳୀ ଙ୍କର ଏମିତି ଏକ ଅଦ୍ଭୂଦ ଦୃଶ୍ୟ ଯାହା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରି ଦେଇଛି। ଆରତୀ ବେଳେ ଜୀବନ୍ତ ହେଲା ମା କାଳୀ ଙ୍କର ପ୍ରତି ମୂର୍ତ୍ତି ।
ଆଉ ମା କାଳୀ ଙ୍କ ର ଏମିତି ରୂପ ମୋବାଇଲ କ୍ୟାମେରା ରେ କ୍ୟପଚର୍ ହେବା ପରେ ବର୍ତ୍ତମାନ ସୋସିଆଲ ମିଡ଼ିଆ ରେ ଭାଇରାଲ ହେବା ରେ ଲାଗି ଅଛି ।ଆଉ ଏହି ଭିଡିଓ ଟି ଆପଣ ବି ଦେଖିଲେ ଆଶ୍ଚର୍ଯ୍ୟ ହୋଇ ଯିବେ ଓ ଚିନ୍ତା ରେ ମଧ୍ୟ ପଡି ଯିବେ ଏହା କିପରି ସମ୍ଭବ ହେଲା ।
ତେବେ କଣ ରହିଛି ସମ୍ପୂର୍ଣ ଭିଡିଓ ରେ ଆସନ୍ତୁ ଜାଣିବାତେବେ ପୂଜା ହେଉ କିମ୍ବା ଆରତୀ ସମସ୍ତେ ଏହି ସବୁ କୁ କ୍ୟାମେରା ରେ ଭିଡିଓ କରିବା ପାଇଁ ପସନ୍ଦ କରି ଥାଆନ୍ତି । ତେବେ ସେହି ଭିଡିଓ କରୁ କରୁ ମା କାଳୀ ଙ୍କର ଏମିତି ଏକ ଅପୂର୍ବ ଦୃଶ୍ୟ କଏଦ ହେଲା ମୋବାଇଲ ରେ,ଯାହା ସମସ୍ତଙ୍କୁ ହଇରାଣ କରାଇ ଥିଲା ।
ତେବେ ଏହି ଭିଡିଓ ରେ ଏମିତି ଦୃଶ୍ୟମାନ ଦେଖିବା ପାଇଁ ମିଳୁଛି କି, କ୍ୟାମେରା ଯେଉଁ ଆଡ଼କୁ ବୁଲୁଛି ମା କାଳି ସେହି ଆଡ଼କୁ ଅନାଉଛନ୍ତି।ଆଉ ଏପରି ଲାଗୁଚି ଯେପରି ଏହା ମା କାଳୀ ଙ୍କ ର ପ୍ରତିମୂର୍ତ୍ତି ନୁହଁ ଜୀବିତ ଅଛନ୍ତି ମାତା କାଳୀ ।ତେବେ ମା କାଳୀ ଙ୍କର ଏହି ଅପୂର୍ବ ଦୃଶ୍ୟ କ୍ୟାମେରା ରେ କଏଦ ହେବା ପରେ ଏହି ମନ୍ଦିର ରେ ମାତା କାଳୀ ଙ୍କୁ ଦର୍ଶନ କରିବା ପାଇଁ ଲୋକ ମାନଙ୍କ ର ଭିଡ଼ ଜମିଛି ।
ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।