ଦେଖନ୍ତୁ ଭିଡିଓ – ସାମାନ୍ୟ ଅଭିନୟକୁ ନେଇ ହିରୋଇନ୍ ସୁପ୍ରିୟା ଆଉ ସୁପରଷ୍ଟାର ସିଦ୍ଧାର୍ଥଙ୍କ ମଧ୍ୟରେ ଝଗଡା କଣ କ୍ୟାମେରା ପଛରେ…..

ଆପଣ ମାନେ ଯଦି ଧାରାବିହକ ଦେଖିବାକୁ ଭଲ ପାଉଥିବେ ତେବେ ଟିଭିରେ ପ୍ରସାରିତ ହେଉଥିବା ଅନେକ ମନୋରଞ୍ଜନ ଧର୍ମୀ ଧାରାବାହିକ ବା ସିରିଏଲ୍ କୁ ନିୟମିତ ଭାବେ ଦେଖୁଥିବେ ଏବଂ ଏଥିରେ ଅଭିନୟ କରୁଥିବା ଚରିତ୍ର ମାନଙ୍କ ସହିତ ବହୁ ମାତ୍ରାରେ ଜଡିତ ମଧ୍ୟ ଥିବେ । ସେହିଭଳି ଆମେ ଆପଣଙ୍କୁ କହିବାକୁ ଯାଉଛୁ ଜି ସାର୍ଥକ ଟିଭି ଚ୍ୟାନେଲ ରେ ପ୍ରସାରିତ ହେଉଥିବା ଓଡିଶାର ଲୋକପ୍ରିୟ ଧାରାବାହିକ “କେମିତି କହିବି କହ” ବିଷୟରେ ।

ଏହା ଆପଣଙ୍କୁ ନିଶ୍ଚିତ ଭାବରେ ଭଲ ଲାଗୁଥିବ କାହିଁକି ନାଁ ଏଥିରେ ଅଭିନୟ କରୁଥିବା କଳାକାର ମାନେ ସବୁଠୁ ଭିନ୍ନ ଅଟନ୍ତି ଏବଂ ଭିନ୍ନ ଧରଣର ଅଭିନୟ ମଧ୍ୟ କରୁଛନ୍ତି । ଆଉ ଏହି ଧାରାବାହିକ ଦରଶକ ମାନଙ୍କୁ ଏକ ଭିନ୍ନ ଧରଣର ସ୍ବାଦର ମନୋରଞ୍ଜନ ଯୋଗାଇ ଆସୁଛି । ତେବେ ଏହି ଧାରାବିହକରେ ଅଭିନୟ କରୁଥିବା କଳାକାର ମାନଙ୍କ ସହିତ ଆପଣ ପରିଚିତ ଥିବେ ।

ତେବେ ସାଧାରଣତଃ ଅଭିନେତା ଅବିନେତ୍ରୀ ମାନେ ସବୁବେଳେ ନିଜର କିଛି କାର୍ଯ୍ୟ ପାଇଁ ଚର୍ଚ୍ଚାକୁ ଆସିଥାନ୍ତି । ଆଉ ବର୍ତ୍ତମାନ ସମୟରେ ଠିକ୍ ସେହିପରି ସିଦ୍ଧାର୍ଥ ମହାପାତ୍ର ସୁପ୍ରିୟା ସହିତ ଝଗଡା କରୁ ଥିବାର ନଜର ଆସିଛନ୍ତି । ତେବେ କଣ ରହିଛି ଏହି ଝଗଡା ପଛର ସତ୍ୟତା ଆସନ୍ତୁ ଜାଣିବା ।

ଆପଣ ମାନେ ଅଲିଉଡ ସୁପରଷ୍ଟାର ସିଦ୍ଧାର୍ଥ ମହାପାତ୍ରଙ୍କୁ ତ ବହୁତ ଭଲ ଭାବର ଜାଣିଥିବେ । ସିଦ୍ଧାର୍ଥ ମହାପାତ୍ର ଅଲିଉଡ ଇଣ୍ଡଷ୍ଟ୍ରିର ସବୁଠୁ ଲୋକପ୍ରିୟ ଅଭିନେତା । ଯୁବକ ଠାରୁ ବୃଦ୍ଧ ହେବା ପର୍ଯ୍ୟନ୍ତ ସେ ତାଙ୍କର ଅଭିନୟ ଜାରି ରଖିଛନ୍ତି ।

ତାଙ୍କ ସିନେମା ଦେଖିଲେ ଲୋକଙ୍କ ହାତରେ ତାଳି ବନ୍ଦ ହୁଏ ନାହିଁ କିମ୍ବା ପାଟିରୁ ପ୍ରଂଶାସ ସରେ ନାହିଁ । ତାଙ୍କର ବିଚକ୍ଷଣ ଅଭିନୟ ସାଙ୍ଗକୁ କମେଡି ମଧ୍ୟ ସିନେମାକୁ ଆହୁରି ସୁପରହିଟ୍ କରିଥାଏ । ତେବେ ବର୍ତ୍ତମାନ ସେ ସିନେମା ଜଗତରୁ ଦୂରେଇ ଯାଇ ଧାରାବିହକରେ ନଜର ଆସୁଛନ୍ତି ।


ତେବେ ଜି ସାର୍ଥରେ ପ୍ରସାରିତ କେମିତି କହିବି କହ ଧାରାବାହିକରେ ନାୟକ ଭାବରେ ଦେଖିବାକୁ ମିଳିଛି ଅଲିଭଡ ସୁପରଷ୍ଟାର ସିଦ୍ଧାର୍ଥ ମହାପାତ୍ରଙ୍କୁ । ତାଙ୍କ ଜୀବନରେ ଏହା ତାଙ୍କର ପ୍ରଥମ ଧାରାବାହିକ ଏବଂ ଏହି ଧାରାବିହକରେ ତାଙ୍କର ନାୟିକା ଭାବରେ ଅଭିନୟ କରିଛନ୍ତି ଅଭିନେତ୍ରୀ ସୁପ୍ରିୟା । ବର୍ତ୍ତମାନ ସୋସିଆଲ ମିଡିଆରେ ଏକ ଭିଡିଓ ବହୁ ମାତ୍ରାରେ ଭାଇରାଲ ହେବାରେ ଲାଗିଛି ଯେଉଁଥିରେ ସିଦ୍ଧାର୍ଥ ମହାପାତ୍ର ଏବଂ ସୁପ୍ରିୟାଙ୍କ ମଧ୍ୟରେ ଝଗଡା ହେଉଥିବାର ଦେଖିବାକୁ ମିଳିଛି ।

ଆପଣଙ୍କୁ କହିରଖୁଛୁ କି ଏହି ଭିଡିଓରେ ସେମାନେ ମସ୍ତି ପାଇଁ ଝଗଡା ପରି ଅଭିନୟ କରୁଛନ୍ତି । ସିଦ୍ଧାର୍ଥ ମହାପାତ୍ର ସୁପ୍ରିୟାଙ୍କୁ କହିଛନ୍ତି ଯେ ଯଦି ସେ ତାଙ୍କ ଠାରୁ ଭଲ ଅଭିନୟ କରିବେ ତାହେଲେ ସେ ବହୁତ ଖୁସି ହେବେ । ଏହା ତାଙ୍କର ଅଫସ୍କ୍ରିନ୍ ମସ୍ତି ଏଥିରେ କୌଣସି ସତ୍ୟତା ନାହିଁ ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।