ଦେଖନ୍ତୁ ଭିଡ଼ିଓ – ସୁଟିଙ୍ଗ ସେଟ ରୁ ଭାଇରାଲ୍ ହେଲା ଓଡ଼ିଆ ଅଭିନେତ୍ରୀ ଅନୁ ଚୌଧୁରୀ ଓ ସିଦ୍ଧାନ୍ତ ଙ୍କ ଭିଡ଼ିଓ ଦେଖନ୍ତୁ
ଆଜି ଆମେ ଆପଣ ମାନଙ୍କୁ ଏକ ବହୁତ ହିଁ ସୁନ୍ଦର କଥାଟିଏ କହିବୁ ଯାହା ଶୁଣିଲେ ଆପଣ ମାନେ ବହୁତ ଖୁସି ହେବେ । ତେବେ ଆପଣ ମାନେ ତ ଜାଣିଛନ୍ତି କି ଆମ ଓଡିଶାରେ କୁନି କଳାକାର ମାନେ ରହିଛନ୍ତି ତେବେ ସେହି କଳାକାର ମାନଙ୍କ ଭତରେ ଲୁଚି ରହିଥିବା କଳାକୁ ଲୋକମାନଙ୍କ ଆଗରେ ଦେଖେଇବା ପାଇଁ ଅର୍ଥାତ ସେମାନଙ୍କର କଳାକୁ ବିକଶିତ କରିବା ପାଇଁ ଆମର କଳାକାର ଜଗତ ଅନେକ କାର୍ଯ୍ୟକ୍ରମ ମାନ କରନ୍ତି ଯେଉଁଥିରେ ଛୋଟ ଛୋଟ ପିଲା ମାନଙ୍କ ମଧ୍ୟରେ ରହିଥିବା କଳା ସମସ୍ତଙ୍କ ସାମ୍ନାରେ ଦେଖିହୋଇପାରିବ ।
ତେବେ ସେହି ଭଲି ଏକ କାର୍ଯ୍ୟକ୍ରମ କରୁଛି ଜି ସାର୍ଥକ ଯାହାର ନାମ ହେଉଛି ଓଡିଶାର ବେଷ୍ଟ ଡ୍ରାମେବାଜ , ଏଥିରେ କୁନି କୁନି କଳାକାର ମାନେ ସେମାନଙ୍କର ହାସ୍ୟ ଅଭିନୟ ମାଧ୍ୟମରେ ଲୋକମାନଙ୍କୁ ବହୁତ ହସାଉଛନ୍ତି ।
ଏବେକା ସମୟରେ ଦେଖିବାକୁ ମିଳୁଚି କି ସେହି ସୁଟିଂ ସେଟରେ ସୁଟିଂ ଚାଲିଥିବା ସମୟରେ ଏକ ଭିଡିଓ ଭାଇରାଲ ହେବାରେ ଲାଗିଛି , ଯେଉଁ ଭିଡିଓଟି ସେଥିରେ ହୋଷ୍ଟ କରୁଥିବା ଗୁନଗୁନ ଭାଇରାଲ କରିଛନ୍ତି । ସେଥିରେ ସେ ଦେଖାଇଛନ୍ତି କି ସେଥିରେ ଜର୍ଜ ଥିବା ସିଦ୍ଧାନ୍ତ ମହାପାତ୍ରଙ୍କୁ , ସିଦ୍ଧାନ୍ତଙ୍କୁ ଓଡିଶାର ପ୍ରତ୍ୟେକ ବ୍ୟକ୍ତି ବହୁତ ଭଲ ପାଆନ୍ତି , ତାଙ୍କର ମିଠାକଥା ଏବଂ ଅଭିନୟ ପାଇଁ ସେ ଲୋକମାନଙ୍କ ହୃଦୟରେ ଏକ ସ୍ୱତନ୍ତ୍ର ସ୍ଥାନ ତିଆରି କରିପାରିଛନ୍ତି ।
