ଦେଖନ୍ତୁ shocking ଭିଡ଼ିଓ … ପ୍ରେତାତ୍ମା ହୋଇ ଝିଅ କହୁଛି ହତ୍ୟାର ପୁରା କାହାଣୀ, ଆଶ୍ଚର୍ଯ୍ୟ ଲାଗିଲେ ବି ସତ…
ଏବେକା ଯୁଗରେ କିଛି ଲୋକ ମଧ୍ୟ ଏପରି ଅଛନ୍ତି ଯେଉଁ ମାନେ ଅନ୍ଧ ବିଶ୍ୱାସ କୁ ବିଶ୍ୱାସ କରନ୍ତି ଏବଂ ଟାକୁ ପ୍ରଶ୍ରୟ ମଧ୍ୟ ଦେଇ ଥାଆନ୍ତି | ତେବେ ସେଭଳି ଅନେକ ଭିଡ଼ିଓ ଆସି ପହଞ୍ଚି ଥାଏ ଯାହାକୁ ସହଜ ରେ ଗ୍ରହଣ କରି ହୁଏ ନାହିଁ ଏବଂ ଦେଖିଲେ ଖୁବ ଆଶ୍ଚର୍ଯ୍ୟ ଲାଗି ଥାଏ | ସେଭଳି ଏକ ଭିଡ଼ିଓ ରେ ଦେଖିବା ପାଇଁ ମିଳିଛି କି ଏକ ପ୍ରେତାତ୍ମା କାନ୍ଦୁଛି ଆଉ କାନ୍ଦି କାନ୍ଦି କହୁଛି ଅଷ୍ଟମ ଶ୍ରେଣୀ ଛାତ୍ରୀ ର ଏକ ଭୟଙ୍କର ହତ୍ୟା କାହାଣୀ |
ପ୍ରେତାତ୍ମା କିଏ ହତ୍ୟା କରି ଥିଲା ଆଉ କେମିତି ହତ୍ୟା କରି ଥିଲା ସବୁ କଥା କାନ୍ଦି କାନ୍ଦି କହୁଛି | ଏମିତି ଏକ ଖବର ଏବେ ସାରା ଗାଁ ରେ ଚହଳ ପକାଇଛି, ଏ ଦୃଶ୍ୟ ହେଉଛି ବାଲେଶ୍ୱର ଜିଲ୍ଲା ଖଇରା ଥାନା ବାଣୀବିହାର ଗାଁ ରେ |
ସୂଚନା ଅନୁଯାଇ ଘଟଣା ଟି ହେଉଛି ଗତ ମାସ 24 ତାରିଖ ର ଯାହାକି ସାରା ଗାଁ ରେ ଏହି ଘଟଣା ଟି ଚାଞ୍ଚଲ୍ୟ ଖେଳାଇ ଦେଇ ଥିଲା | ଗାଁ ର ଜଣେ ଅଷ୍ଟମ ଶ୍ରେଣୀ ଛାତ୍ରୀ କୁ ଜଣେ ଲୋକ ଜୀବନ୍ତ ଜାଳି ହତ୍ୟା କରି ଦେଇ ଥିବା କଥା ଅଭିଯୋଗ ହୋଇ ଥିଲା | ଆଉ ଏହି ଘଟଣା ର ଯିଏ ଅଭିଯୋଗ ସେ ବିଚରାଧୀନ ବନ୍ଦୀ ହୋଇ ଜେଲ ରେ ଅଛି |
ଆଉ ଏହାରି ଭିତରେ ଏକ ଯୁବତୀ ଙ୍କ ଶରୀର ରେ ସେହି ଅଷ୍ଟମ ଶ୍ରେଣୀ ଛାତ୍ରୀ ର ପ୍ରେତାତ୍ମା ଉଭା ହେଉଛି ବୋଲି ଗାଁ ଲୋକ ବିଶ୍ୱାସ କରୁଛନ୍ତି | ଆଜି କାଲି ଏହି ବିଜ୍ଞାନ ଯୁଗରେ ମେଡିକାଲ ସାଇନ୍ସ ବହୁ ଉର୍ଦ୍ଧ କୁ ଗଲାଣି ଏଣୁ ଏହା ସବୁ ଅନ୍ଧ ବିଶ୍ୱାସ ବୋଲି ହେତୁ ବାଦୀ ମାନେ ମତ ଦେଉଛନ୍ତି |
ତେବେ ଏହି କଥା କୁ ପ୍ରଶ୍ରୟ ଦିଆ ଯାଉ ନାହିଁ କିନ୍ତୁ ସ୍ଥାନୀୟ ଅଞ୍ଚଳ ରେ ଯାହା ଘଟିଛି ତାହା ଏବେ ସାମ୍ନା କୁ ଆସୁଛି | ତେବେ ସେହି ଅଞ୍ଚଳ ର କେତେକ ବାସିନ୍ଦା ମଧ୍ୟ କହିଛନ୍ତି କି ଏହି ଘଟଣା ଟି ସତ୍ୟ ଏବଂ ଆମେ ଏହାକୁ ବିଶ୍ୱାସ କରିବା ପାଇଁ ବାଧ୍ୟ ହେଉଛୁ କାରଣ ଘଟଣା ଟି ଏଭଳି ହିଁ କିଛି ଘଟି ଥିଲା ଆଉ ଯାହାକି ତାର ପ୍ରେତାତ୍ମା ଆଜି ଏହି ଯୁବତୀ ଦେହରେ ରହିକି ସବୁ ସତ ସତ କହୁଛି |
ତେବେ ଏହା ସ୍ପଷ୍ଟ ନୁହେଁ କି ଘଟଣା ଟି କେତେ ସତ କେତେ ମିଛ କିନ୍ତୁ ସୋସିଆଲ ମିଡ଼ିଆ ରେ ଏହି ଭିଡ଼ିଓ ଖୁବ ଭାଇରାଲ ହେବାରେ ଲାଗିଛି | କିଛି କିଛି ଲୋକ ଏହାକୁ ବିଶ୍ୱାସ କରୁ ଥିବା ବେଳେ ଆଉ କିଛି କିଛି ଲୋକ ଏମିତି ବିଜ୍ଞାନ ଯୁଗରେ ଏହି କଥା କୁ ପ୍ରଶ୍ରୟ ଦେଇ ନାହାଁନ୍ତି |
ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।