ବଡ ଖବର ! ଭିଡିଓ ଆସିଲା ସାମ୍ନାକୁ , ସାଙ୍ଗ ସହ ବଣଭୋଜି ସମୟରେ ବାବୁସାନ ଙ୍କ ସହ ଘଟିଲା ଏମିତି . ପୁରା ଭିଡିଓ ଦେଖିଲେ ଆପଣ ଆଶ୍ଚର୍ଯ୍ୟ ହେବେ.
ଆପଣ ମାନେ ସମସ୍ତେ ଓଡିଆ ଫିଲ୍ମ ନିଶ୍ଚୟ ଦେଖୁଥିବେ , ତାହେଲେ ସେଥିରେ ଅଭିନୟ କରୁଥିବା ଅଲିଉଡ ସୁପରଷ୍ଟାର ବାବୁସାନ୍ ମହାନ୍ତିଙ୍କୁ ତ ବହୁତ ଭଲ ଭାବରେ ଜାଣିଥିବେ । ତେବେ ତାଙ୍କର ପର୍ସନାଲ ଲାଇଫ୍ କଥା ମଧ୍ୟ ଅଳ୍ପ ବହୁତ ଜାଣିଥିବେ । ସୁପରଷ୍ଟାର ବାବୁସାନ୍ ନିଜର ଚେଷ୍ଠା, ନିଷ୍ଠା ଏବଂ ସଂଘର୍ଷ ମାଧ୍ୟମରେ ଆଜି ଏପର୍ଯ୍ୟନ୍ତ ପହଞ୍ଚି ପାରିଛନ୍ତି । ଆଉ ତାଙ୍କର ଅବଦାନ ମଧ୍ୟ ଅନେକ ରହିଛି ଓଡିଆ ଚଳଚିତ୍ର ଦୁନିଆକୁ ।ତେବେ ଆଜି ମାନେ ଆପଣଙ୍କୁ ଅଲିଉଡର ସେହି ଷ୍ଟାଇଲି୍ଟ ତଥା ସୁପରଷ୍ଟାର ନାୟକ ତଥା ସିନେମା ଜଗତର ଗ୍ଲାମରିୟସ୍ ହିରୋ ବାବୁସାନ୍ ମହାନ୍ତି ଙ୍କ ବିଷୟରେ କଛି କହିବୁ ।
ନିଜର ଅପୂର୍ବ ଲୁକ୍ ସାଙ୍ଗକୁ ହୃଦୟସ୍ପର୍ଶି ଅଭିନୟ ସତେ ଯେମିତି ଲୋକଙ୍କ ହୃଦୟରେ ଏକ ଭିନ୍ନ ଧରଣର ଛାପ ଛାଡି ଦେଇଥିଲା । ତେବେ ଏହି ଅଭିନେତା ଜଣଙ୍କ ଅଲିଉଡର ପ୍ରାୟ ସମସ୍ତ ହିରୋଇନ୍ ତଥା ଆଗ ଧାଡିର ସଫଳ ଅଭିନେତ୍ରୀ ମାନଙ୍କ ସହିତ ଅଭିନୟ କରିବାର ସୁଯୋଗ ପାଇଁ ନିଜକୁ ବେଷ୍ଟ ବୋଲି ପ୍ରମାଣିତ କରିଛନ୍ତି ।
ତେବେ ବାବୁସାନ୍ ହେଉଛନ୍ତି ଅଲିଉଡ ସୁପରଷ୍ଟାର ଉତ୍ତମ ମହାନ୍ତି ଏବଂ ଅପରାଜିତା ମହାନ୍ତିଙ୍କ ଏକ ମାତ୍ର ସୁଯୋଗ୍ୟ ସୁପୁତ୍ର ଅଟନ୍ତି । ଉତ୍ତମ ମହାନ୍ତି ଏବଂ ଅପରାଜିତା ଙ୍କୁ ଆପଣ ମାନେ ବହୁତ ଭଳ ଭାବରେ ଜାଣିଥିବେ , ତେବେ ପ୍ରାୟତଃ ଦେଖିବା ପାଇଁ ମିଳିଥାଏ କି ବାବୁସାନ୍ ଙ୍କ ଅଧିକାଂଶ ଫିଲ୍ମରେ ତାଙ୍କ ବାପା ମାଁ ମଧ୍ୟ ଅଭିନୟ କରିଥାନ୍ତି ।
