ଦେଖନ୍ତୁ ଆଶ୍ଚର୍ଯ୍ୟ ଭିଡ଼ିଓ । କାଳୀ ପୂଜା ଦେଖିବାପାଇଁ ଯାଇଥିଲେ ଏହି ମହିଳା କିନ୍ତୁ ସେଠି ଉଭା ହେଲେ ମା’ କାଳୀ, ଆଉ ତା’ ପରେ…..
ଆଧୁନିକ ଯୁଗ ରେ ଆମେ ଯେପରି ଭୂତ ପ୍ରେତ ଇତ୍ୟାଦିର ସତ୍ତା କୁ ବିଶ୍ବାସ କରୁଛୁ ଠିକ୍ ସେହିପରି ଭଗବାନ ଙ୍କ ସତ୍ତା ମଧ୍ୟ ପୃଥିବୀ ର କୋଣ ଅନୁକୋଣ ରେ ବିଦ୍ୟମାନ ରହିଛି। ଏହାର ଜ୍ୱଳନ୍ତ ଉଦାହରଣ ଆପଣଙ୍କୁ ଦବାକୁ ପଡିବ ନାହିଁ।କାରଣ ଆପଣ ମାନେ ପ୍ରତ୍ୟହ ନିଜ ଗୃହରେ ଭଗବାନ ଙ୍କ ନିତ୍ୟାନି ପୂଜା କରୁଥିବେ।ତେବେ ଆମେ ବେଳେବେଳେ ସମାଜ ରେ ଏପରି କିଛି ଘଟଣା ର ଅବଲୋକନ କରୁ ବା ଦେଖୁ ଯାହାକି ସମସ୍ତଙ୍କୁ ହତଚକିତ କରିଥିଲେ ମଧ୍ୟ ତାହା ସତ ହୋଇଥାଏ।
ଯେପରିକି ପିଶାଚ କୌଣସି ବ୍ୟକ୍ତି ଉପରେ ସବାର ହେବା ଭଳି ଘଟଣା।ଅନେକ ଏହାକୁ ମିଛ ଭାବି ଅବିଶ୍ବାସ କରୁଥିବା ସମୟରେ ଅନେକ ଏହାକୁ ସତ ବୋଲି ବିଶ୍ବାସ କରି ଝଡା ଫୁଙ୍କା କରି ଥାଆନ୍ତି।
ଠିକ୍ ସେହିଭଳି ଆମେ ଆଜି ଆପଣଙ୍କୁ ନିକଟ ଅତୀତରେ ଘଟିଥିବା ଏକ ଘଟଣାର ସମ୍ପର୍କରେ ଜଣାଇବା ପାଇଁ ଯାଉଛୁ।ଯାହାକୁ ପଢ଼ିବା ମାତ୍ରେ ଆପଣଙ୍କ ରୋମ ଟଙ୍କୁରି ଉଠିବା ସହ ଭୟ ମଧ୍ୟ ଲାଗିବ ଏବଂ ଭଗବାନ ଙ୍କ ସୂକ୍ଷ୍ମ ସତ୍ତା ପ୍ରତି ମନରେ ଭକ୍ତି ଭାବ ଜାଗ୍ରତ ହେବ ନିଶ୍ଚିତ ଭାବରେ।କିଛି ଦିନ ପୂର୍ବରୁ କୌଣସି ଏକ ସ୍ଥାନରେ ବହୁତ ଆଡମ୍ବର ସହକାରେ ମା କାଳୀ ଙ୍କ ପୂଜା ଅନୁଷ୍ଠିତ ହୋଇଥିଲା।
ଯୋଉଥିରେ କି ଶହ ଶହ ଭକ୍ତ ଯୋଗ ଦେଇଥିଲେ ଏବଂ ନିଜ ମନ ଇଚ୍ଛା ପୂର୍ଣ୍ଣ ପାଇଁ ମା ଙ୍କ ନିକଟରେ ନିଜର ଭକ୍ତିପୂତ ନୈବେଦ୍ୟ ଅର୍ପଣ କରିଥିଲେ।ଉକ୍ତ ସ୍ଥାନରେ ଜଣେ ମହିଳା ମଧ୍ୟ ସେହି ଭକ୍ତ ମାନଙ୍କ ମଧ୍ୟରେ ଥିଲେ ଓ ମା କାଳୀ ଙ୍କ ଦର୍ଶନ ପାଇଁ ସେଠାରେ ଉପସ୍ଥିତ ଥିଲେ।
ତେବେ ମା ଙ୍କ ପୂଜା ର ରୀତିନୀତି ଚାଲିଥିବା ସମୟରେ ସେଠାରେ ଏକ ଅଦ୍ଭୁତ ଘଟଣା ଘଟି ଥିଲା।ସେ ସମୟରେ ସମସ୍ତ ଶ୍ରଦ୍ଧାଳୁ ଭୟର ସହ ଆଶ୍ଚର୍ଯ୍ୟ ହୋଇ ଦେବୀ ଙ୍କୁ ପ୍ରଣାମ ନକରି ସେହି ମହିଳା ଭକ୍ତଙ୍କ ପ୍ରତି ଦୃଷ୍ଟି ନିକ୍ଷେପ କରିଥିଲେ। ମହିଳା ଜଣକ ହଠାତ୍ ନିଜର କେଶ ମୁକୁଳା କରି ମା କାଳୀଂକ ପରି ଗର୍ଜନ କରିବା ଆରମ୍ଭ କରିଥିଲେ ।
ସର୍ବସାଧାରଣ ଙ୍କ ପାଇଁ ଥିବା ସ୍ଥାନରୁ ବାହାରି ଯାଇ ମା କାଳୀଙ୍କ ପାଇଁ ପ୍ରସ୍ତୁତ ପିଣ୍ଡି ଉପରକୁ ଉଠିଯାଇ ନାଚିବା ଆରମ୍ଭ କରିଥିଲେ।ଏହା ଦେଖିବା ପାଇଁ ଉକ୍ତ ସ୍ଥାନରେ ଅନେକ ଭିଡ଼ ଲାଗିଥିଲା । କିଛି ପିଲା ଭୟରେ ସେ ସ୍ଥାନରୁ ଦୌଡ଼ିବାକୁ ଆରମ୍ଭ କରିଥିଲେ।ଏହାପରେ ବ୍ରାହ୍ମଣ ଉକ୍ତ ମହିଳାଙ୍କୁ ବନ୍ଦେଇବା ଦୃଶ୍ୟ କ୍ୟାମେରା ରେ ରେକଡ୍ ହୋଇଥିଲା।
ତେବେ ଏଠାରେ ନିଶ୍ଚିତ ଭାବେ ମନରେ ପ୍ରଶ୍ନ ଉଠେ ଯେ ସାଧାରଣ ମହିଳା ଜଣେ କେବେ ହେଲେ ଏଭଳି ନାଟକ କରି ପାରିବ ନାହିଁ।ଯାହାକି ମନରେ ଭକ୍ତି ଭାବନାର ଉଦ୍ରେକ କରୁଚି।
ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।