ଦେଖନ୍ତୁ ଏହି Viral ଭିଡିଓ ସରିଲା ଦଶମ ବୋର୍ଡ ପରୀକ୍ଷା , ଛାତ୍ରୀ ଉପରେ ମାଡ଼ିଆସିଲା ବିପଦ ! | ଚାରିଆଡେ ଖେଳିଗଲା ଶୋକରଛାୟା
ପ୍ରତିଦିନ ସୋସିଆଲ ମିଡ଼ିଆ ରେ କିଛି ନା କିଛି ଭିଡ଼ିଓ ଆଦି ଭାଇରାଲ ହୋଇ ଥାଏ କିନ୍ତୁ ବେଳେ ବେଳେ କିଛି ଏମିତି ଖବର ଆଖି ସାମ୍ନା କୁ ଆସିଥାଏ ଯାହାକି ଖୁବ ଆଶ୍ଚର୍ଯ୍ୟ କରି ଦେଇ ଥାଏ | ତେବେ ସେ ଯାହାବି ହେଉ ନା କାହିଁକି ଏହି ସୋସିଆଲ ମିଡ଼ିଆ ରେ ଘଟଣା ସବୁ ଅବଗତ ହୋଇ ଆମେ ନିଜକୁ ସତର୍କ ମଧ୍ୟ କରି ପାରିଥାଉ |
ତେବେ ଆପଣ ତ ବେସ ଭଲ ଭାବରେ ଜାଣିଛନ୍ତି ଆଜିକାଲି ର ଯୁଗରେ ଦୁର୍ଘଟଣା ଯେ କେତେ ମାତ୍ରା ରେ ଘଟିବାରେ ଲାଗିଛି, ପ୍ରତେକ ଦିନ କେଉଁଠି ନା କେଉଁଠି ଦୁର୍ଘଟଣା ସବୁ ସାମ୍ନା କୁ ଆସୁଛି | ଆଗ କାଳରେ କାହା ଘରେ ଏତେ ଗାଡ଼ି ମଟର ନଥିଲା କି ଭଲ ରାସ୍ତା ମଧ୍ୟ ନଥିଲା ତେଣୁ ଦୁର୍ଘଟଣା କେଉଁଠି ଦେଖିବା ପାଇଁ ମିଳୁ ନଥିଲା |
କିନ୍ତୁ ଏବେକା ସମୟ ରେ ଘରେ ଯେତେ ଜଣ ସଦସ୍ୟ ସେତେ ଗାଡ଼ି ଆଉ ରାସ୍ତା ରେ ଅନେକ ଗାଡ଼ି ମଟର ର ଭିଡ଼ ରହୁଛି ତେଣୁ ପ୍ରତି ଦିନ ନିଶ୍ଚିତ ଭାବରେ ଦୁର୍ଘଟଣା ଖବର ସାମ୍ନା କୁ ଆସୁଛି |
ଏହି ଦୁର୍ଘଟଣା ପାଇଁ କେତେ ଯେ କାହାର ଜୀଵନ ଗଲାଣି ଏବଂ କିଏ କିଏ ମୃତ୍ୟୁ ସହ ଲଢେଇ କରୁଛି ତାର ହିସାବ ନାହିଁ | ତେବେ ପ୍ରାୟ ସମୟ ରେ ଖରାପ ରାସ୍ତା ପାଇଁ ମଧ୍ୟ ଦୁର୍ଘଟଣା ର ସାମ୍ନା କରିବା ପାଇଁ ପଡିଥାଏ, ଯାହାକି ସେଭଳି ଏକ ଦୁର୍ଘଟଣା ସାମ୍ନା କୁ ଆସିଛି ଯାହାକୁ ଶୁଣିଲେ ଆପଣ ମଧ୍ୟ ଆଶ୍ଚର୍ଯ୍ୟ ହୋଇ ଯିବେ |
ଘଟଣା ଟି ହେଉଛି କି ଏକ ଦଶମ ଶ୍ରେଣୀ ଛାତ୍ରୀ ପରୀକ୍ଷା ଦେଇ ଫେରୁ ଥିବା ବେଳେ ଦୁର୍ଘଟଣା ଘଟିଛି ଆଉ ଏହି ଦୁର୍ଘଟଣା ପାଇଁ ଏବେ ଉତ୍ତେଜନା ମଧ୍ୟ ଦେଖିବା ପାଇଁ ମିଳିଛି | ସୂଚନା ଅନୁଯାଇ ଚୌଦ୍ୱାର ଦେଇ ଯାଇଥିବା 55 ନମ୍ବର ଜାତୀୟ ରାଜପଥ ଓଟିଏମ ବଜାର ରେ ଏଭଳି ଏକ ଦୁର୍ଘଟଣା ଘଟି ଯାଇଛି | ତେବେ ସ୍ଥାନୀୟ ଲୋକ ମାନଙ୍କ କହିବା ଅନୁଯାଇ ଏହି ଜାଗାରେ 2018 ମସିହା ରୁ ରାସ୍ତା ଭାଙ୍ଗିଲାଣି ଆଉ ତିଆରି ହେବ ବୋଲି ବି କୁହା ଯାଉଛି କିନ୍ତୁ ଏପର୍ଯ୍ୟନ୍ତ ରାସ୍ତା କାମ ହୋଇ ପାରୁ ନାହିଁ |
ଆଉ ବାରମ୍ବାର ଏହି ରାସ୍ତା ରେ ଆକ୍ସିଡେଣ୍ଟ ହେଉଛି ବାରମ୍ବାର ଆମେ ଅଭିଯୋଗ କଲା ପରେ ବି ଆମ କଥା କେହି ହେଲେ ଶୁଣୁ ନାହାଁନ୍ତି, କଣ୍ଟ୍ରାକ୍ଟର ମଧ୍ୟ ତା କାମ ଅଧା ଛାଡ଼ି ଦେଇ ପଳେଇ ଯାଉଛି |
ଆଉ ଏହି ରାସ୍ତା ରେ ବଡ଼ ଗାଡ଼ି 60 କି 70 ସ୍ପିଡ଼ ରେ ଗାଡ଼ି ଯାଉଛନ୍ତି ଯାହା ଫଳରେ ପ୍ରତିଦିନ ଏଠାରେ ଦୁର୍ଘଟଣା ଘଟୁଛି, ତେଣୁ ଆମର ଦାବି ହେଉଛି କି ତୁରନ୍ତ ରାସ୍ତା କାମ ହେଉ ଆଉ ସର୍ଭିସ ରୋଡ଼ କୁ ବନ୍ଦ କରାଯାଉ ଯାହାକି ବଡ଼ ଗାଡ଼ି ଏଠାରେ ଛଡ଼ା ନ ଯାଉ କାରଣ ବଡ଼ ଗାଡ଼ି ଛାଡିବା ଦ୍ୱାରା ଆମ ପିଲା ମାନେ ସବୁବେଳେ ଆକ୍ସିଡେଣ୍ଟ ର ସମ୍ମୁଖୀନ ହେଉଛନ୍ତି ବୋଲି କହିଛନ୍ତି |
ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