ସେ ତାଙ୍କର ବିଚକ୍ଷଣ ଅଭିନୟ ଏବଂ ଷ୍ଟାଇଲ୍ ର ଯାଦୁରେ ଦର୍ଶକ ମାନଙ୍କର ହୃଦୟରେ ନିଜ ପାଇଁ ଏକ ସ୍ବତନ୍ତ୍ର ସ୍ଥାନ ତିଆରି କରି ପାରିଛନ୍ତି । ତାଙ୍କର ରୂପ ଯେମିତି ଅଭିନୟ ମଧ୍ୟ ତାଠରୁ ଅଧିକ ମନଲୋଭା । ଆଉ ତାଙ୍କର ଏହି ଲୁକ୍ ପାଇଂ ସେ ଆଜି ହଜାର ହଜାର ଲୋକଙ୍କର ଦ୍ବିୱାନା ହୋଇପାରିଛନ୍ତି ।
ଅଭିନୟ ଜଗତରେ ଏଣ୍ଟ୍ରି ମାରିବା ପରେ ସେ ନିଜର ବିଚକ୍ଷଣ ତଥା ଚମତ୍କାରୀ ଅଭିନୟ ମାଧ୍ୟମରେ ଲୋକଙ୍କୁ ତାଙ୍କୁ ଆଡକୁ ଆକର୍ଷିତ କରିଥିଲେ । ଆଉ ଧିରେ ଧିରେ ତାଙ୍କର ଅଭିନୟରେ ସମସ୍ତେ ମୁଗ୍ଧ ହେବାକୁ ଲାଗିଲେ ଏବଂ ସେ ହୋଇଗଲେ ସମସ୍ତଙ୍କର ପସନ୍ଦର ପ୍ରଥମ ଅଭିନେତା । ବାବୁସାନ୍ ଙ୍କ କଥା କହିବାର ଷ୍ଟାଇଲ୍ ଏବଂ ନିଜର ଭିନ୍ନ ଧରଣର ଲୁକ୍ ସମସ୍ତଙ୍କୁ ବହୁତ ପସନ୍ଦ ଆସିଥାଏ , ତେବେ ସେ ଅଭନିୟ କରିବା ସହିତ ବହୁତ ଭଲ ଗୀତ ମଧ୍ୟ ଗାଇଥାନ୍ତି ।
ବିଶେଷ ଭାବରେ କହିବାକୁ ଗଲେ ଅଲିଉଡର ସମସ୍ତ ସୁପରଷ୍ଟାର ମାନଙ୍କ ମଧ୍ୟରେ ବାବୁସାନଙ୍କ ନାମ ଆଗ ରହିଥାଏ ଏବଂ ତାଙ୍କର ମଧ୍ୟ ବହୁତ ଅଧିକ ଫ୍ୟାନ୍ ମାନେ ରହିଛନ୍ତି ।
ତେବେ ନିକଟରେ ବାବୁସାନଙ୍କର ଗୋଟିଏ ଭିଡିଓ ସୋସିଆଲ ମିଡିଆରେ ବହୁ ମାତ୍ରାରେ ଭାଇରାଲ୍ ହେବାରେ ଲାଗିଛି ଏବଂ ସେଥିରେ ସେ ନିଜ ସାଙ୍ଗଙ୍କ ସହିତ କୌଣସି ଏକ ସ୍ଥାନକୁ ପରିଦର୍ଶନ କରିବା ପାଇଁ ଯାଇଛନ୍ତି । ଆଉ ସେଠାରେ ସେମାନେ ବହୁତ ମଜାମସ୍ତି କରିବା ସହିତ ସେହି ସ୍ଥାନକୁ ମନଭରି ଉପଭୋଗ କରିଛନ୍ତି ।
ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।