America ର ଗାଁ ଦେଖିବାକୁ କିପରି ? କଲେଜ ଝିଅମାନେ ଦେଖିବାକୁ କିପରି ? ଆସନ୍ତୁ ମୋ ସହ ବୁଲିଯିବା ଆମେରିକାର ଗାଁ ଖଟି ହାଟ……

ତେବେ ଆଜି ର ଯୁଗ ହେଉଛି ସ୍ମାର୍ଟ ଯୁଗ ସୋସିଆଲ ମିଡ଼ିଆ ର ଯୁଗ ଏଠି ସବୁ କାମ ଏହି ସୋସିଆଲ ମିଡ଼ିଆ ରେ ହୋଇଯାଏ । ଏଠାରେ ଅନେକ ଆପ ଅଛି ଯାହା ଦ୍ୱାରା ଲୋକ ମାନେ ନିଜର ସମୟ ଅତିବାହିତ କରୁଛନ୍ତି ନିଜର ମନୋରଞ୍ଜନ ମଧ୍ୟ କରୁଛନ୍ତି । ତେବେ ସେହି ଭଳି ଏକ ଆପ ଅଛି ଯେଉଁଥିରେ ଅଧିକାଂଶ ଲୋକ ନିଜର ପ୍ରତିଭା ଦେଖାଇ ଲୋକ ମାନଙ୍କ ର ମନୋରଞ୍ଜନ କରୁଥାନ୍ତି ତେବେ ସେହି ଆପ ହେଉଛି ୟୁଟିୟୁବ ।
ଏହି ଆପ ରେ ଲୋକମାନେ କେବଳ ନିଜର ମନୋରଞ୍ଜନ କିମ୍ବା ଟାଇମ ପାସ ନୁହେଁ ବରଂ ଭିଡିଓ ବନେଇ ପଇସା ମଧ୍ୟ ରୋଜଗାର କରି ପାରୁଛନ୍ତି । ତେବେ ସେହିଭଳି ଜଣେ ମହିଳା ନିଜର ଏକ ଭିଡିଓ ରେ ଆମେରିକା ରେ ମଜଦୁର ମାନେ କେତେ ଟଙ୍କା ରୋଜଗାର କରନ୍ତି ସେହି ବିଷୟରେ ଆଲୋଚନା କରି ନେବା ତେବେ ୟୁଟ୍ୟୁବରେ ଅଧିକାଂଶ ଲୋକ ବ୍ଲଗ ଭିଡିଓ ବନାଉ ଛନ୍ତି ।

ଅର୍ଥାତ ନିଜର ନୀତିଦିନ ଜୀଵନ ରେ କଣ ସବୁ ଘଟୁଛି ଏବଂ ସେମାନେ କଣ ସବୁ କାର୍ଯ୍ୟ କରୁଛନ୍ତି କେଉଁଆଡ଼େ ବୁଲିବାକୁ ଯାଉଛନ୍ତି କିମ୍ବା କିଛି ନୂଆ ଜିନିଷ ଜାଣିଛନ୍ତି ସେ ସମ୍ପର୍କରେ ସେ ଭିଡିଲ ବନାଇଥାନ୍ତି ଏବଂ ଲୋକମାନେ ମଧ୍ୟ ସେହି ଭିଡିଓ ଗୁଡିକ କୁ ବହୁତ ଭଲ ପାଇବା ଦେଇଥାନ୍ତି ଏବଂ ପସନ୍ଦ ମଧ୍ୟ କରନ୍ତି । ତେବେ ସେହି ଭଳି ଜଣେ ୟୁଟ୍ୟୁବର ହେଉଛନ୍ତି ଓରୋମିକା ।

ସେ ଜଣେ ଓଡ଼ିଆ ଝିଅ ତାଙ୍କର ଘର ହେଉଛି ଓଡ଼ିଶାର ଜଗତସିଂହପୁର ଜିଲ୍ଲାରେ କିନ୍ତୁ ବର୍ତ୍ତମାନ ସେ ଆମେରିକାରେ ବାସ କରୁଛନ୍ତି । ତେବେ ସେ ନିଜର ଏକ ବ୍ଲଗ ଭିଡିଓ ରେ ସେ ଆମେରିକାରେ ଗାଁ କିପରି ଦେଖାଇଛନ୍ତି । ତେବେ ଆମେରିକାରେ ଥିବା ଗ୍ରାମ ଗୁଡ଼ିକ ଏବେ ପ୍ରସ୍ତୁତ ହୋଇଛି ଯାହାକୁ ସମ୍ପୂର୍ଣ୍ଣ ପ୍ଲାନିଂ ଦ୍ଵାରା ପ୍ରସ୍ତୁତ କରା ଯାଇଛି । ସହରରେ ସବୁ ସ୍ଥାନରେ ବଡ଼ ବଡ ଘର ଗାଡ଼ି କିନ୍ତୁ ଗ୍ରାମରେ ସେମିତି ନୁହେଁ ।

ଆପଣ ଆମେରିକାର ଗ୍ରାମରେ ସହର ଭଳି ଗାଡ଼ି ପାଇ ପାରିବେ କିନ୍ତୁ ଘର ଗୁଡ଼ିକ ଅଧିକ ଉଚ୍ଚର ନୁହେଁ । ଆମେରିକାରେ ସହର ଅପେକ୍ଷା ଗ୍ରାମରେ କମ୍ ଲୋକ ବାସ କରନ୍ତି । ଏମାନଙ୍କର ଚାଷ ପ୍ରଣାଳୀ ସମ୍ପୂର୍ଣ୍ଣ ଅଲଗା । ଓଡ଼ିଶାରେ ଯେପରି ଗୋବର ଦ୍ଵାରା ଘର ଲିପା ହୋଇଥାଏ ଆମେରିକାରେ ସେଭଳି ପ୍ରାୟ ହୋଇ ନଥାଏ । ଆମେରିକାରେ ପ୍ରାୟ ପକା ଘର ରହିଥାଏ । କିନ୍ତୁ ଗାଁ ରେ ସବୁ କାଠ ଘର ଅଧିକ ଥାଏ । ତେଣୁ ନିଆଁ ଲାଗିଯିବାର ଡର ମଧ୍ୟ ଥାଏ ।

ଏହି ଠାରେ ଲୋକ ମାନଙ୍କର ବଡ଼ ଜମି ରହିଥାଏ ଏବଂ ଜମି ଭିତରେ ଗୋଟିଏ ଗୋଟିଏ ଫାର୍ମ ଘର ରହିଥାଏ । ଏହି ସ୍ଥାନରେ ଚାଷ ଜମି ଘର ପାଖକୁ ଲାଗି ରହିଥାଏ ଯେଉଁଠାରେ ପମ୍ପ ସିଷ୍ଟମ ଦ୍ଵାରା ଚାଷ ହୋଇଥାଏ । ଏହି ଠାରେ ଲୋକଙ୍କ ବାଡି ମଧ୍ୟ ରହିଥାଏ । ଯେଉଁଠି ଲୋକମାନେ କାମ କରିଥାନ୍ତି । ଏହି ସ୍ଥାନରେ ଗ୍ରାମର ଗୋଟିଏ ପାଖରେ ଘର ରହିଥିବା ବେଳେ ଆର ପାଖରେ ଜଙ୍ଗଲ ରହିଥାଏ । ଆମେରିକାର ସହର ଗୁଡ଼ିକ ଏକ ଦମ୍ ସଫା ରହିଥାଏ ନହେଲେ ଫାଇନ ଦେବାକୁ ପଡିଥାଏ ।