ଯାତ୍ରା ଦୁର୍ଗାଶ୍ରୀ ଗଣନାଟ୍ୟ ରେ ollywood ହିରୋଇନ ଶୀତଲ ( Sheetal ) କଲେ ଗୀତ ସହ ଜବରଦସ୍ତ ଡ୍ୟାନ୍ସ….

ଆମ ଓଲିଓଡ଼ ଇଣ୍ଡଷ୍ଟ୍ରି ରେ ଆଗ ଧାଡିରେ ଥିବା ଅଭିନେତା ଓ ଅଭିନେତ୍ରୀ ମାନେ ଅନେକ ଷ୍ଟେଜ ପ୍ରଗ୍ରାମ କୁ ମଧ୍ୟ ଯାଇ ଥାଆନ୍ତି | ଆଉ ବଡ଼ ବଡ଼ ସେଲିବ୍ରେଟି ଙ୍କୁ ପାଖରେ ଦେଖି ଦର୍ଶକ ମଧ୍ୟ ଖୁବ ଖୁସି ଅନୁଭବ କରି ଆହୁରି ଉତ୍ସାହିତ ହୋଇ ଯାଆନ୍ତି | ତେବେ ଫିଲ୍ମ ସିରିଏଲ ରୁ ଯାତ୍ରା ହେଉଛି ଅନ୍ୟତମ ଯେଉଁଠି ଜୀବନ୍ତ ଅଭିନୟ ଦେଖିବା ପାଇଁ ମିଳି ଥାଏ ଆଉ ରେକର୍ଡ ଡ୍ୟାନ୍ସ ରେ ଦର୍ଶକ ମଧ୍ୟ ଝୁମି ଥାଆନ୍ତି |

ତେବେ କିଛି ପୂଜା ପର୍ବ ରେ ଯାତ୍ରା ହୋଇ ଥାଏ ଆଉ ଏହି ଯାତ୍ରା ଷ୍ଟେଜ ରେ ଅନେକ ବଡ଼ ବଡ଼ କଳାକାର ମଧ୍ୟ ଅତିଥି ରୂପେ ଆସି ଥାଆନ୍ତି | ଆଉ ବର୍ତ୍ତମାନ ସମୟରେ ସେଭଳି ଏକ କଳାକାର ଙ୍କୁ ଯାତ୍ରା ଷ୍ଟେଜରେ ଦେଖିବା ପାଇଁ ମିଳିଛି ଯିଏ କି ସମସ୍ତ ଦର୍ଶକ ଙ୍କୁ ମଧ୍ୟ ଝୁମାଇଛନ୍ତି |

ତେବେ ଆପଣ ଓଲିଓଡ଼ ଇଣ୍ଡଷ୍ଟ୍ରି ର ଅଭିନେତ୍ରୀ ଶୀତଲ ଙ୍କୁ ତ ବେସ ଭଲ ଭାବରେ ଜାଣି ଥିବେ ଯିଏ କି ଓଡ଼ିଆ ଇଣ୍ଡଷ୍ଟ୍ରି ରେ ଆଗଧାଡିର ବେସ ଜଣାଶୁଣା ଅଭିନେତ୍ରୀ ଭାବେ ପରିଚିତ | ତାଙ୍କ ଅଭିନୟ ସହିତ ତାଙ୍କ ଲୁକ୍ସ ଏବଂ ଡ୍ୟାନ୍ସ ରେ ଦର୍ଶକ ପ୍ରାୟ ପାଗଳ ଥାଆନ୍ତି |

ତେବେ ବର୍ତ୍ତମାନ ସମୟରେ ଏହି ଚୁଲବୁଲି ନାୟିକା ଜଣଙ୍କ ଯାତ୍ରା ର ମଞ୍ଚରେ ଦେଖିବା ପାଇଁ ମିଳିଛନ୍ତି ଆଉ ଯାହାଙ୍କୁ ଦେଖି ଦର୍ଶକ ମଧ୍ୟ ବେସ ଖୁସି ଅନୁଭବ କରିଛନ୍ତି | ପ୍ରଥମେ କିଛି ଯାତ୍ରା ର ଆଇଟମ ଗାର୍ଲ ସୁନ୍ଦର ଡ୍ୟାନ୍ସ କରି ଦେଖାଇ ଥିଲେ ଆଉ ପରେ ପରେ ଶୀତଲ ଏହି ଷ୍ଟେଜ କୁ ଏଣ୍ଟ୍ରି ମାରି ଥିଲେ |

ତେବେ ପ୍ରଥମେ ସେ ଯାତ୍ରା ମଞ୍ଚରେ ଦର୍ଶକ ଙ୍କ ହୃଦୟ କୁ ଛୁଇଁଲା ଭଳି କିଛି କଥା କହି ଥିଲେ ଆଉ ପରେ ତାଙ୍କ ଫିଲ୍ମ ର କେତେ ଗୁଡିଏ ଗୀତ ରେ ଡ୍ୟାନ୍ସ କରି ଦେଖାଇ ଥିଲେ | ତେବେ ତାଙ୍କ ସୁନ୍ଦର ଡ୍ୟାନ୍ସ ରେ ଯାତ୍ରା ପେଣ୍ଡାଲ ର ମାହଲ ପୁରା ବଦଳି ଯାଇ ଥିଲା ଆଉ ଶୀତଲ ଙ୍କ ହଟ ଡ୍ୟାନ୍ସ ରେ ସେଠାରେ ଥିବା ଦର୍ଶକ ମଧ୍ୟ ଖୁବ ଝୁମି ଥିଲେ |

 ତେବେ ଏହା ଦୁର୍ଗା ପୂଜା ର ମେଳା ର ଅବସର ରେ ଏକ ଯାତ୍ରା ଷ୍ଟେଜ କୁ ଶୀତଲ ଆସି ଥିଲେ ଆଉ ତାଙ୍କ ଗୀତ ନାଚ ରେ ସମସ୍ତଙ୍କୁ ଝୁମାଇ ଥିଲେ | ତେବେ ଏଭଳି ଏକ ସୁନ୍ଦର ଭିଡ଼ିଓ ଟି ସୋସିଆଲ ମିଡ଼ିଆ ରେ ମଧ୍ୟ ଖୁବ ଭାଇରାଲ ହେବାରେ ଲାଗିଛି |

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।