ଦେଖନ୍ତୁ ଅଦ୍ଭୁତ ଭିଡ଼ିଓ ! ପାଣି ଭିତରେ ସାପ କୁକୁର ଲଢେଇ ଦେଖିଲେ ଆପଣଙ୍କ ପାଦ ତଳୁ ମାଟି ଖସିଯିବ

ଆଜିର ଦୁନିଆ ହେଉଛି କମ୍ପୁଟର ଓ ମୋବାଇଲ ର ଦୁନିଆ।ଆଜି ପ୍ରତ୍ୟେକ ଲୋକ ଇଣ୍ଟରନେଟ ର ବ୍ୟବହାର କରୁଛନ୍ତି।ତେଣୁ ବର୍ତ୍ତମାନ ସମସ୍ତେ ସୋସିଆଲ ମିଡ଼ିଆ ସହ ଜଡ଼ିତ, ତେଣୁ ପ୍ରତ୍ୟେକ ଦିନ ସୋସିଆଲ ମିଡ଼ିଆ ରେ ବିଭିନ୍ନ ପ୍ରକାର ଘଟଣା ଆମେ ଦେଖି ଥାଉ।କେତେବେଳେ ଜୀବ ଜନ୍ତୁ ମାନଙ୍କ ବିଷୟରେ ତ ପୁଣି କେତେବେଳେ ପଶୁ ପକ୍ଷୀ ଙ୍କ ବିଷୟରେ।ସେହିପରି ଏକ ଆଶ୍ଚର୍ଯ୍ୟକର ଘଟଣା ବିଷୟରେ ଆଜି ଆମେ ଆପଣଙ୍କୁ କହିବୁ।

କିନ୍ତୁ ଏହି ଘଟଣା ହୁଏତ ଆପଣ ଙ୍କୁ ମିଥ୍ୟା ବୋଲି ଲାଗୁ ଥାଇ ପାରେ କିନ୍ତୁ ଏହା ଏକ ସମ୍ପୂର୍ଣ୍ଣ ସତ୍ୟ ଘଟଣା ଅଟେ ।ତେବେ ବର୍ତ୍ତମାନ ସୋସିଆଲ ମିଡ଼ିଆ ରେ ଏହି ମଜାଦାର ଭିଡିଓ ଟି ଭାଇରାଲ ହୋଇଛି ଯାହାକୁ ଦେଖିଲେ ଆପଣ ଆଶ୍ଚର୍ଯ୍ୟ ହେବା ସହିତ ବହୁତ୍ ହସିବେ। ତେବେ କଣ ଅଛି ସେହି ଭିଡିଓ ରେ ଆସନ୍ତୁ ଜାଣିବା ;

ତେବେ ସବୁ ପଶୁ ମାନଙ୍କ ମଧ୍ୟରେ କୁକୁର କୁ ସବୁଠୁ ବିଶ୍ଵସ୍ତ ପଶୁ ବୋଲି କୁହା ଯାଏ । କୁକୁର ନିଜ ମାଲିକ ପାଇଁ ସବୁବେଳେ ବିଶ୍ଵସ୍ତ ଜନକ କାମ କରି ଥାଏ।ତେବେ ଏହି ଭିଡିଓ ରେ ମଧ୍ୟ ସେମିତି କିଛି ଦେଖିବା ପାଇଁ ମିଳିଛି। ଭିଡିଓ ଟିରେ ଆପଣ ଦେଖିବେ ଯେ ଗୋଟିଏ ପୋଖରୀ ଭିତରେ ସାପ ଆଉ କୁକୁର ଙ୍କ ଭିତରେ ଜୋରଦାର ଲଢେଇ ଲାଗିଛି। କୁକୁର ଦୁଇଟି ସାପ ଟିକୁ ଗୋଡେଇ ଗୋଡେଇ ଆକ୍ରମଣ କରୁଛନ୍ତି ।

ସାପ ଟି ନିଜ ପ୍ରାଣ ବଞ୍ଚାଇବା ପାଇଁ ପାଣି ରେ ଯେତେ ବି ପହଁରିବା ପାଇଁ ଚେଷ୍ଟା କରୁଛି କୁକୁର ଦୁଇଟି ତାର ବାଟ ଛାଡ଼ୁ ନାହାନ୍ତି । ପୋଖରୀ ଭିତରେ ସାପ ଆଉ କୁକୁର ମାନଙ୍କ ଲଢେଇ ଖୁବ୍ ଜୋର୍ ରେ ଦେଖିବାକୁ ମିଳିଛି।

ତେବେ କୁକୁର ଜାଣିଛି ଯେ ଏହି ସାପ ଟି ମଣିଷ ପାଇଁ ବିପଦ ଅଟେ ତେଣୁ ସେ ଏମିତି କରୁଛନ୍ତି ବୋଲି କୁହା ଯାଉଛି। କୁକୁର ମାନଙ୍କୁ ପାଣି ଭିତରେ ପହଁରିବା ବହୁତ୍ କଷ୍ଟକର ହୋଇଥାଏ ତଥାପି କୁକୁର ଦୁଇଟି ପାଣି ଭିତରେ ପହଁରି ପହଁରି ସାପ କୁ ଆକ୍ରମଣ କରୁଛନ୍ତି ।

ତେବେ ସାପ ଟି ମଧ୍ୟ ମଝିରେ ମଝିରେ ପ୍ରାଣ ବିକଳ ରେ ବୁଲି କରି କୁକୁର ମାନଙ୍କୁ ଆକ୍ରମଣ କରିବା ପାଇଁ ଚେଷ୍ଟା କରୁଛି କିନ୍ତୁ ଦୁଇଟି କୁକୁର ସାମ୍ନା ରେ ସାପ ଟି ଦୁର୍ବଳ ପଡି ଯାଉଛି । ତେବେ କୁକୁର ମାନେ ଅତି କୌଶଳ କ୍ରମେ ସାପ ଆକ୍ରମଣ ରୁ ବଞ୍ଚି ଯାଉଛନ୍ତି।

ସାପ ଟି ପହଁରି ପହଁରି ଯେତେ ଥର ବି ଚେଷ୍ଟା କରୁଛି କୂଳ କୁ ଯିବା ପାଇଁ କୁକୁର ମାନେ ତାର ବାଟ ଘେରିଛନ୍ତି ଆଉ ତାକୁ ଛାଡ଼ୁ ନାହାନ୍ତି।ତେବେ ସାପ କୁକୁର ଙ୍କ ଲଢେଇ ର ଏହି ଭିଡିଓ ଟି ଦେଖିବାକୁ ଖୁବ୍ ମଜା ଲାଗୁଛି।ଏହାର ଶେଷ ପରିଣାମ କଣ ଏହା ଏଥିରେ ଦେଖା ଯାଇ ନାହିଁ ।ମାତ୍ର ଏହି ଭିଡ଼ିଓ କୁ ଲୋକ ମାନେ ଖୁବ ପସନ୍ଦ କରିଛନ୍ତି।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।