ଦେଖନ୍ତୁ ଆଶ୍ଚର୍ଯ୍ୟ ଘଟଣା ! ୟାକୁ ଦେଖି ନାହାନ୍ତି ତା କିଛି ବି ଦେଖି ନାହାନ୍ତି….

ଆଜି ଆମେ ଜାଣିବା ଏକ ଅଦ୍ଭୁତ ଘଟଣା ବିଷୟ ରେ। ଯେଉଁଠି ଏକ ମହିଳା ଏକ ସାପ କୁ ନିଜ ଝିଅ ପରି ପାଳି ଅଛନ୍ତି ଓ ତାର ଯତ୍ନ ଠିକ୍ ନିଜ ଝିଅ ପରି ନେଉ ଅଛନ୍ତି। ତେବେ ଆସନ୍ତୁ ଜାଣିବା କିଏ ସେ ମହିଳା ଅଟନ୍ତି ଓ କାହିଁକି ଏତେ ବଡ଼ ବିଷଧର ସାପ କୁ ନିଜ ଝିଅ ଭଳି ସେ ପଳି ଛନ୍ତି।ବିହାର ର ମୁଙ୍ଗେ ଜିଲ୍ଲା । ସେଠାରେ ଏକ କୃଷି ପରିବାର ରହି ଛନ୍ତି। ଯେଉଁ ଥିରେ ସ୍ବାମୀ ସ୍ତ୍ରୀ ଙ୍କ ସହିତ ତାଙ୍କ ର ଗୋଟେ ପୁଅ ଓ ଗୋଟିଏ ଝିଅ ରହି ଛନ୍ତି । ତେବେ ସେହି ପରିବାର ର ସବୁଠୁ ଆଶ୍ଚର୍ଯ୍ୟ କଥା ହେଉଛି ସେହି ପରିବାର ମହିଳା ଜଣଙ୍କ ସାପ ଛୁଆ କୁ ନିଜ ଝିଅ ପରି ପାଳି ରଖିଛନ୍ତି ।

ସେ ମହିଳା ଜଣଙ୍କ ତିନୋଟି ସାପ ପାଳି ଥିଲେ ଆଉ ସେହି ସାପ ମରିଯିବା ପରେ ତାଙ୍କର ତିନୋଟି ଛୁଆ କୁ ମହିଳା ନିଜ ଝିଅ ପରି ପାଳି ଅଛନ୍ତି ।

ସେହି ତିନୋଟି ସାପ ଛୁଆ ମଧ୍ୟରୁ ଦୁଇ ଟି ମରି ଯାଇଛନ୍ତି କିନ୍ତୁ ଗୋଟିଏ ସାପ ଛୁଆ ବଞ୍ଚି ରହିଛି ଯାହା କୁ ସେହି ମହିଳା ଜଣଙ୍କ ନିଜ ଝିଅ ପରି ସ୍ନେହ ମମତା ଦେଇ ପାଳିଛନ୍ତି । ତେବେ ବିଷ ଧର ହେଲେ ମଧ୍ୟ ସେହି ସାପ ସେ ମହିଳା ଙ୍କ ବୋଲ ମାନୁଛି । ସେ ତାକୁ ଖାଇବାକୁ ଦେଲେ ପିଇବାକୁ ଦେଲେ ସାପ ଟି ବୁଝି ପାରୁଛି ।

ମହିଳା ଜଣଙ୍କ ର ମଧ୍ୟ ଗୋଟିଏ ପୁଅ ଓ ଗୋଟେ ଝିଅ ଅଛି ଆଉ ତାଙ୍କ ସ୍ବାମୀ ଜଣେ ଦିନ ମଜୁରିଆ ଅଟନ୍ତି ଖଟି ଖାଇ ବଞ୍ଚି ଥାଆନ୍ତି । ତେବେ ନିକଟ ରେ ମଧ୍ୟ ସୋସିଆଲ ମିଡ଼ିଆ ରେ ତାଙ୍କ ର ଏକ ଭିଡିଓ ପ୍ରବଳ ମାତ୍ରା ରେ ଭାଇରାଲ ହେବାରେ ଲାଗିଛି ।

ଯେଉଁ ଭିଡିଓ ରେ ସାପ ଟି ତାଙ୍କ କଥା ମାନୁଛି , ତାଙ୍କ ଇଶାରା ରେ କାମ କରିଛି ଓ ତାଙ୍କ ଦେହ ସାରା ମଧ୍ୟ ବୁଲୁଛି । ଏହା ସହିତ ସାପ ତାଙ୍କୁ ଦଂଶନ କରୁ ନାହି କି ତାଙ୍କର କିଛି କ୍ଷତି କରୁ ନାହି କି ତାଙ୍କ ପରିବାର ର ମଧ୍ୟ କୌଣସି କ୍ଷତି କରୁ ନାହି ଏହି ସାପ ଟି ।

ତେବେ ବିଷ ସାପ କୁ ଆମେ ଦେଖିଲେ ଡରି ଜାଉ ତାଙ୍କୁ ଆଖ ପାଖରେ ଦେଖିଲେ ତାଙ୍କୁ ପିଟିବା କୁ ଲାଗୁ କିନ୍ତୁ ଏହି ଘଟଣା ଦେଖି ସାରିବା ପରେ ଆପଣ ମଧ୍ୟ ବୁଝି ପାରୁ ଥିବେ ଯେ କିପରି ଏକ ମଣିଷ ଜାତି ଏକ ପଶୁ ଜାତି ଯାହା କି ଏକ ବିଷଧର ସାପ ତାକୁ ନିଜ ଝିଅ ଭାବେ ପାଳୁ ଅଛି ।

ତେବେ ଯେତେବେଳେ ସେହି ମହିଳା ଜଣଙ୍କୁ ପଚରା ଯାଇଥିଲା ଯେ ଏହି ସାପ ଟିକୁ ଆପଣ କେତେ ଦିନ ଏମିତି ରଖିବେ ଏହାର ଉତ୍ତର ରେ ମହିଳା ଜଣଙ୍କ କହିଥିଲେ ଯେ ଏହି ସାପ ଟି ମୋର ଝିଅ ମୁଁ ଏହି ସାପ କୁ ସବୁଦିନ ରଖିବି ଓ ଏହାର ଭବିଷ୍ୟତ ବିଷୟ ରେ ମଧ୍ୟ ଚିନ୍ତା କରିବି । ତେବେ ଆମେ ଯେହେତୁ ଜାଣିଛ ଯେ ସାପ ଟି ବିଷଧର ଅଟେ ତେଣୁ ଏହି ସାପ ଟିକୁ ସେ ବନ ବିଭାଗ କୁ ଦେଇ ଦେବା ଉଚିତ୍ ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।