Breaking News – ଏବେ ଏବେ ସମସ୍ତଙ୍କର ପ୍ରିୟ ଅଭିନେତା Anubhav Mohanty ଙ୍କୁ ନେଇ ଆସିଲା ବଡ ଦୁଖଦଃ ଖବର, ଏହି ମାରାତ୍ମକ ରୋଗରେ ପୀଡିତ ହେଲେ ଅନୁଭବ

ଆମ ଓଲିଓଡ଼ ଅର୍ଥାତ ଓଡ଼ିଆ ଚଳଚ୍ଚିତ୍ର ଜଗତ ରେ ଅନେକ ଅଭିନେତା ଓ ଅଭିନେତ୍ରୀ ମାନେ ଅଛନ୍ତି, ଯେଉଁ ମାନେ ଓଡ଼ିଆ ବାସୀ ଙ୍କ ହୃଦୟ ରେ ଏକ ସ୍ୱତନ୍ତ୍ର ଜାଗା ସୃଷ୍ଟି କରି ପାରିଛନ୍ତି | ତେବେ ଏହି ସେଲିବ୍ରେଟି ମାନଙ୍କର ଜୀବନ ର ଶୈଳୀ କିଛି ଭିନ୍ନ ପ୍ରକାର ର ହୋଇ ଥାଏ କାରଣ ସେମାନେ ଅଧିକ ଷ୍ଟାଇଲିସ ଜୀବନ ଯାପନ କରି ଥାଆନ୍ତି | ତାଙ୍କ ଦୈନନ୍ଦିନ କାର୍ଯ୍ୟ ମଧ୍ୟରେ କିଛି ଝଲକ ଦେଖିବା ପାଇଁ ଫ୍ୟାନ ମାନେ ଚାହିଁ ରହି ଥାଆନ୍ତି |

ତାର ମାନେ ଏହା ନୁହେଁ ଯେ ସାଧାରଣ ଲୋକ ଙ୍କ ପରି ସେଲିବ୍ରେଟି ଙ୍କ ଜୀବନ ରେ କୌଣସି ସମସ୍ୟା, ଦୁଃଖ, କଷ୍ଟ ଆଦି ଆସି ନଥାଏ, ମଣିଷ ଜନ୍ମ ଯେହେତୁ ସମସ୍ତ ଙ୍କ ଜୀବନ ରେ ସମସ୍ୟା ଆସିବ ଏବଂ ଶରୀର ରେ ରୋଗ ମଧ୍ୟ ଦେଖା ଯିବ |

ତେବେ ଆଜି ଏଭଳି ଏକ ଅଭିନେତା ଙ୍କ କଥା କହିବୁ ଯାହାଙ୍କର ଏକ ରୋଗ ଥିବାର ଜଣା ପଡିଛି ଯାହାକୁ ଶୁଣିଲେ ଆପଣ ମଧ୍ୟ କିଛି ମାତ୍ରା ରେ ଦୁଃଖ ପ୍ରକାଶ କରିବେ | ତେବେ ଆପଣ ଓଡ଼ିଆ ସିନେ ଜଗତ ର ଅନୁଭବ ମହାନ୍ତି ଙ୍କୁ ତ ବେସ ଭଲ ଭାବରେ ଜାଣିଛନ୍ତି ଯିଏ କି ଓଲିଓଡ଼ ଜଗତ ର ଆଗଧାଡିର ନାୟକ |

ସେ କେବଳ ଅଭିନେତା ନୁହଁନ୍ତି ବରଂ ସାଂସଦ ମଧ୍ୟ, ସେ ଯେତେ ସୁନ୍ଦର ଫିଲ୍ମ ରେ ଅଭିନୟ କରି ଦେଖାଇ ଥାଆନ୍ତି ତା ସହିତ ତାଙ୍କର ଦାୟିତ୍ୱ ଓ କର୍ତ୍ତବ୍ୟ କୁ ମଧ୍ୟ ସଠିକ ଭାବରେ ତୁଲାଇ ଥାଆନ୍ତି |

ତେବେ ଅନୁଭବ ମହାନ୍ତି ଅନେକ ସୁପରହିଟ ଫିଲ୍ମ ଆଦି କରିଛନ୍ତି ଯାହା ଦ୍ୱାରା ସେ ଲୋକ ମାନଙ୍କର ଭଲ ପାଇବାକୁ ହାସଲ କରି ପାରିଛନ୍ତି | ସେ ସବୁବେଳେ ତାଙ୍କର ଜିମ ର ବଡି କୁ ନେଇ ସୋସିଆଲ ମିଡ଼ିଆ ରେ ଚର୍ଚ୍ଚିତ ହୋଇ ରହି ଥାଆନ୍ତି | ଏହା ସହିତ ତାଙ୍କର ଫିଟ ନେସ କୁ ନେଇ ଅଭିନେତ୍ରୀ ପ୍ରକୃତି ମିଶ୍ର ମଧ୍ୟ ତାଙ୍କୁ ପ୍ରଶଂସା କରି ଥିଲେ | ତେବେ ସୂଚନା ଅନୁଯାଇ ଜଣା ପଡିଛି ଯେ କିଛି ବର୍ଷ ହେବ ଅନୁଭବ ମହାନ୍ତି ମଧୁମେୟ ରୋଗ ରେ ପୀଡିତ ଅଛନ୍ତି ଏବଂ ସେଥିପାଇଁ ସେ ଇନ୍ସୁଲିନ ନେଉଛନ୍ତି |


ତେବେ ଡକ୍ଟର ସିଦ୍ଧାର୍ଥ ଦାସ ନଭେମ୍ବର 14 ତାରିଖ ରେ ମଧୁମେୟ ଦିବସ ଉପଲକ୍ଷେ ଅନୁଭବ ଙ୍କର ତିନୋଟି ଫୋଟ ସୋସିଆଲ ମିଡ଼ିଆ ରେ ଉପଲୋଡ କରି ସେ କିପରି ଜଲଦି ସୁସ୍ଥ ହୋଇ ଯାଆନ୍ତୁ ତାହାକୁ ନେଇ ଶୁଭେଚ୍ଛା ଜଣାଇଛନ୍ତି |

ଅନୁଭବ ମହାନ୍ତି ମଧ୍ୟ ଡାକ୍ତର ଙ୍କୁ ଭଗବାନ ଙ୍କ ସହିତ ତୁଳନା କରିଛନ୍ତି ଏବଂ ଡାକ୍ତର ତାଙ୍କର ପିତା ଙ୍କ ଭଳି ଯତ୍ନ ନେଉଛନ୍ତି ବୋଲି କହି ସେ ପ୍ରଶଂସା କରିଛନ୍ତି | ଅନୁଭବ ମହାନ୍ତି ଖୁବ ଶୀଘ୍ର କିପରି ଭଲ ହୋଇ ଯାଆନ୍ତୁ ଏଥିଲାଗି ଆମେ ଭଗବାନ ଙ୍କ ନିକଟରେ ପ୍ରାର୍ଥନା କରିବା |

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।