ଦେଖନ୍ତୁ Live ଭିଡ଼ିଓ – କାହିଁକି ବାହାଘରର ୧୫ ଦିନ ପରେ ପ୍ରଥମ ଥର ଏତେ ରାତିରେ Live ଆସି ସୋସିଆଲ୍ ମିଡିଆକୁ ଦେଲେ ଖୁସି ଖବର ! ପରିବାକୁ ଆସୁଛନ୍ତି ଆଉ ଜଣେ….
ଆଜି ଆମେ ଆପଣ ମାନଙ୍କୁ ଏକ ବହୁତ ହିଁ ବଡ କଥା ବିଷୟରେ କହିବୁ , ଆପଣ ମାନେ ତ ଅନେକ ଓଲିଉଡ ଅଭିନେତା ଅଭିନେତ୍ରୀ ମାନଙ୍କୁ ଜାିଇଥିବେ ଏହା ସହିତ ତାଙ୍କର ସମସ୍ତ ପିଲ୍ମ ମଧ୍ୟ ଦେଖୁଥିବେ ସେଥିମଧ୍ୟରୁ କେହି ଅଭିନେତା ଅଭିନେତ୍ରୀ ଆପଣଙ୍କର ପ୍ରିୟ ମଧ୍ୟ ଥିବେ । ତେବେ ଆଜି ଆମେ ଆପଣ ମାନଙ୍କୁ ସେମିତି ଜଣେ କଳାକାରଙ୍କ ବିଷୟରେ କହିବୁ ଯାହାକୁ ଆପଣ ମାନେ ବହୁତ ଭଲପାଇବା ଦିଅନ୍ତି ଏବଂ ସେମାନେଙ୍କର ଯୋଡି ମଧ୍ୟ ଖୁବ ସୁନ୍ଦର ଅଟେ ।
ଆମେ ଆପଣ ମାନଙ୍କୁ ଓଲିଉଡର ସୁପରହିଟ ଯୋଡି ଅର୍ଚ୍ଚିତା ଏବଂ ସବ୍ୟସାଚ୍ଚୀଙ୍କର କଥା କହୁଛୁ , ତେବେ ଆପଣ ମାନେ ତ ଜାଣିଛନ୍ତି କି ସବ୍ୟ ଏବଂ ଅର୍ଚ୍ଚିତା ଏବେ କିଛି ଦିନ ତଳେ ବିବାହ ବନ୍ଧନରେ ବାନ୍ଧି ହୋଇଛନ୍ତି । ନିକଟରେ ସେମାନେ ରାଜସ୍ଥାନର ଏକ ପ୍ୟାଲେସରେ ଜନ୍ମ ଜନ୍ମର ସାଥୀ ହୋଇ ବିବାହ ବନ୍ଧନରେ ବାନ୍ଦି ହୋଇଛନ୍ତି ।
ତେବେ ବିବାହ କାର୍ଯ୍ୟ ପରେ ସେମାନେ ଓଡିଶାକୁ ଫେରିଛନ୍ତି ମାତ୍ର ଏବେକା ସମୟରେ ଦେଖିବାକୁ ମିଳିଛି କି ଦଠାତ ରାତିରେ ଅର୍ଚ୍ଚିତା ଲାଇଭ ଆସିଛନ୍ତି ଏବଂ କିଛି କହିଛନ୍ତି , ତେବେ ଏମିତି ତାଙ୍କ ସହିତ କଣ ହେଲା ଯେଉଁଥିପାଇଁ ସେ ବିବାହର କିଛି ଦିନ ପରେ ରାତିରେ ହଠାତ ଲାଇଭ ଆସିଲେ ଏବଂ ଏପରି କହିଲେ ତେବେ ଆସନ୍ତୁ ଜାଣିବା ସେ ବିଷୟରେ ।
ଅର୍ଚ୍ଚିତା ଏକ ଭିଡିଓ କରିଛନ୍ତି ଯାହାକୁ ସେ ୟୁଟ୍ୟୁବ ଚ୍ୟାନାଲରେ ଆପ ଲୋଡ କରି ସୋସିଆଲ ମିଡିଆରେ ତାହାକୁ ଛାଡିଛନ୍ତି । ତେବେ ସେତିରେ ଦେଖିବାକୁ ମିଲିଛି ବିବାହ ପରେ ସେମାନେ ଏକାଠି ହୋଇ ଫିଲ୍ମ ଦୁନିଆ ସହିତ ଜଡିତ ଏକ କାର୍ଯ୍ୟକ୍ରମରେ ଯୋଗ ଦେଇଛନ୍ତି ଏହା ହେଉଛି ବିବାହ ପରେ ତାଙ୍କର ପ୍ରଥମ ଆୱାର୍ଡ ସୋ ବୋଲି ସେ କହିଛନ୍ତି । ଯେଉଁ ଆୱାର୍ଡ ସୋ ରବିବାର ଦିନ ଜି ସାର୍ଥକରେ ପ୍ରସାରିତ ହେବେ । ତେବେ ଆପଣ ମାନେ ତାହାକୁ ନିଶ୍ଚିତ ଦେଖିବେ କାରଣ ଏଥିରେ ପ୍ରଥମ ଥର ବିବାହ କରି ସବ୍ୟ ଅର୍ଚ୍ଚିତା ଆସିଛନ୍ତି ।
ଆପଣ ମାନେ ତ ସବ୍ୟ ଅର୍ଚ୍ଚିତାଙ୍କୁ ବହୁତ ହିଁ ଭଲ ପାଉଥିବେ ଏହା ସହିତ ତାଙ୍କର ଯୋଜିକୁ ମଧ୍ୟ ଖୁବ ପସନ୍ଦ କରୁଥିବେ ତେବେ ଏବେ ସେହି ଯୋଡିବିବାହ କରିସାରିଛନ୍ତି । ବିବାହ ପୂର୍ବରୁ ମଧ୍ୟ ସେମାନେ ଅନେକ ଫିଲ୍ମ ଏକାଠି ମିଶି କରିଛନ୍ତି ଏବଂ ସେମାନଙ୍କର ସମସ୍ତ ଫିଲ୍ମ ହିଟ ମଧ୍ୟ ହୋଇଛି । ଫିଲ୍ମ ଜଗତରେ ସେମାନେ ନିଜ ପାଇଁ ଏକ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିପାରିଛନ୍ତି । ଏହା ସହିତ ଫିଲ୍ମ ଜଗତରେ ତାଙ୍କର କେମେଷ୍ଟ୍ରି ବହୁତ ଭଲ ଅଟେ । ତେଣୁ ଆପଣ ମାନେ ନିଜର ପ୍ରିୟ ଯୋଡିକୁ ପ୍ରଥମ ଥର ଜି ସାର୍ଥକ ଆୱାର୍ଡ ସୋ ରେ ଦେଖିପାରିବେ ।
ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।