ଓଡିଆ ସିନେ ଜଗତର ସେ ହେଉଛନ୍ତି ଗର୍ବ ଏବଂ ଗୌରବ , ତାଙ୍କର ମଧ୍ୟ ଅନେକ ଫେନ୍ସ ମାନେ ରହିଛନ୍ତି । ତାଙ୍କୁ ଓଲିଉଡ ଜଗତର ସୁପରଷ୍ଟାର ବୋଲି କୁହାଯାଏ ।
ସେହି ସୋରେ ଅନ୍ୟ ଜଣେ ଜର୍ଜ ରହିଛନ୍ତି ଯିଏ କି ହେଉଛନ୍ତି ଏଲିନା , ତେବେ ବହୁତ କମ ଦିନରେ ଦର୍ଶକ ମାନଙ୍କ ମନରେ ନିଜ ପାଇଁ ଏକ ସ୍ୱତନ୍ତ୍ର ସ୍ଥାନ ତିଆରି କରିପାରିଛନ୍ତି । ଏଲିନାଙ୍କର ଅନେକ ଫେନ୍ସ ମାନେ ରହିଛନ୍ତି ଏବଂ ତାଙ୍କୁ ବହୁତ ଭଲ ପାଇବା ମଧ୍ୟ ଦେଇଥାନ୍ତି , ତେବେ ଏଲିନା ଦେଖିବା ପାଇଁ ମଧ୍ୟ ବହୁତ ସୁନ୍ଦରୀ ଅଟନ୍ତି ଏବଂ ତାଙ୍କର ଆକ୍ଟିଙ୍ଗ ମଧ୍ୟ ବହୁତ ସୁନ୍ଦର ଅଟେ । ତେବେ ଏହି ଡ୍ରାମେବାଜ ସୋ ରେ ଏଲିନା ମଧ୍ୟ ଜର୍ଜ ଅଛନ୍ତି ।
ଅନ୍ୟ ଜଣେ ଜର୍ଜ ହେଉଛନ୍ତି ବବି ମିଶ୍ର ଯିଏ କି ବହୁତ ସୁନ୍ଦର କଳାକାର ଭାବେ ପରିଚିତ , ତାଙ୍କ ମଧ୍ୟରେ ସମସ୍ତ ପ୍ରକାର କଳା ଲୁଚି ରହିଛି । ତେବେ ତାଙ୍କୁ ମଧ୍ୟ ଓଡିଶାର ଦର୍ଶକ ମାନେ ବହୁତ ଭଲ ପାଇବା ଦେଇଥାନ୍ତି ।
ଏବେକା ସମୟରେ ଏହି ସୋର ଗ୍ରାଣ୍ଡ ଫାଇନାଲର ସୁଟିଂ ଚାଲିଅଛି , ଯେଉଁଥିରେ ସମସ୍ତ ଜର୍ଜ ମାନେ ବହୁତ ସିରିଏସ ଅଛନ୍ତି ଏବଂ ଓଡିଶାର ବେଷ୍ଟ ଡ୍ରାମେବାଜକୁ ବାଛିବା ପାଇଁ ବହୁତ ଦ୍ୱନ୍ଦରେ ମଧ୍ୟ ଅଛନ୍ତି । ତେବେ ସେହି ସମୟରେ ଗୁନଗୁନ ଏକ ଭିଡିଓ କରିଛନ୍ତି ଏବଂ ସମସ୍ତ ଜର୍ଜ ମାନଙ୍କୁ ସେଥିରେ ଦେଖାଇଛନ୍ତି ଏହା ସହିତ କେମିତି ସୁଟିଂ ଚାଲିଛି ତାହାର ଟିକୋେ ଝଲକ ମଧ୍ୟ ଦେଖାିଛନ୍ତି । ତେବେ ଏହାର ଗ୍ରାଣ୍ଡ ଫାଇନାର ଏପ୍ରିଲ 4 ତାରିଖରେ ଟିଭି ରେ ପ୍ରକାଶ ହେବ ।
ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।