ଆଶ୍ଚର୍ଯ୍ୟ ! ଦେଖନ୍ତୁ ଶ୍ରୀମନ୍ଦିର ଭିତରର ବିରଳ ଦୃଶ୍ୟ… ସତରେ କଣ ଏମିତି.

ତେବେ ସୋସିଆଲ ମିଡ଼ିଆ ରେ ଆମେ ଅନେକ କିଛି ଦେଖିବାକୁ ପାଇଥାଉ ଯାହାକି ଏହା ଦ୍ୱାରା ଘଟଣା ସମ୍ପର୍କ ରେ ଆମେ ଅବଗତ ହୋଇ ଥାଉ | ତେବେ ଏଥିରେ ବେଳେ ବେଳେ ଆଶ୍ଚର୍ଯ୍ୟ ଜନକ ଘଟଣା ଦେଖିବାକୁ ମିଳୁ ଥିବା ବେଳେ ଆଉ କିଛି ସମୟରେ ଏତେ ସୁନ୍ଦର ଓ ମନଲୋଭା ଦୃଶ୍ୟ ଦେଖିବା ପାଇଁ ମିଳେ ଯେ ଆମେ ଆଖି ମଧ୍ୟ ଫେରାଇ ନେଇ ପାରୁ ନାହିଁ |

ଆଗ କାଳରେ କେଉଁଠି କଣ ହେଲେ ତାହା ଆମେ ବହୁତ ବିଳମ୍ୱ ରେ ଜାଣନ୍ତି ଏବଂ ଅନେକ ଜିନିଷ କୁ ଆମେ ଦୂର ରେ ଥାଇ ଦେଖି ମଧ୍ୟ ପାରନ୍ତି ନାହିଁ କିନ୍ତୁ ଏବେକା ସମୟରେ ଯେଉଁଠି ଯାହା ବି ହେଉ ଖରାପ ହେଉ କି ସେ ଭଲ ହେଉ ଆମେ ଟିଭି ଓ ମୋବାଇଲ ମାଧ୍ୟମ ରେ ନିହାତି ଦେଖିବାକୁ ପାଇଥାଉ |

ତେବେ ବର୍ତ୍ତମାନ ସମୟରେ ଏକ ମନଲୋଭା ଦୃଶ୍ୟ ଦେଖିବା ପାଇଁ ମିଳିଛି ଯାହାକୁ ଦେଖିଲେ ଆପଣ ଙ୍କ ମନକୁ ମଧ୍ୟ ବେସ ଖୁସି ଓ ଶାନ୍ତି ମିଳିବ | ଯାହାକି ଏକ ଭିଡ଼ିଓ ମାଧ୍ୟମ ରେ ଦେଖିବା ପାଇଁ ମିଳିଛି କି ପ୍ରଭୁ ଶ୍ରୀଜଗନ୍ନାଥ ଙ୍କ ଆଳତୀ ର ଦୃଶ୍ୟ ଯାହାକି ବେସ ମନଲୋଭା ପୂର୍ଣ୍ଣ ରହିଛି |

 

 

ତେବେ ଆପଣ ତ ବେସ ଭଲ ଭାବରେ ଜାଣିଛନ୍ତି ଜଗତ ର ନାଥ ଶ୍ରୀଜଗନ୍ନାଥ ଙ୍କର ଲୀଳା ହେଉଛି ଅପାର, ଯିଏ ର ଭକ୍ତି ର ସହ ପ୍ରଭୁ ଜଗନ୍ନାଥ ଙ୍କୁ ଆରାଧନା କରିବ ତାର ଡାକ ପ୍ରଭୁ ନିହାତି ଭାବରେ ଶୁଣିବେ ଆଉ ତାର ସବୁ ଦୁଃଖ କୁ ଦୂର କରି ଦେବେ | ପ୍ରଭୁ ଜଗନ୍ନାଥ ଙ୍କର କୃପା ବା ଆଶୀର୍ବାଦ ସବୁବେଳେ ଏକ ବ୍ୟକ୍ତି ଉପରେ ରହିବା ଆବଶ୍ୟକ ନଚେତ ସେହି ବ୍ୟକ୍ତି ତା ଜୀଵନ ରେ କେବେ ବି ଆଗକୁ ଯାଇ ପାରିବ ନାହିଁ | ଭକ୍ତି ରେ ଯଦି ଆମେ ଜଗନ୍ନାଥ ଙ୍କ ନାମ ନେବା ତେବେ ସେ ଆମ ଡାକ ନିହାତି ଭାବରେ ହିଁ ଶୁଣିବେ |

ବର୍ତ୍ତମାନ ଯେଉଁ ଭିଡ଼ିଓ ଟି ଭାଇରାଲ ହେବାରେ ଲାଗିଛି ସେହି ଭିଡ଼ିଓ ରେ ଦେଖିବାକୁ ମିଳିଛି ଏକ ସୁନ୍ଦର ମନଛୁଆ ଭଜନ ଗୀତ ସାଙ୍ଗକୁ ଜଗନ୍ନାଥ ଙ୍କର ଆରତୀ ସମୟର କିଛି ମନ କୁ ମୋହିଲା ଭଳି ଦୃଶ୍ୟ ଆମ ମାନଙ୍କ ସାମ୍ନା କୁ ଆସିଛି | ଆଉ ଯେଉଁ ଭିଡ଼ିଓ ରେ ସୁନ୍ଦର ଭାବରେ ଜଗନ୍ନାଥ ଙ୍କ ଆରତୀ କରୁଥିବା ସମୟର ଦୃଶ୍ୟ ଟି ପ୍ରକାଶ ପାଇଛି ଯାହା ଅତି ମନୋହର ହେବା ସହିତ ଚିତାକର୍ଷକ ମଧ୍ୟ ହୋଇଥାଏ | ଆଉ ସେହି ଦୃଶ୍ୟ କୁ ଦେଖି ଆମେ ଆମର ମନର ଶାନ୍ତି ଓ ପବିତ୍ରତା ମଧ୍ୟ ଆଣି ପାରିଥାଉ | ତେବେ ଏଠାରେ ଏକ ବ୍ରାହ୍ମଣ ବେସ ଭକ୍ତି ସହକାରେ ଜଗନ୍ନାଥ ଙ୍କର ଆଳତି କରିବାକୁ ଲାଗିଛନ୍ତି ଆଉ ତାହା ବେସ ମନଲୋଭା ଦୃଶ୍ୟ ରହିଛି ଆଉ ଯାହାକି ଏବେ ଖୁବ ଭାଇରାଲ ମଧ୍ୟ ହେଉଛି |