ଦେଖନ୍ତୁ ଭିଡିଓ ନୂଆ ବିବାହ କରିଥିବା ଅଭିନେତ୍ରୀ ନିଲୁ ତାଙ୍କ ଶାଶୁଘରେ ସ୍ବାମୀଙ୍କ ସହ କେମିତି ଅଛନ୍ତି ?

ଆପଣ ମାନେ ସମସ୍ତେ ଓଡିଆ ଇଣ୍ଡଷ୍ଟ୍ରିରେ କାମ କରୁଥିବା କଳାକାର ମାନଙ୍କୁ ତ ବହୁତ ଭଲ ଭାବରେ ଜାଣିଥିବେ । ତେବେ ତାଙ୍କର ପର୍ସନାଲ ଲାଇଫ୍ କଥା ମଧ୍ୟ ଅଳ୍ପ ବହୁତ ଜାଣିଥିବେ । ଏହି କଳାକାର ମାନେ ନିଜର ଚେଷ୍ଠା, ନିଷ୍ଠା ଏବଂ ସଂଘର୍ଷ ମାଧ୍ୟମରେ ଆଜି ଏପର୍ଯ୍ୟନ୍ତ ପହଞ୍ଚି ପାରିଛନ୍ତି । ଆଉ ଆଜି ସଫଳତାର ଶୀର୍ଷରେ ପହଞ୍ଚି ପାରିଛନ୍ତି କେବଳ ନିଜର ଆତ୍ମ ବିଶ୍ବାସ , ଦୃଢ ମନୋବଳ ଏବଂ କଠିନ ପରିଶ୍ରମ ବଳରେ । ଆଉ ତାଙ୍କର ଅବଦାନ ମଧ୍ୟ ଅନେକ ରହିଛି ଓଡିଆ ସିରିଏଲ୍ ଦୁନିଆକୁ ।

ତେବେ ଆପଣ ମାନେ ସମସ୍ତେ ବେଶ୍ ଭଲ ଭାବରେ ଜାଣି ଥିବେ ଓଡିଶା ସିରିଏଲ୍ ଦୁନିଆର ଲୋକପ୍ରିୟ ଅଭିନେତ୍ରୀ ବିନିଜା କିଛି ବର୍ଷ ପୂର୍ବରୁ ବିବାହ ବନ୍ଧନରେ ବାନ୍ଧି ହୋଇଛନ୍ତି । ତେବେ ଚାଲନ୍ତୁ ଜାଣିନେବା ଓଡିଆ ଫିଲ୍ମ ଇଣ୍ଡଷ୍ଟ୍ରିର ଲୋକପ୍ରିୟ ଅଭିନେତ୍ରୀ ବିନିଜା ତାଙ୍କ ଶାଶୁ ଘରେ କେମିତି ରହୁଛନ୍ତି । ସେଥିପାଇଁ ଆପଣ ମାନେ ଆମର ଏହି ଲେଖା ଟି କୁ ଶେଷ ପର୍ଯ୍ୟନ୍ତ ନିହାତି ଭାବରେ ଥରେ ପଢନ୍ତୁ, ଆସନ୍ତୁ ଆରମ୍ଭ କରିବା ।

ତେବେ ଆପଣ ମାନେ ଜାଣିଥିବେ ବିନିଜା ବିବାହ କରିବା ପରେ ଓଡିଆ ସିରିଏଲ୍ ରୁ ଦୂରେଇ ଯାଇଥିଲେ । ସେ କିଛି ବର୍ଷ ପର୍ଯ୍ୟନ୍ତ ଓଡିଆ ଫିଲ୍ମ କିମ୍ବା ସିରିଏଲ୍ ରେ ଅଭିନୟ କରି ନାହାଁନ୍ତି । ତେବେ ଆପଣ ମାନେ ଜାଣି ଥିବେ ବିନିଜା ଜି ସାର୍ଥକରେ ପ୍ରସାରିତ ହୋଇଥିବା ସବୁଠୁ ଲେକପ୍ରିୟ ମେଗା ସିରିଏଲ୍ ସିନ୍ଦୁର ବିନ୍ଦୁ ରେ ନିଲୁ ଚରିତ୍ର ରେ ଅଭିନୟ କରୁ ଥିଲେ ।

 ଆଉ ଏହି ସିରିଏଲ୍ ରେ ବିନିଜା ଙ୍କର ଅଭିନୟ କୁ ଦର୍ଶକ ମାନେ ବହୁ ମାତ୍ରାରେ ପସନ୍ଦ ଏବଂ ପ୍ରଶଂସା ମଧ୍ୟ କରୁ ଥିଲେ , କିନ୍ତୁ ଏହି ସିରିଏଲ୍ ଟି ସରିବା ପରେ ବିନିଜା ବିବାହ ବନ୍ଧନ ରେ ବାନ୍ଧି ହୋଇ ଥିଲେ ।

ତେବେ ସେ ବିବାହ କରିବା ପରେ ଆଉ କୌଣସି ନୂଆ ଓଡିଆ ସିରିଏଲ୍ ରେ ଅଭିନୟ କରି ନ ଥିଲେ । କିନ୍ତୁ ଏବେ ପୁଣି ଥେ ବିନିଜା ଓଡିଆ ସିରିଏଲ୍ ରେ ଅଭିନୟ କରୁଛନ୍ତି । ତେବେ ବିନିଜା ତରଙ୍ଗ ରେ ପ୍ରସାରିତ ନୂଆ ଓଡିଆ ମେଗା ଧାରାବାହିକ ଯାହାର ନାଁ ରହିଛି ମଙ୍ଗଳା ଚରଣ ରେ ଅଭିନୟ କରୁଛନ୍ତି , ବିନିଜା ଏହି ସରିଏଲ୍ ରେ ମାଁ ଚରିତ୍ରରେ ଅଭିନୟ କରୁଛନ୍ତି । ତେବେ ଏହି ସିରିଏଲ୍ ର ସୁଟିଂ ଖୁବ୍ ଜୋରସୋର୍ ରେ ଚାଲିଅଛି ।

ବାହାଘର ର କିଛି ବର୍ଷ ପରେ ବିନିଜା ପୁଣି ଥରେ ଓଡିଆ ସିରିଏଲ୍ ରେ ଅଭିନୟ କରିବା ଦେଖି ତାଙ୍କ ଫ୍ୟାନ୍ ମାନେ ବହୁତ ଖୁସି ଅଛନ୍ତି ଏବଂ ତାଙ୍କର ନୂଆ ଓଡିଆ ମେଗା ଧାରାବାହିକ ମଙ୍ଗଳା ଚରଣଙ୍କୁ ବହୁ ପରିମାଣରେ ପସନ୍ଦ ମଧ୍ୟ କରିଛନ୍ତି ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।