ଦେଖନ୍ତୁ Viral ଭିଡ଼ିଓ-କୁଆଡେ ଗଲୁ ପାଗିଲି ସୁରେ କୀର୍ତ୍ତନ ladies kirtan ( ବାଲସି ଝିଅ କୀର୍ତ୍ତନ )କଣ୍ଠ – ବସୁଦେବ ସାହୁ,ରିଙ୍କି….ଏହି କିର୍ତ୍ତନ ଥରେ ଦେଖିଲେ ଶହେ ଥର ଦେଖିବାକୁ ଇଚ୍ଚା ହେବ !

ଆପଣ ମାନେ ଜାଣିଛନ୍ତି ଅଷ୍ଟପ୍ରହରୀ ହେଉଛି ଆମ ପରମ୍ପରା ଓ ସଂସ୍କୃତି ର ଏକ ବୃହତ୍ତମ ଅଂଶ ବିଶେଷ। ତେବେ ଦିନ ଥିଲା ହୋମ ଯଜ୍ଞ ,ମନ୍ଦିର ପ୍ରତିଷ୍ଠା ଏବଂ ପୂର୍ଣ୍ଣମୀ ତିଥିରେ ଅଷ୍ଟପ୍ରହରୀ ହେଉଛି ଏକ ପ୍ରମୁଖ ସ୍ଥାନ ଥିଲା। ହେଲେ ଆଜିବି ଅଷ୍ଟପ୍ରହରୀ ହେଉଛି ,କିନ୍ତୁ ଏମତି ଅଷ୍ଟପ୍ରହରୀ ହେଉଛି ଯାହାର ରଙ୍ଗ ଓ ପରିଭାଷା ବଦଳି ଯାଇଛି। ଯାହାକୁ ଦେଖିଲେ ଆପଣଙ୍କ ହୋସ୍ ଉଡ଼ାଇ ନେବ।

ବର୍ତ୍ତମାନ ଅଷ୍ଟପ୍ରହରୀ ର ଏକ ଝଲକ ଭିଡିଓ ସାମ୍ନାକୁ ଆସିଛି, ଆଉ ଏହି ଦୃଶ୍ୟ କୁ ଯିଏ ଦେଖୁଛି ସେ କହୁଛି ବାଃ ବାଃ ରେ ଅଷ୍ଟପ୍ରହରୀ। ତେବେ ଭଗବାନଙ୍କ ନାମ ରେ ଥିବା ହରେ କୃଷ୍ଣ ହରେ ରାମ ନାମ ର ଧ୍ୱନି ଏବଂ ସ୍ୱତନ୍ତ୍ର ସ୍ୱର ଆଗରୁ ଅଷ୍ଟପ୍ରହରୀ ରେ ଶୁଣିବାକୁ ମିଳିଥିଲା।
ଯାହା ହୃଦୟରେ ଭରି ଦେଉଥିଲା ଭକ୍ତି ଓ ମଧୁରତା। କିନ୍ତୁ ଏବେ ସେଥିରେ ଆସିଛି ଟୁଇଷ୍ଟ୍ ଏବଂ ଆଧୁନିକତାର ସ୍ପର୍ଶ ଏବଂ ଗୀତ ବି ପରିବେଷଣ ହେଉଛି ନୂଆ ଷ୍ଟାଇଲ ରେ। ଅଷ୍ଟପ୍ରହରୀ ଏବେବି ହେଉଛି ଏବଂ କାହିଁ ପୁରାତନ କାଳରୁ ଅଷ୍ଟପ୍ରହରୀ ସବୁ ହେଉଥିବାର ମଧ୍ୟ ଦେଖିବାକୁ ପାଉଥିବେ। ବାସ୍ତବିକ ଭାବରେ ଅଷ୍ଟପ୍ରହରୀ ଏହା ଏକ ଆଧ୍ୟାତ୍ମିକତା ଏବଂ ସୁନ୍ଦର ଐଶ୍ୟରିକ ମାହଲ ସୃଷ୍ଟି କରିଥାଏ। ତେବେ ଆଜିର ଏହି ଯୁଗରେ ସବୁକିଛି ମଡର୍ଣ୍ଣ ହୋଇ ଗଲାଣି।

ଲୋକେ ଭଗବାନଙ୍କ ପାଇଁ ଏବଂ ଭଗବାନ୍ ଙ୍କୁ ଡାକିବା ର ତରିକା ମଧ୍ୟ ଆଧୁନିକ କରି ଦେଲେଣି। ଆଧୁନିକତାର ସ୍ପର୍ଶ ପ୍ରାୟ ସବୁଆଡ଼େ ଦେଖା ଗଲାଣି। ଏମିତି ଏଥିପାଇଁ ହେଉଛି ଯେ ଲୋକେ ଏହାକୁ ପସନ୍ଦ କରିବେ ଏବଂ ଏଥିପ୍ରତି ଅଧିକ ଆକର୍ଷିତ ହେବେ। ସତେ ଯେମିତି ଏହା ହେଉଛି ଡିଜିଟାଲ ଅଷ୍ଟପ୍ରହରୀ।

ଏହି ଭିଡିଓ ରେ କିପରି ଭାବରେ କିପରି ଷ୍ଟାଇଲ ରେ ସେମାନେ ଗାଉଛନ୍ତି ଅଷ୍ଟପ୍ରହରୀ ର ଗୀତ ଆଉ ସେହି ଗୀତ ର ତାଳେ ତାଳେ ମାଡାମ୍ ମାନେ ଧୁମ୍ ନାଚି ଚାଲିଛନ୍ତି। ଆଉ ସେହି ଗୀତଟି ହେଉଛି ଆଲବମ୍ ଗୀତ କୁଆଡ଼େ ଗଲୁ ପାଗେଳି ସ୍ୱର ରେ କୀର୍ତ୍ତନ ଚାଲିଛି।

ତେବେ ଥରେ ଭାବନ୍ତୁ ବର୍ତ୍ତମାନ ସମୟରେ ସମାଜରେ ହେଉଥିବା ଅଷ୍ଟପ୍ରହରୀ ବିଷୟରେ ଏବଂ ଅଗରୁ ହେଉଥିବା ଅଷ୍ଟପ୍ରହରୀ ବିଷୟରେ କେତେ ଫରକ ରହିଛି। ଆପଣ ଏହି ଭିଡିଓ ଦେଖିଲେ ସବୁକିଛି ବୁଝି ପାରିବେ, ଆମେ କଣ କହିବାକୁ ଚାହୁଁଛୁ। ତେବେ ସେ ଯାହା ବି ହେଉ ଏ ସବୁ ଦେଖିବା ମାତ୍ରେ ମନରେ ଏହା ପ୍ରଶ୍ନ ଉଠୁଥିବ ଯେ ଏ ଗୀତ, ଏ ନାଚ, ଏ ଷ୍ଟାଇଲ ର ଅଷ୍ଟପ୍ରହରୀ ଆସିଲା କେଉଁଠୁ? ଏବେର ଅଷ୍ଟପ୍ରହରୀ ଆଉ କମର୍ସିଆଲ ହେଇ ଯାଉନି ତ?

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।