ଦେଖନ୍ତୁ SOCKING ଭିଡ଼ିଓ – ବସଷ୍ଟାଣ୍ଡ ଭିତରେ ହୁତୁ ହୁତୁ ହୋଇ ଜଳିଗଲା ବସ …ଦେଖନ୍ତୁ ଏହାର LIVE ଭିଡ଼ିଓ…
ଦିନକୁ ଦିନ ସୋସିଆଲ ମିଡିଆର ଚାହିଦା ବେଶ୍ ବଢ଼ି ବଢ଼ି ଚାଲିଛି। ପିଲାଠୁ ଆରମ୍ଭ କରି ବୁଢା ପର୍ଯ୍ୟନ୍ତ ସମସ୍ତେ ବର୍ତ୍ତମାନ ର ସମୟ ରେ ସୋସିଆଲ ମିଡ଼ିଆ ସମୟ ବିତାଇବା ପାଇଁ ପସନ୍ଦ କରୁଥିବାର ଦେଖିବାକୁ ମିଳୁଛି।ଏହି ଇଣ୍ଟରନେଟ୍ ଯୁଗରେ ଲୋକମାନେ ସବୁ କିଛି ଏହି ସୋସିଆଲ ମିଡିଆ ମାଧ୍ୟମରେ ଜାଣି ପାରୁଛନ୍ତି। କାରଣ ସୋସିଆଲ ମିଡ଼ିଆ ଏମିତି ଏକ ମାଧ୍ୟମ ସାଜି ପାରିଛି ଯାହା ଦ୍ଵାରା ଲୋକେ ଦେଶ ବିଦେଶରେ ଘଟି ଚାଲି ଥିବା ପ୍ରତିଟି ଘଟଣାର ଟିକି ନିଖି ତଥ୍ୟ ମାତ୍ର କିଛି ସେକେଣ୍ଡ ମଧ୍ୟରେ ପାଇ ପାରୁଛନ୍ତି। ସେଥି ପାଇଁ ତ ବ୍ୟସ୍ତ ବହୁଳ ଜୀବନରୁ ଯଦି କିଏ ଟିକିଏ ସମୟ ପାଉଛି ସେ ସୋସିଆଲ ମିଡିଆରେ ହିଁ ବ୍ୟସ୍ତ ହୋଇ ଯାଉଛି।
ତେବେ ସୋସିଆଲ ମିଡିଆରେ ବେଳେ ବେଳେ ଏଭଳି କିଛି ଦୃଶ୍ୟ ଦେଖିବା ପାଇଁ ମିଳିଥାଏ ଯାହା ଦେଖିଲେ ଆମକୁ ଖୁବ୍ ପସନ୍ଦ ଆସିଥାଏ ଏଭଳି ଭିଡିଓ ବେଳେ ବେଳେ ସୋସିଆଲ ମିଡିଆରେ ଦେଖିବା ପାଇଁ ମିଳି ଥାଏ ଯାହା ଦେଖିଲେ ଆମକୁ ଏକ ଭିନ୍ନ ଧରଣର ଖୁସି ମିଳି ଥାଏ।
ସୋସିଆଲ ମିଡିଆରେ ଆମେ ବିଭିନ୍ନ ପ୍ରକାର ଭିଡିଓ ବାବଦରେ ଅବଗତ ହୋଇ ପାରୁଛୁ। ଯାହା ଆମକୁ ମନୋରଞ୍ଜନ ମଧ୍ୟ ପ୍ରଦାନ କରୁଛି।ତେବେ ଏହି ସୋସିଆଲ ମିଡ଼ିଆ ମାଧ୍ୟମରେ ବହୁତ୍ ଜିନିଷ ଭାଇରାଲ ମଧ୍ୟ ହେଉଛି ଆଉ ଲୋକେ ରାତାରାତି ଷ୍ଟାର ମଧ୍ୟ ପାଲଟି ଯାଉଛନ୍ତି।
କିନ୍ତୁ ବର୍ତ୍ତମାନ ମିଡ଼ିଆ ମାଧ୍ୟମରେ ଯେଉଁ ଭିଡିଓ ଟି ସାମ୍ନାକୁ ଆସିଛି ଯାହାକୁ ଆପଣ ଥରେ ଦେଖିଲେ ବା ଶୁଣିଲେ ଆଶ୍ଚର୍ଯ୍ୟ ହୋଇଯିବେ। ଘଟଣାଟି ହେଉଛି ହଠାତ୍ ହୁତୁହୁତୁ ହୋଇ ଜଳିଗଲା ବସ୍। ଘଟଣା ଟି ଏବେ ସୋସିଆଲ ମିଡିଆରେ ବେଶ୍ ଭାଇରାଲ ହେବାରେ ଲାଗିଛି।
