ବ୍ରହ୍ମପୁରର ଏକ କଲେଜରେ ଜଣେ ଯୁକ୍ତ ଦୁଇ ଛାତ୍ରୀଙ୍କୁ ସିନିୟର ଛାତ୍ର ରାଗିଙ୍ଗ କରୁଥିବା vedio ଭାଇରାଲ ହେଇଛି ।
ତେବେ ଆପଣ ତ ଜାଣି ଥିବେ କଲେଜ ରେ କିଛି ଏଭଳି ଅଭଦ୍ର ଅଶିକ୍ଷିତ ଛାତ୍ର ଛାତ୍ରୀ ରହି ଥାଆନ୍ତି ଯେଉଁ ମାନେ ଜୁନିୟର ମାନଙ୍କୁ ରାଗିଙ୍ଗ କରି ଖୁବ ହଇରାଣ କରି ଥାଆନ୍ତି | ଏମିତି କି ଆପଣ ଶୁଣିବାକୁ ପାଇ ଥିବେ ଯେ ପୂର୍ବରୁ ମଧ୍ୟ ଏହି ରାଗିଙ୍ଗ ପାଇଁ ଛାତ୍ରୀ ଆତ୍ମହତ୍ୟା କରିଛନ୍ତି | ତେବେ ସେହିଭଳି ଏକ ଖବର ସାମ୍ନା କୁ ପୁଣି ଆସିଛି ଯେଉଁଠି ଏକ ଛାତ୍ରୀ ଙ୍କୁ ପୁଣି କଲେଜ ରେ ହଇରାଣ କରା ଯାଇଛି |
ତେବେ ବର୍ତ୍ତମାନ ସମୟରେ ଏକ ଭିଡ଼ିଓ ଖୁବ ମାତ୍ରା ରେ ଭାଇରାଲ ହେବାରେ ଲାଗିଛି ଯେଉଁଥିରେ ଦେଖିବା ପାଇଁ ମିଳିଛି କି ଏକ କଲେଜ ରେ କିଛି ଛାତ୍ର ଛାତ୍ରୀ ମିଶି ଏକ ଯୁବତୀ କି ରାଗିଙ୍ଗ କରି ହାରାଶମେଣ୍ଟ କରୁଛନ୍ତି |
ତେବେ ଏହି ଭିଡ଼ିଓ କୁ ଦେଖି ଖବର ପାଇଲା ପରେ ପୋଲିସ ତଦନ୍ତ ଆରମ୍ଭ କରି ଥିଲା ଯାହା ଜଣା ପଡ଼ି ଥିଲା କି ବ୍ରହ୍ମପୁର ବଡ଼ ବଜାର ପୋଲିସ ଷ୍ଟେସନ ଏରିଆ ରେ ଏକ କଲେଜ ଅଛି ସେଠାରେ ଏଭଳି ଘଟିଛି | ଆଉ ପୋଲିସ ସେହି କଲେଜ ରେ ପହଞ୍ଚି ତଦନ୍ତ କରି ଜାଣି ଥିଲେ କି ଲଞ୍ଚ ଟାଇମ ରେ କିଛି କଲେଜ ର ଛାତ୍ର ମିଶି ଏଭଳି କାମ କରିଛନ୍ତି | ତେବେ ଏହି ଭିଡ଼ିଓ ଭିତରେ ଯିଏ ମୁଖ୍ୟ ଛାତ୍ର ଅଛି ତାର ନାଁ ହେଉଛି ଅଭିଜିତ ନାହାକ ଯାହାର ବୟସ ହେଉଛି 24 ବର୍ଷ |
ସେହି ଛାତ୍ର ଜଣଙ୍କ କଲେଜ ରେ ବାରମ୍ବାର ଫେଲ ହେଇକି ସେହି କଲେଜ ରେ ବାରମ୍ବାର ପଢୁ ଥିବାର ମଧ୍ୟ ଜଣା ପଡ଼ିଛି | ପୂର୍ବରୁ ମଧ୍ୟ ସେହି ଅଭିଜିତ ଛାତ୍ର ନାଁ ରେ କେସ ହୋଇ ଥିଲା ଆଉ ଏହି ଭିଡ଼ିଓ ରେ ଯିଏ ଯିଏ ବି ସାମିଲ ଅଛନ୍ତି ତାଙ୍କ ନାଁ ରେ ରାଗିଙ୍ଗ କେସ ହେବ ବୋଲି ଜଣା ପଡ଼ିଛି |
ଏହି ଭିଡ଼ିଓ ଟିରେ ଦେଖିବା ପାଇଁ ମିଳିଛି କି ସେହି ଛାତ୍ରୀ ଙ୍କୁ ଏକ ଯୁବକ ଙ୍କୁ ଆଇ ଲଭ ୟୁ କହିବା ପାଇଁ ବାଧ୍ୟ କରା ଯାଉଛି ଆଉ ଯେତେ ବେଳେ ଏହାର ବିରୋଧ କରି ଛାତ୍ରୀ ଜଣଙ୍କ ଉଠି ପଳାଉଛନ୍ତି ସେତେବେଳେ ଆଉ ଜଣେ ଛାତ୍ର ତାଙ୍କୁ ପେଲି ଦେଇ ସେଠାରେ ଚୁପଚାପ ବସି ରହିବାକୁ କହୁଛନ୍ତି |
ଏଭଳି ଏକ ଭିଡ଼ିଓ ଏବେ ସୋସିଆଲ ମିଡ଼ିଆ ରେ ଖୁବ ମାତ୍ରା ରେ ଭାଇରାଲ ହେବାରେ ଲାଗିଛି ଯାହାକି ଅତି ନିନ୍ଦନୀୟ ଘଟଣା ଅଟେ | ତେବେ ଏହାକୁ ନେଇ ପୋଲିସ ଅଫିସର ମଧ୍ୟ କହିଛନ୍ତି କି ରାଗିଙ୍ଗ ହେଉଛି ଏକ କ୍ରିମିନାଲ ଆଉ ଯେଉଁ ମାନେ ବି ରାଗିଙ୍ଗ କରିବେ ସେମାନଙ୍କୁ କଲେଜ ରୁ ରେଷ୍ଟିକେଟେଡ କରାଯିବ | ଯେଉଁ ମାନେ ରାଗିଙ୍ଗ କରିବେ ତାହା ନୁହେଁ ବରଂ ତାଙ୍କ ସହିତ ମିଶି ଯେଉଁ ମାନେ ବି ଏଗୁଡା ଠିଆ ହେଇକି ଦେଖିବେ ସମସ୍ତ ଙ୍କ ଉପରେ ଷ୍ଟ୍ରିଟ ଆକ୍ସନ ନିଆଯିବ ବୋଲି କହିଛନ୍ତି |