ଦେଖନ୍ତୁ ଭିଡ଼ିଓ : ନମିତା ଅଗ୍ରୱାଲ ଙ୍କୁ ଟକ୍କର ଦେଲେ ଗାଁ ର ଏହି ବୁଢ଼ୀ ମାଉସୀ, ଗୀତଟି ଏବେ ସୋସିଆଲ ମିଡିଆରେ ନିଆଁ ଭଳି ଭାଇରାଲ ହେଉଛି…..

ତେବେ ସୋସିଆଲ ମିଡ଼ିଆ ଏପରି ଏକ ପ୍ଲାଟଫର୍ମ ଯାହା ସାଧାରଣ ଲୋକ ଙ୍କୁ ମଧ୍ୟ ସେଲିବ୍ରେଟି ବନେଇ ଦେଇ ଥାଏ | ଆଜି କାଲି ଟେକନୋଲୋଜି ଦୁନିଆଁ ରେ ମଧ୍ୟ ବୃଦ୍ଧ ରୁ ଆରମ୍ଭ କରି ଛୋଟ ଛୁଆ ପର୍ଯ୍ୟନ୍ତ ସମସ୍ତେ ସୋସିଆଲ ମିଡ଼ିଆ ସହିତ ଜଡ଼ିତ | ନିଜର କିଛି ପ୍ରତିଭା ହେଉ କି ଛୋଟ ଭିଡ଼ିଓ କରି ହେଉ ସମସ୍ତେ ଏହାକୁ ସୋସିଆଲ ମିଡ଼ିଆ ରେ ଉପଲୋଡ କରି ଲୋକ ମାନଙ୍କର ଭଲ ପାଇବାକୁ ହାସଲ କରି ପାରି ଥାଆନ୍ତି |

କିଏ ଗୀତ ମାଧ୍ୟମ ରେ ତ ଆଉ କିଏ ନାଚ ମାଧ୍ୟମ ରେ ତ ଆଉ କିଏ ନିଜ ଜୀବନ ଶୈଳୀ କୁ ଭିଡ଼ିଓ କରି ସୋସିଆଲ ମିଡ଼ିଆ ଜଗତ ରେ ପ୍ରିୟ ର ପାତ୍ର ହୋଇ ପାରିଥାନ୍ତି | ସମସ୍ତେ ପ୍ରାୟ ଇନଷ୍ଟା ରେ ଛୋଟ ଛୋଟ ରିଲ୍ସ ଭିଡ଼ିଓ କରି ଉପଲୋଡ କରି ଥାଆନ୍ତି ଆଉ ଲୋକ ମାନେ ମଧ୍ୟ ଏହାକୁ ଦେଖି ଖୁବ ପସନ୍ଦ କରିଥାନ୍ତି |

ବେଳେ ବେଳେ ଏମିତି ମଧ୍ୟ ଦେଖିବାକୁ ମିଳେ କି ବୃଦ୍ଧା ମହିଳା ଓ ବୃଦ୍ଧା ବ୍ୟକ୍ତି ଙ୍କର କିଛି ଭିଡ଼ିଓ ଭାଇରାଲ ହୋଇ ଥାଏ ଯାହାକି ଆମକୁ ଖୁବ ମନରଞ୍ଜନ କରାଇ ଥାଏ | ତେବେ ଆଜି ସେଭଳି ଏକ ଭାଇରାଲ ଭିଡ଼ିଓ ସମ୍ପର୍କ ରେ କହିବୁ ଯାହାକୁ ଦେଖିଲେ ଆପଣ ମଧ୍ୟ ଖୁବ ଆଶ୍ଚର୍ଯ୍ୟ ହେବା ସହିତ ଖୁସି ମଧ୍ୟ ଅନୁଭବ କରିବେ |

ଆପଣ ତ ବେସ ଭଲ ଭାବରେ ଜାଣିଛନ୍ତି ଆଲବମ ର ରଙ୍ଗବତୀ ଗୀତ ଟି ଯେ କେତେ ଲୋକ ପ୍ରିୟତା ହାସଲ କରିଛି | ଏହି ଗୀତ ରେ ଲୋକ ମାନେ ଭିନ୍ନ ଭିନ୍ନ ଷ୍ଟାଇଲ ରେ ଭିଡ଼ିଓ କରି ସୋସିଆଲ ମିଡ଼ିଆ ରେ ଉପଲୋଡ କରି ଥାଆନ୍ତି |

ତେବେ ବର୍ତ୍ତମାନ ସମୟ ରେ ଏହି ରଙ୍ଗବତୀ ଗୀତ କୁ ନେଇ ହିଁ ଏକ କମେଡି ଭିଡ଼ିଓ ଦେଖିବା ପାଇଁ ମିଳିଛି କି ଯାହା ଏବେ ଖୁବ ମାତ୍ରା ରେ ଭାଇରାଲ ହେବାରେ ଲାଗିଛି | ଏକ ଭିଡ଼ିଓ ମାଧ୍ୟମ ରେ ଦେଖିବା ପାଇଁ ମିଳିଛି କି ଜଣେ ବୁଢ଼ୀ ମାଉସୀ ତାଙ୍କ ପାକୁଆ ପାଟିରେ ଏହି ରଙ୍ଗବତୀ ଗୀତ ଟିକୁ ଗାଇଛନ୍ତି |

ବୁଢ଼ୀ ମାଉସୀ ଜଣଙ୍କ ତାଙ୍କ ପାକୁଆ ପାଟିରେ ଗାଉଛନ୍ତି କି, “ରଙ୍ଗବତୀ ରଙ୍ଗବତୀ କନକ ଲତା ହସେ ପଦେ କହୁନୁ କଥା” | ବୁଢ଼ୀ ମାଉସୀ ଜଣଙ୍କ ତାଙ୍କ ପାକୁଆ ପାଟିରେ ଯେମିତି ଥରେଇ ଥରେଇ ଗୀତ ଟି ଗାଉଛନ୍ତି ତାହା ଶୁଣିବା ପାଇଁ ଖୁବ ମଜାଦାର ଥିଲା ଏବଂ ଏହା ସହିତ ସେ ଗୀତ ଗାଇବା ସହିତ ଯେମିତି ଏକ୍ସପ୍ରେସନ ଦେଉ ଥିଲେ ତାହା ଖୁବ ଜବରଦସ୍ତ ଥିଲା | ତେବେ କେହି ଜଣେ ବ୍ୟକ୍ତି ଏହି ଭିଡ଼ିଓ ଟିକୁ ମୋବାଇଲ ରେ ରେକର୍ଡ କରି ସୋସିଆଲ ମିଡ଼ିଆ ରେ ଉପଲୋଡ କରି ଦେଇଛନ୍ତି ଯାହାକି ଏବେ ଖୁବ ଭାଇରାଲ ହେଉଛି ଏବଂ ଲୋକେ ମଧ୍ୟ ଏହାକୁ ଖୁବ ପସନ୍ଦ କରିଛନ୍ତି |