ଦେଖନ୍ତୁ ଭିଡିଓ , କେମିତି ନିଆରା ଢଙ୍ଗରେ ନିଜ ପରିବାର ସହିତ ବିବାହ ବାର୍ଷିକ ପାଳନ କଲେ ଅଭିନେତା ଦୀପକ ଏବଂ ତାଙ୍କ ସ୍ତ୍ରୀ ତନୁଜା !
ଓଡିଆ ପିଲ୍ମ ର ଜଣାଶୁଣା ଅଭିନେତା ବା ଆକ୍ଟର ଦୀପକ ନିଜ ସ୍ତ୍ରୀ ତନୁଜାଙ୍କର ସହିତ ନିଜର ଆନିଭରସରି କୁ ଗତ କାଲି ଧୁମଧାମରେ ପାଳନ କରିଛନ୍ତି । ଯାହାର ସମସ୍ତ ଫଟୋ ଗୁଡିକ ସେ ସୋସିଆଲ ମିଡିଆରେ ମଧ୍ୟ ସେୟାର କରିଛନ୍ତି । ତେବେ ତନୁଜା ଏବଂ ଦୀପକ ମ୍ୟାରେଜକୁ ପୂରିଲା ବର୍ଷେ ଅର୍ଥାତ ବର୍ଷେ ତଳେ ସେମାନଙ୍କର ବିବାହ ହୋଇଥିଲା । ଏବଂ ଆଜି ପାଳନ କଲେ ତାଙ୍କର ସେହି ବିବାହ ବାର୍ଷିକି ।
ଠିକ ଏହି ଦିନରେ ଦୁଇ ଜଣ ଦୁଇଜଣଙ୍କର ହାତ ଧରିଥିଲେ ଏବଂ ସେମାନେ ଶପଥ ନେଇଥିଲେ କି ସେମାନେ ଦୁଇଜଣ ସାଥୀ ହୋଇ ରହିବେ ଏବଂ ପରିବାର ବର୍ଗଙ୍କର ଉପସ୍ତିତିରେ ନିଜର ମ୍ୟାରେଜ ଆନିଭରସରି ପାଳନ କରିଛନ୍ତି ।
କେବଳ ଏତିକି ନୁହେଁ ବରଂ ଏହା ସହିତ ତନୁଜା ଏବଂ ଦୀପକ ବାହାରକୁ ବୁଲିବାକୁ ମଧ୍ୟ ଯାଇଥିଲେ ଏବଂ ତାହ୍କର ସେହି ଫଟୋ ସେ ସୋସିଆଲ ମିଡିଆରେ ସେୟାର କରିଥିଲେ । ତେବେ ଜନୁଜା ଏବଂ ଦୀପକ ଦୁହେଁ ଦୁହିଁଙ୍କୁ ବହୁତ ହିଁ ଭଲ ପାଆନ୍ତି ଏବଂ ସେମାନେ ଦୁହେଁ ଲଭ ମ୍ୟାରେଜ ମଧ୍ୟ କରିଥିଲେ ।
ଦୁହେଁ ଦୁହିଁଙ୍କୁ ଏତେ ଭଲ ପାଆନ୍ତି କି ଜଣକ ବିନା ଆଉ ଜଣେ ବଞ୍ଚିବା ମୁସକିଲ ହୋଇଯିବ ବୋଲି ସେ କହିଛନ୍ତି । ତନୁଜା ଏବଂ ଦୀପକ ପ୍ରେମ ବିବାହ କରିଥିଲେ ଏବଂ ସେମାନଙ୍କର ଭିତରେ ବଡିଙ୍ଗ ମଧ୍ୟ ଭଲ ରହିଛି । ଦୀପକ ଜନୁଜାଙ୍କର ସମସ୍ତ କାମ ତାଙ୍କ ସହ ମିଳି କରନ୍ତି ଏହା ମଧ୍ୟ ତନୁଜା ଏକ ୟୁ ଟ୍ୟୁବ ଭିଡିଓରେ କହିଥିଲେ ।
ଦୀପକ ଜମେ ବହୁତ ସୁନ୍ଦର ସ୍ୱାମୀ ବୋଲି ମଧ୍ୟ ତନୁଜା କହିଛନ୍ତି । ତନୁଜା ଏବଂ ଦୀପକଙ୍କର ଯୋଡି ଖୁବ ସୁନ୍ଦର ଲାଗେ ଓଡିଆ ଇଣ୍ଡଷ୍ଟ୍ରିରେ । ତନୁଜା ଏବଂ ଦୀପକ ଆଗରୁ ଅନେକ ମ୍ୟୁଜିକ ଭିଡିଓରେ ମଧ୍ୟ ନଜର ଆସିଛନ୍ତି । ମାତ୍ର ତନୁଜା ଫିଲ୍ମ ଲାଇନରେ ଏତେ ସକ୍ରିୟ ନୁହନ୍ତି ଅର୍ଥାତ ସେ ପିଲ୍ମ କରିନାହାନ୍ତି ବା କେବେ ମଦ୍ୟ ନଜର ଆସିନାହାନ୍ତି ।
ଦୀପକ ଏବେକା ସମୟରେ ଚଳଚ୍ଚିତ୍ର ଜଗତରେ ରାଜ କରୁଛନ୍ତି ଏବଂ ଦୀପକଙ୍କର ଡ୍ୟାନସିଙ୍ଗ ଷ୍ଟାଇଲ ବହୁତ ସୁନ୍ଦର ଅଟେ । ସେ ପିଲ୍ମ କରିବା ପୂର୍ବରୁ ଆଲବମ କରିଥିଲେ ଏବଂ ସେଥିରେ ତାଙ୍କର ଜଣାଶୁଣା ଗୀତ ମଧ୍ୟ ବହୁତ ହିଟ ହୋଇଛି ।
ଏବେକା ସମୟରେ ଦୀପକ ମଧ୍ୟ ବହୁତ ସୁନ୍ଦର ସୁନ୍ଦର ପିଲ୍ମ ଦର୍ଶକ ମାନଙ୍କୁ ଭେଟି ଦେଉଛନ୍ତି । ଦର୍ଶକ ମାନଙ୍କ ହୃଦୟରେ ତାଙ୍କ ପାଇଁ ଏକ ସ୍ୱତନ୍ତ୍ର ସ୍ଥାନ ତିଆରି କରିଛନ୍ତି । ଏହା ସହିତ ତାଙ୍କର ଏବଂ ତନୁଜାଙ୍କର ଯୋଡି ଦର୍ଶକ ମାନଙ୍କ ବା ତାଙ୍କର ଫେନ ମାନଙ୍କୁ ମଧ୍ୟ ବହୁତ ପସନ୍ଦ ଆସିଛି ।