ଦେଖନ୍ତୁ କିପରି ଭାବରେ ତାରିଣୀ ଏବେଂ ରୂପମ ଉଭୟ ମିଶି ଗୋଟିଏ ରୁମରେ କରୁଛନ୍ତି ରୋମାଣ୍ଟିକ ଡ୍ୟାନ୍ସ , ଭିଡିଓ ନିଆଁ ପରି ଭାଇରାଲ ହେଉଛି….

ଆମ ଓଡିଆ ଟେଲିଭିଜନ ଜଗତରେ କାମ କରୁଥିବା କଳାକାର ମାନଙ୍କୁ ତ ଆପଣ ମାନେ ବହୁତ ଭଲ ଭାବରେ ଜାଣିଥିବେ । ତେବେ ସେମାନଙ୍କର ପର୍ସନାଲ ତଥା ପ୍ରଫେସନାଲ୍ ଲାଇଫ୍ କଥା ମଧ୍ୟ ଆପଣ ମାନେ ଅଳ୍ପେ ବହୁତ ଜାଣିଥିବେ । ଓଡ଼ିଆ ଇଣ୍ଡଷ୍ଟ୍ରିରେ କାମ କରୁଥିବା କଳାକାର ମାନେ ସେମାନଙ୍କ ଚେଷ୍ଠା, ନିଷ୍ଠା ତଥା ପରିଶ୍ରମ ଦ୍ବାରା ଆଜି ଏପର୍ଯ୍ୟନ୍ତ ପହଞ୍ଚି ପାରିଛନ୍ତି ଏବଂ ଇଣ୍ଡଷ୍ଠ୍ରିକୁ ମଧ୍ୟ ବହୁତ ଆଗକୁ ନେଇ ପାରିଛନ୍ତି ।

ତେବେ ଆପଣ ମାନେ ଜାଣିଥିବେ ତରଙ୍ଗରେ ଅନେକ ଗୁଡିଏ ଧାରାବିହକ ଦେଇଥାଏ । ଆଉ ଆପଣ ମାନେ ଯଦି ସିରିଏଲ୍ ଦେଖିବା ପାଇଁ ପସନ୍ଦ କରୁଥିବେ ତାହେଲେ ତରଙ୍ଗରେ ପ୍ରସାରିତ ନମ୍ବରୱାନ ଧାରାବିହକ ତାରା ତାରିଣୀ ନିଶ୍ଚୟ ଦେଖୁଥିବେ । ତେବେ ସେଥିରେ ଅଭିନୟ କରୁଥିବା କଳାକାର ମାନଙ୍କୁ ମଧ୍ୟ ବହୁତ ପସନ୍ଦ ତଥା ଭଲ ପାଉଥିବେ । ଆଜି ଆମେ ସେହି ଧାରାବାହିକ ବିଷୟରେ ଆପଣଙ୍କୁ କିଛି୍ ଜଣାଇବୁ ।

ତେବେ ତାରା ତାରିଣୀ ଧାରାବାହିକରେ ଲିଡ୍ ଆକ୍ଟର ଏବଂ ଆକ୍ଟ୍ରସ ଭାବରେ ଅଭିନୟ କରୁଥିବା ରୂପମ ଏବଂ ତାରିଣୀ ପରସ୍ପର ସହ ରୋମାନ୍ସ କରୁଥିବା ଏକ ଦୃଶ୍ୟ ଏବେ ଦେଖିବାକୁ ମିଳିଛି । ତେବେ ଚାଲନ୍ତୁ ଜାଣିବା କଣ ରହିଛି ସଂମ୍ପୂର୍ଣ୍ଣ ଘଟଣା ସେ ବିଷୟ ରେ ଜାଣିବା । ତେବେ କଣ ଆପଣ ମାନେ ଜାଣିଛନ୍ତି ବର୍ତ୍ତମାନ ସମୟରେ ତାରା ତାରିଣୀ ଧାରାବିହକ ଟି ଓଡିଶା ର ସବୁଠାରୁ ଅଧିକ ଚର୍ଚ୍ଚିତ ଧାରାବାହିକ ଭାବେ ପରିଚିତ୍ ହେବା ସହ ଦର୍ଶକ ଙ୍କ ପ୍ରଥମ ପସନ୍ଦର ଧାରାବାୈହିକ ହୋଇ ପାରିଛି ।


ତେବେ ଆପଣ ମାନେ ଏଥିରେ ଅଭିନୟ କରୁଥିବା ତାରିଣୀ ବା ଲିପି ଙ୍କ ଆକ୍ଟିଂ କୁ ତ ଦେଖିଥିବେ, ଲିପି କେବଳ ସିରିଏଲ୍ ରେ ନୁହେଁ ବରଂ ଅନେକ ଫିଲ୍ମ ରେ ମଧ୍ୟ ନିଜର ଅଭିନୟ ର ପାରଦର୍ଶିତା ଦେଖାଇ ପାରିଛନ୍ତି । ଆଉ ନିଜର ଅଭିନୟ ମାଧ୍ୟମରେ ଦର୍ଶକ ମାନଙ୍କୁ ବାନ୍ଧି ରଖିବାର କୌଶଳ ତଥା କଳା ମଧ୍ୟ ନିଜ ଭିତରେ ଭରପୂର ଭାବରେ ରଖିଛନ୍ତି ।

କହିରଖୁଛୁ କି ବର୍ତ୍ତମାନ ତାରା ତାରିଣୀରେ ଏକ ନୂଆମୋଡ ଆସିବାକୁ ଯାଉଛି । ଯେଉଁଥିରେ ଆପଣ ଦେଖିବାକୁ ପାଇବେ କିପରି ଭାବରେ ଦୁଇ ଜଣଙ୍କ ମଧ୍ୟ ତିକ୍ତତା ,ଝଗଡାର ସମାପ୍ତ ଘଟି ପୁଣି ଥରେ ସେମାନେ ଏକାଠି ହୋଇ ଯାଇଛନ୍ତି ଏବଂ ସେମାନଙ୍କ ମଧ୍ୟରେ ଏକ ମଧୁର ପ୍ରେମ ସଂପର୍କ ଗଢି ଉଠିବାରେ ଲାଗିଛି ।

ସେମାନଙ୍କ ମଧ୍ୟରେ ଏକ ପ୍ରେମ ସଂପର୍କ ଗଢି ଉଠିବା ପରେ ସେମାନେ ରୋମାନ୍ସ କରିଥିବାର ଏକ ଦୃଶ୍ୟ ଏହି ସିରିଏଲ୍ ରେ ରହିଛି । ଯାହାର ଝଲକ ଆପଣ ଆଗାମୀ ଅଧ୍ୟାୟରେ ଦେଖିବାକୁ ପାଇବେ । ଏହି ଦୃଶ୍ୟର ଏକ ଝଲକ ସାମ୍ନାକୁ ଆସିବା ପରେ ଏହା ଭାଇରାଲ ହେବାରେ ଲାଗିଛି ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।