ଦେଖନ୍ତୁ ଭିଡ଼ିଓ – ଠାକୁର ପୂଜା କରୁଥିବା ସମୟରେ ହଠାତ ଫୋଟ ପଛରୁ ନାଗ ସାପ ବାହାରି ମାରିଲା ଚୁଟ ଆଉ ତା’ ପରେ ସାପ କଲା ଏମିତି ଦେଖିଲେ ଗୋଡ ତଳୁ ମାଟି ଖସିଯିବ…
ସମାଜରେ ଅନେକ ଜୀବଜନ୍ତୁ ରହିଥାନ୍ତି କିନ୍ତୁ ଲୋକମାନେ ସେମାନଙ୍କୁ ଭୟଭୀତ କରିନ୍ତି ନାହିଁ । ସାପ ଏମିତି ଗୋଟିଏ ଜନ୍ତୁ ଯାହାକୁ ଲୋକମାନେ ଦେଖିଲେ ହଠାତ୍ ଡରି ଯାଇଥାନ୍ତି । ଆପଣ ମାନେ ଜାଣିଥିବେ କି ଅନେକ ସ୍ଥାନରେ ବହୁତ ବଡ ବଡ ସାପ ଦେଖାଗଲେ ସେମାନଙ୍କୁ ସୁରକ୍ଷିତ ଭାବରେ ଧରିବା ପାଇଁ ସ୍ନେକ ରେଷ୍କ୍ୟୁ ଟିମ ଆସିଥାନ୍ତି । ସାପମାନେ ଅନେକ ବିଶେଷ ଭାବରେ ଯେଉଁ ଘରେ ବହୁତ ଅପରିଷ୍କାର ତଥା ଘରକୁ ଲାଗି ବଣ ଜଙ୍ଗଲ ରହିଥାଏ ସେଠାରେ ଅନେକ ସାପ ମାନଙ୍କୁ ଦେଖିବାକୁ ମିଳଇଥାଏ ।
କିନ୍ତୁ ଆଜି ଆମେ ସେହି ସାପ ଧରାଳି ବିଷୟରେ କହିବା , ଯିଏ ଗୋଟିଏ ସାପ ନୁହଁ ବରଂ ତିନି ତିନିଟି ସାପକୁ ଉଦ୍ଦାର କରିଛନ୍ତି । ଯାହାର ଭିଡିଓ ଏବେ ସୋସିାଲ ମିଡିଆରେ ଭାଇରାଲ ହେବାରେ ଲାଗିଛି।
ଘଟଣାଟି ଘଟିଛି ଭଦ୍ରକ ଜିଲ୍ଲାର କେନ୍ଦୁଆପଡା ଗ୍ରାମରେ , ଗୋଟିଏ ଘରେ ଗୋଟିଏ ସାପ ପଶି ଯାଇଥିଲେ ଏବଂ ସେହି ଘର ସଦସ୍ୟ ମାନେ ସାପକୁ ଦେଖି ବହୁତ ଭୟଭୀତ ହୋଇଯାଇଥିଲେ । କିନ୍ତୁ ସେହି ଜଣେ ଛୋଟ ପିଲାର ଗୋଡ଼ ରେ ସାପ ଟି ଦଂଶନ କରି ସାରିଥିଲା। ଆଉ ସେହି ପିଲାର ମୃତ୍ୟୁ ହୋଇ ଯାଇଥିଲା।
ଲୋକମାନେ ତୁରନ୍ତ ସ୍ନେକ ରେଷ୍କ୍ୟୁ ଟିମକୁ ଫୋନ କରିଥିଲେ ,ଆଉ ସେମାନେ ସଙ୍ଗେ ସଙ୍ଗେ ଆସି ସେହି ସାପକୁ କୌଶଳ ସହ ଧରିବାରେ ସକ୍ଷମ ହୋଇଛନ୍ତି । ସାପ ଟିକୁ ନିଜ ପେଟି ପୂରାଇ ଅତି ସହଜରେ ଉଦ୍ଧାର କରିଥିଲେ ।
ସାପକୁ ଦେଖି ଲୋକମାନେ ବହୁତ ଭୟଭୀତ ହୋଇଯାଇଥିଲେ ଏବଂ ଘରୁ ବାହରକୁ ଆସି ସେମାନେ ତୁରନ୍ତ ସ୍ନେକ ରେଷ୍କ୍ୟୁକୁ ଜଣାଇଥିଲେ । ଆଉ ସେମାନେ ଆସି ସାପକୁ ଅତି ସୁରକ୍ଷିତ ଭାବରେ ସେହି ସ୍ଥାନରୁ ନିଜ ପେଟିରେ ଭର୍ତ୍ତି କରିଥିଲେ । ଏହାକୁ ଦେଖିବା ପାଇଁ ଅନେକ ଲୋକମାନଙ୍କର ଭିଡ ଜମି ଥିଲା , ତେବେ ଆପଣ ମାନଙ୍କୁ ଧ୍ୟାନ ରଖିବା ଉଚିତ କି ଏଭଳି ଭୟଭୀତ ସାପକୁ ଧରିବାର ଦୁଃସାହାସ କରନ୍ତୁ ନାହିଁ । ଯଦି ଆପଣଙ୍କ ଘରେ ସାପ ପଶି ଯାଇଛି ତେବେ ଆପଣ ଏହାକୁ ନମାରି ତୁରନ୍ତ ସ୍ନେକ ରେଷ୍କ୍ୟୁ ଟିକକୁ ଖବର ଦିଅନ୍ତୁ । ଆପଣ ଜାଣି ଶୁଣି ବିପଦକୁ ଡାକନ୍ତୁ ନାହିଁ ,ସେଥିପ୍ରତି ସତର୍କତା ଅବଲମ୍ୱନ କରନ୍ତୁ ।
ଅନେକ ଲୋକମାନେ ସାପକୁ ଦେଖିଲେ ଭୟଭୀତ ହୋଇଯାଆନ୍ତି ଏବଂ ଅଉ କେତେକ ଲୋକମାନେ ରହିଛନ୍ତି , ଯାହାକି ସେମାନେ ସାପକୁ ଦେଖିଲେ ତୁରନ୍ତ ମାରିବା ପାଇଁ ପ୍ରୟାସ କରିଥାନ୍ତି । କିନ୍ତୁ ସେମାନଙ୍କର ଏହି ଛୋଟିଆ ଭୁଲ ପାଇଁ ଅନେକ ବିପଦର ସମ୍ମୁକୀନ କରିବାକୁ ପଡିଥାଏ ଏବଂ ଅନେକ ସମୟରେ ଲୋକମାନେ ନିଜର ମୂଲ୍ୟବାନ ଜୀବନ ମଧ୍ୟ ହରାଇ ବସନ୍ତି । ତେଣୁ ଆପଣଙ୍କ ଘରେ ଯଦି କୌଣସି ସାପ ଦେଖାଯାଏ ତେବେ ତୁରନ୍ତ ସ୍ନେକ ରେଷ୍କ୍ୟୁ ଟିମକୁ ଖବର ଦିଅନ୍ତୁ ।
ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।