ଦେଖନ୍ତୁ ଭିଡିଓ ! ଭାରତୀୟ ଜନତା ପାର୍ଟିର ନେତା ଙ୍କ ରାସସଲୀଳା ଭିଡିଓ ସୋସିଆଲ ମି୍ଡିଆରେ ଏବେ ନିଆଁ ପରି ଭାଇରାଲ ହେଉଛି…ଦୟାକରି କମେଣ୍ଟ କରନ୍ତୁ ଏପରି ବିଧାୟକ ଙ୍କୁ କଣ ଦଣ୍ଡ ମିଳିବା ଦରକାର…..

କର୍ଣ୍ଣାଟକରେ ଭାରତୀୟ ଜନତା ପାର୍ଟିର ନେତା ଓ ଜଳ ସଂଶୋଧକ ମନ୍ତ୍ରୀ ରମେଶ ଜରକିହୋଲିଙ୍କ ଉପରେ ଆସିଲା ଏକ ବହୁତ ବଡ ଆରୋପ । ତେବେ ସେହ ଆରୋପ ଏଥିପାଇଁ ଲଗାଯାଇଛି କି ରମେଶ ଜରକିହୋଲିଙ୍କର ଏକ ଭିଡିଓ ସାମ୍ନାକୁ ଆସିଛି । ଯେଉଁ ଭିଡିଓରେ ବିଜେପି ଏମେଲେଙ୍କର ଏକ ବହୁତ ଖରାପ ଭିଡିଓ ସାମ୍ନାକୁ ଆସିଛି , ଯେଉଁଥିରେ ସେ ଗୋଟିଏ ଝିଅ ସହିତ ଖରାପ ବ୍ୟବହାର ପ୍ରଦର୍ଶନ କରୁଛନ୍ତି । ବହୁତ ଖରାପ କାମ କରୁଛନ୍ତି ଏବଂ ଭିଡିଓ ଭାଇରାଲ କରୁଛନ୍ତି ।

ତେବେ ସେହି ଭିଡିଓଟି ସେ ଝିଅ ଜଣକ କରିଛନ୍ତି କି ସେ ଏମେଲେ ଜଣକ କରିଛନ୍ତି ତାହା ଏବେ ପର୍ଯ୍ୟନ୍ତ ଜଣାପଡିନାହିଁ । ତେବେ କଣ ପାଇଁ କରିଛନ୍ତି କେଉଁ କାରଣ ପାଇଁ କରିଛନ୍ତି ତାହା ମଧ୍ୟ ଜାଣାନାହିଁ ମାତ୍ର ସେହି ଭିଡିଓଟି ଏବେ ବହୁତ ମାତ୍ରାରେ ଭାଇରାଲ ହେବାରେ ଲାଗିଛି ।

କର୍ଣ୍ଣଟକରେ ଯେଉଁ ବିଜେପି ଏମେଲେଙ୍କର ଭିଡିଓ ଭାଇରାଲ ହେଉଛି ସେ ଏମେଲେ ଜଣକ ସର୍ବଦା ନିଜର ଅକାତ ଦେଖାଇଥାନ୍ତି । ଅର୍ଥତା ସର୍ବଦା ଖରାପ କାମ କରିଥାନ୍ତି ଲୋକମାନଙ୍କ ସହିତ ଖରାପ କାମ କରିଥାନ୍ତି । ଏପରିକି ଖରାପ ଝିଅ ମାନେ ତାଙ୍କର ସହ ଖରାପ କାମ କରିଥାନ୍ତି , ଭିଡିଓ କରିଥାନ୍ତି , ପିକଚର କରିଥାନ୍ତି ଏବଂ ତାହାକୁ ଭାଇରାଲ କରିଥାନ୍ତି । ସବୁଠାରୁ ବଡ କଥା ଏହା କି ଖରାପ ଲୋକମାନେ ଖରାପ କାମ କରିଥାନ୍ତି ପରେ ସେହି ଖରାପ କାମକୁ ସେ ଭିଡିଓରେ ଭାଇରାଲ କରିଥାନ୍ତି ।


ଆସିବା ଦିନରେ ବହୁତ ସାରା ଭଇଡିଓ ଭାଇରାଲ ହେଉଅଛି , ପ୍ରତ୍ୟେକ ଜାଗାରୁ ଭିଡିଓ ଗୁଡିକ ବହୁତ ମାତ୍ରାରେ ଭାଇରାଲ ହେବାରେ ଲାଗିଛି । ଯେଉଁ ଭିଡିଓରେ ଦେଖିବାକୁ ମିଳିଥାଏ କି ନାରୀ ମାନଙ୍କ ସହିତ ଝିଅ , ବୋହୂ , ଭଉମୀ ମାନଙ୍କ ଇଜ୍ଜତ ସହିତ ଖେଳିଥାନ୍ତି । ଖାରପ ଲୋକମାନେ ସେମାନଙ୍କର ଇଜ୍ଜତକୁ ବିକ୍ରି କରିଥାନ୍ତି । ଯେଉଁ ସହରର ଏହି ଏମେଲେ , ମନ୍ତ୍ରୀ ମାନେ ଏହିପରି ଖରାପ କାମ କରିଥାନ୍ତି , ଭିଡିଓ ତିଆରି କରିଥାନ୍ତି ଏବଂ ଭିଡିଓକୁ ଭାଇରାଲ କରିଥାନ୍ତି ତେବେ ସେହି ଲୋକମାନଙ୍କର ଉପରେ କୌଣସି ପ୍ରକାରର ଯାଞ୍ଚ ହୋଇଥାଏ ।

ଏମାନଙ୍କୁ କୌଣସି ପ୍ରକାର ସଜ୍ଜା ମିଳିନଥାଏ ମାତ୍ର ଯଦି କୌଣସି ସାଧାରଣ ବ୍ୟକ୍ତି ଏପରି କାମ କରିବ ତେବେ ତା ଉପରେ ଯେତିକି ଅକ୍ସନ ନିଆଯାଏ ଏପରି ମନ୍ତ୍ରୀ ମାନଙ୍କ ସହିତ ସେହିପରି ଆକ୍ସନ ନିଆଯାଇନଥାଏ ।

ଏହି ବିଜେପି ଏମେଲେ ଜଣକ ଯେପରି କାମ କରୁଛନ୍ତି ତାଙ୍କ ଉପରେ କଣ ସେହିପରି ଆକ୍ସନ ନିଆଯିବ ତାଙ୍କୁ ନିଜର ଏହି ଖରାପ କାମ ପାଇଁ ଦଣ୍ଡ ଦିଆଯିବ । ତାଙ୍କର ଉପରେ କଣ ପୋଲିସ କାରବାଇ ହେବ , ତାହା କେହି କହିପାରିବେ ନାହିଁ । କାରଣ ଏହିପରି ଅନେକ ଲୋକମାନେ ଏପରି କାମ କରନ୍ତି ମାତ୍ର ସେମାନଙ୍କ ଉପରେ କୌଣସି ପ୍ରକାର ଆକ୍ସନ ନିଆଯାଇନଥାଏ ।