ଦେଖନ୍ତୁ Shocking ଭିଡ଼ିଓ : ଓଃ କି ଚାପୁଡ଼ା… ଛାତ୍ରଙ୍କୁ ଛାତ୍ରୀ ଜଣଙ୍କ ଚାପୁଡ଼ା ମାରିବାର ଭିଡିଓ ଏବେ ସୋସିଆଲ୍ ମିଡିଆରେ ଭାଇରାଲ ହେବାରେ ଲାଗିଛି

ଆଜିକାଲି ର ସମାଜ ଏତେ ମାତ୍ରା ରେ ଖରାପ ହୋଇ ଗଲାଣି ଯେ ଯାହାକୁ ଆପଣ ମଧ୍ୟ କଳ୍ପନା କରି ପାରିବେ ନାହିଁ | ଆଜିକାଲି ଯୁଗରେ କଲେଜ ରେ ପାଠ ପଢିବା ଏକ ଫ୍ୟାସନ ହୋଇ ଗଲାଣି କାରଣ ଆଗ କାଳରେ ପିଲା ପାଠ ପଢିବା ପାଇଁ କଲେଜ ଯାଉ ଥିଲେ ଆଉ ଶିକ୍ଷା ଗ୍ରହଣ କରୁ ଥିଲେ | କିନ୍ତୁ ଆଜିକାଲି ର ଯେଉଁ ଛାତ୍ର ଛାତ୍ରୀ କଲେଜ କୁ ଯାଉଛନ୍ତି ସେମାନେ ପ୍ରାୟ ପାଠ ପଢିବା ବାହାନା ରେ ଯାଉଛନ୍ତି ଆଉ ଯେତେ ସବୁ କୁକାର୍ଯ୍ୟ କରୁଛନ୍ତି |

ତେବେ କଲେଜ ଛାତ୍ର ଛାତ୍ରୀ ଙ୍କୁ ନେଇ ଅନେକ ଘଟଣା ସାମ୍ନା କୁ ଆସିଥାଏ, କେତେ ବେଳେ ଛାତ୍ରୀ ମଦ ପିଇବାର ଦୃଶ୍ୟ ଭାଇରାଲ ହେଲା ତ ଆଉ କେତେ ବେଳେ ରାଗିଙ୍ଗ କରିବାର ଭିଡ଼ିଓ ଭାଇରାଲ ହୋଇ ଥାଏ |

ତେବେ ପୁଣି ଥରେ ଆଉ ଏକ ଭିଡ଼ିଓ ସାମ୍ନା କୁ ଆସିଛି ଯାହାକୁ ଦେଖିଲେ ଆପଣ ଖୁବ ଆଶ୍ଚର୍ଯ୍ୟ ହୋଇ ଯିବେ | ଯେଉଁଥିରେ ଦେଖିବା ପାଇଁ ମିଳିଛି କି ଏକ ଛାତ୍ରୀ ଆଉ ଜଣେ ଛାତ୍ର ଙ୍କର କଲର କୁ ଧରି ଗାଳି ଦେଇ ପିଟୁ ଥିବାର ଦୃଶ୍ୟ ଦେଖା ଯାଇଛି |


ତେବେ ଘଟଣା ଟି ହେଉଛି ଏକ ଜୁନିୟର ଛାତ୍ର ସିନିୟର ଛାତ୍ରୀ ଙ୍କୁ ଅଶ୍ଳୀଳ ବ୍ୟବହାର କରିବା ସହିତ ବହୁତ ଖରାପ କମେଣ୍ଟ ଦେଇ ଥିଲେ ଯାହାକୁ ନେଇ ଛାତ୍ରୀ ଜଣଙ୍କ କିଛି ଏପରି କରି ଥିଲେ ଯାହାକୁ ଆପଣ ବିଶ୍ୱାସ ମଧ୍ୟ କରି ପାରିବେ ନାହିଁ | ଛାତ୍ର ଜଣଙ୍କ ଅଶ୍ଳୀଳ ବ୍ୟବହାର କାରିବାରୁ ସିନିୟର ଛାତ୍ରୀ ଜଣଙ୍କ ବିଚ ରାସ୍ତା ଉପରେ ଯୁବକର କଲର କୁ ଧରି ଖୁବ ଜୋର ରେ ଗାଳି ଦେଇ ଥିଲେ, ଏମିତି କି ଛାତ୍ରୀ ଜଣଙ୍କ ଚପଲ ମଧ୍ୟ ଖୋଲି ଦେଇ ଥିଲେ ଯୁବକ କି ପିଟିବା ପାଇଁ |

ଛାତ୍ର ଜଣଙ୍କ ଭୟରେ ସିନିୟର ଛାତ୍ରୀ ଙ୍କୁ ଦିଦି ଦିଦି କହି କ୍ଷମା ମାଗୁ ଥିଲେ କିନ୍ତୁ ଛାତ୍ରୀ ଜଣଙ୍କ କିଛି ଶୁଣି ନଥିଲେ | ଆଉ ଯୁବକ ଙ୍କୁ ଗୋଡ଼ ଧରି କ୍ଷମା ମାଗିବା ପାଇଁ କହି ଥିଲେ ଆଉ ଯୁବକ ଜଣଙ୍କ ମଧ୍ୟ ଛାତ୍ରୀ ଙ୍କର ଗୋଡ଼ ମାଗି ଭୁଲ ମାଗି ଥିଲେ |

ତେବେ ଆଉ ଜଣେ ଛାତ୍ରୀ ଏହି ଦୃଶ୍ୟ କୁ ଭିଡ଼ିଓ କରି ଥିଲେ ଯାହାକୁ ଦେଖି ଯୁବକ ଜଣଙ୍କ ଭିଡ଼ିଓ ଟିକୁ ଭାଇରାଲ ନ କରିବାକୁ ଅନୁରୋଧ କରି ଥିଲେ | କିନ୍ତୁ ପରେ ପରେ ଯୁବତୀ ଜଣଙ୍କ ଏହି ଭିଡ଼ିଓ ଟିକୁ ଭାଇରାଲ କରି ଦେଇ ଥିଲେ ଆଉ ଏହାକୁ ଦେଖି ଲୋକେ ମଧ୍ୟ ଖୁବ ନିନ୍ଦା କରିଛନ୍ତି | ତେବେ ଏହା କେଉଁ କଲେଜ ର ଦୃଶ୍ୟ ତାହା ସଠିକ ଭାବେ ଜଣା ପଡ଼ି ନାହିଁ |

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।