ଦେଖନ୍ତୁ ଭିଡିଓ – ଯେତେବେଳେ ପବନରେ ଉଡିଗଲା Hansika Motwani ଙ୍କ ଟପ, Airportରେ ସମସ୍ତଙ୍କ ସାମ୍ନାରେ ହେଲେ ଲଜ୍ଜିତ , ଭାଇରାଲ ହେଲା ଭିଡିଓ…

ଆପଣ ମାନେ ତ ଜାଣିଛନ୍ତି କି ଏବେକା ସମୟରେ ସୋସିଆଲ ମିଡିଆରେ ଅଧିକାଂଶ ବ୍ୟକ୍ତି ମାନେ ଚର୍ଚ୍ଚାରେ ରହିଥାନ୍ତି ଏପରିକି ସେମାନେ ସର୍ବଦା ସୋସିଆଲ ମିଡିଆର ବ୍ୟବହାର କରିଥାନ୍ତି । ମାତ୍ର ଏବେକା ସମୟରେ ସିନେମା ଜଗତର ତାରକା ମାନେ ସୋସିଆଲ ମିଡିଆରେ ବହୁତ ରଚ୍ଚାରେ ରହିଛନ୍ତି । ବିଶେଷ କରି କହିବାକୁ ଗଲେ ବଲିଉଡ ଅଭିନେତ୍ରୀ ମାନେ ତ ସର୍ବଦା ସୋସିଆଲ ମିଡିଆରେ ଚର୍ଚ୍ଚାରେ ରହିଥାନ୍ତି ।

ଆଜି ଆମେ ଆପଣ ମାନଙ୍କୁ ଏମିତି ଜଣେ ହିରୋଇନଙ୍କର ବିଷୟରେ କହିବୁ ଯିଏ କି ନିଜର ଅଭିନୟ ମାଧ୍ୟମରେ ବହୁତ ନାମ କରିଛନ୍ତି ଏହା ସହିତ ସେ ନିଜର ବୋଲ୍ଡ ଲୁକ ଏବଂ ସୁନ୍ଦରତା ପାଇଁ ବହୁତ ଚର୍ଚ୍ଚାରେ ରହିଥାନ୍ତି ଏପରିକି ଏହା ମାଧ୍ୟମରେ ବହୁତ ଟ୍ରୋଲର ଶିକାର ମଧ୍ୟ ହୋଇଥାନ୍ତି ।

ଆମେ ଆପଣ ମାନଙ୍କୁ ଯେଉଁ ହିରୋଇନଙ୍କ ବିଷୟରେ କହୁଛୁ ସେ ହେଉଛନ୍ତି ସାଉଥ ଫଲ୍ମ ଜଗତର ହଂସିକା ମୋତ୍ୱାନି । ଯିଏ କି ଖୁବ କମ ବୟସର ଶିଶୁ କଳାକାର ରୂପରେ ଅଭିନୟ କରିଥିଲେ । ହଂସିକା ଏବେ ତେଲୁଗୁ ଫିଲ୍ମ ବ୍ୟତୀତ ମାଲାଲୟମ , ହିନ୍ଦୀ , ତାମିଲ , କାନାଡା ପିଲ୍ମ ମଧ୍ୟ କରିଛନ୍ତି । ବହୁତ କମ ସମୟରେ ସେ ନିଜର ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିପାରିଛନ୍ତି ।

ତାଙ୍କର ସୁନ୍ଦର ଅବିନୟ କାରଣରୁ ସେ ଦର୍ଶକ ମାନଙ୍କ ମଧ୍ୟରେ ନିଜ ପାଇଁ ଏକ ସୁନ୍ଦର ସ୍ଥାନ ମଧ୍ୟ ସୃଷ୍ଟି କରିପାରିଛନ୍ତି । ମାତ୍ର ଏବେକା ସମୟରେ ହଂସିକାଙ୍କର ଏମିତି କିଛି ଫଟୋ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି ଯେଉଁଥିପାଇଁ ସେ ସେହି ଭଡିଓଟି ପାଇଁ ଏବେ ବହୁତ ଚର୍ଚ୍ଚାରେ ରହିଛନ୍ତି ।


ସୂଚନା ଯୋଗ୍ୟ କି ଗତ କିଛି ଦିନ ତଳେ ହଂସିକା ଏୟାରପୋର୍ଟରେ ନଜର ଆସିଥିଲେ , ଯେଉଁଥିରେ ସେ ସୁନ୍ଦର ଦେଖା ଯାଉଥିଲେ ଏହା ସହିତ ସେ ଜିନ୍ସ ପ୍ୟାଣ୍ଟ ଏବଂ ପିଙ୍କ କଲରର ଲୁଫରେ ନଜର ଆସିଥିଲେ ବହୁତ ଷ୍ଟାଇଲିସ ଏବଂ ସେକ୍ସି ମଧ୍ୟ ଲାଗୁଥିଲେ । ମାତ୍ର ସେହି ସମୟରେ ସେ ପିନ୍ଧିଥିବା ଡ୍ରେସଟି ପବନ କାରଣରୁ ଉପରକୁ ଉଡିଯାଇଥିଲା ଯେଉଁଥିପାଇଁ ହଂସିକାଙ୍କର କ୍ଲିଭେଜ ଏରିଆ ସଂପୂର୍ଣ୍ଣ ଦେଖା ଦେଇଥିଲା । ଏହି କାରଣ ପାଇଁ ସେ ବହୁତ ଲଜ୍ଜିତ ମଧ୍ୟ ହୋଇଥିଲେ ଏବଂ ବହୁତ ଟ୍ରେଲର ଶିକାର ପାଲଟିଥିଲେ ।

ଯେଉଁ ସମୟରେ ତାଙ୍କର ଡ୍ରେସଟ ଉଡିଯାଇଥିଲା ସେହି ସମୟରେ ସେ ତାହାକୁ ଦେଖିକରି ଡ୍ରେସକୁ ଠିକ କରିଥିଲେ ମାତ୍ର ପରବର୍ତ୍ତୀ ସମୟରେ ତାଙ୍କୁ ସେହି ଡ୍ରେସ ପାଇଁ ଟ୍ରେଲ ହେବାକୁ ପଡିଥିଲା । ତାଙ୍କର ଫେନ୍ସ ମାନେ ମଧ୍ୟ ଏ ନେଇ ବହୁତ ପତ୍ରିକ୍ରିୟା ଦେଇଥିଲେ ମାତ୍ର ଏଥିରେ ହଂସିକା କିଛି କହିନାହାନ୍ତି ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।