ହଁ ଆଜ୍ଞା ବରମୁଣ୍ଡା ବସ ଷ୍ଟାଣ୍ଡରେ ଯାତ୍ରୀବାହୀ ବସରେ ଭୟାବହ ଅଗ୍ନିକାଣ୍ଡ।ହୁତୁହୁତୁ ହୋଇ ଜଳିଗଲା ‘ଖଣ୍ଡାଧାର କୁଇନ୍’ ବସ୍। ଘଟଣାସ୍ଥଳରେ ଅଗ୍ନିଶମ ବାହିନୀ ପହଞ୍ଚି ନିଆଁ ଲିଭା ଜାରି ରଖିଛି।ଏତେ ବଡ଼ ଅଘଟଣ ରୁ ଅଳ୍ପକେ ବର୍ତ୍ତି ଯାଇଛନ୍ତି ସେଠାରେ ଉପସ୍ଥିତ ଥିବା ଲୋକେ।ତେବେ ମିଳିଥିବା ସୂଚନା ଅନୁଯାୟୀ ଆଜି ସକାଳେ ବରମୁଣ୍ଡା ବସଷ୍ଟାଣ୍ଡ ରେ ‘ଖଣ୍ଡାଧାର କୁଇନ୍’ ନାମକ ଯାତ୍ରୀବାହୀ ଏକ ଯାତ୍ରୀବାହୀ ବସ୍।
ତେବେ କୌଣସି କାରଣ ବସତ୍ ହଠାତ୍ ବସ୍ ରେ ନିଆଁ ଲାଗି ଯାଇଥିଲା। ଆଉ ସଙ୍ଗେ ସଙ୍ଗେ ବସ୍ ଟି ହୁତୁ ହୁତୁ ହୋଇ ଜଳିବା ଆରମ୍ଭ କରିଥିଲା। ଆଉ ଦେଖୁ ଦେଖୁ ବସ୍ ଟି ସମ୍ପୂର୍ଣ୍ଣ ଜଳିବାକୁ ଲାଗିଲା।ତେବେ ଘଟଣା ଘଟିବା ପରେ ସଙ୍ଗେ ସଙ୍ଗେ ଅଗ୍ନିଶନ ବାହିନୀକୁ ଖବର ଦିଆ ଯାଇଥିଲା।ଆଉ ଏହା ପରେ ଅଗ୍ନିଶମ ବାହିନୀ ଘଟଣା ସ୍ଥଳରେ ପହଞ୍ଚି ନିଆଁ କୁ ଆୟତ୍ତ ପାଇଁ ବହୁ ଚେଷ୍ଟା କରି ଥିଲେ ଏବଂ ଶେଷ ରେ ଅକ୍ଲାନ୍ତ ପରିଶ୍ରମ ପରେ ନିଆଁ କୁ ଆୟତ୍ତ କରିବା ରେ ସକ୍ଷମ ହୋଇ ଥିଲା ଅଗ୍ନିଶମ ବାହିନୀ।
ତେବେ ଘଟିଥିବା ଏହି ଅଘଟଣ ରେ କାହାର କିଛି କ୍ଷତି ହୋଇ ନଥିବାର ସୂଚନା ମିଳିଛି। କିନ୍ତୁ ବସ ଟି ସମ୍ପୂର୍ଣ୍ଣ ଭାବେ ଜଳି ଯାଇଛି।ତେବେ କେଉଁ କାରଣରୁ ଓ କେଉଁ ପରିସ୍ଥତିରୁ ଏପରି ବସ୍ ରେ ନିଆଁ ଲାଗି ଯାଇଛି ତାହା ସ୍ପଷ୍ଟ ହୋଇ ନଥିବା ବେଳେ ଏପଟେ ଅଗ୍ନିଶମ ବାହିନୀ ବସର ଡ୍ରାଇଭର, ହେଲ୍ପର ଓ କଣ୍ଡକ୍ଟର ଙ୍କୁ ପଚରା ଉଚରା ବସ୍ ଡ୍ରାଇଭର ଙ୍କ କହିବା ଅନୁଯାୟୀ ମାତ୍ର ୧୫ ମିନିଟ ମଧ୍ୟରେ ବସ ଟି ସମ୍ପୂର୍ଣ୍ଣ ଜଳି ପୋଡି ପାଉଁଶ ହୋଇ ଯାଇଛି। ତେବେ ଏହି ଘଟଣାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଲୋକେ ଭୟଭୀତ ହୋଇ ପଡିଛନ୍ତି।