ଦେଖନ୍ତୁ ଭିଡିଓ କେମିତି ନିଜ ପୁଅ ଝିଅ ଙ୍କ ସହ ଖେଳୁଛନ୍ତି ଓଲିଉଡ୍ ଅଭିନେତ୍ରୀ ମୋନାଲିସା !ଭିଡିଓ ନିଆଁ ପରି ସୋସିଆଲ ମିଡିଆରେ ଭାଇରାଲ ହେଉଛି….

ଆଜି ଆମେ ଆପଣ ମାନଙ୍କୁ ଆପଣଙ୍କର ପ୍ରିୟ ଓଲିଉଡ ଅଭିନେତା ବା ସିଙ୍ଗର, ଡ୍ୟାନସର ଏବଂ ଆଙ୍କର ସମସ୍ତ ପ୍ରକାର କଳା ତାଙ୍କ ଭିତରେ ରହିଛି ଏବଂ ଦର୍ଶକ ମାନେ ମଧ୍ୟ ତାଙ୍କୁ ବହୁତ ସାରା ଭଲ ପାଇବା ଦେଇଥାନ୍ତି । ତେବେ ଆମେ ଆପଣଙ୍କୁ କହୁଚୁ ଆପଣଙ୍କର ପ୍ରିୟ ଦେବାଶିଷ ପାତ୍ରଙ୍କର କଥା , ତେବେ ଆଜି ଆମେ ତାଙ୍କ ଫ୍ୟାମିଲିଙ୍କ ବିଷୟରେ କହିବୁ କି ସେମାନେ ଘରେ କପିର ରୁହନ୍ତି ଏବଂ ସେମାନଙ୍କ ମଧ୍ୟ ଭଲପାଇବା କିପରି ରହିଛି ।

ଆପଣ ମାନେ ତ ଦେବାଶିଷଙ୍କୁ ବହୁତ ଭଲ ପାଆନ୍ତି ଏବଂ ତାଙ୍କର ଅଭିନୀତ ସମସ୍ତ ଫିଲ୍ମ ମଧ୍ୟ ଦେଖନ୍ତି ସେ ଜଣେ ସୁନ୍ଦର କଳାକରା ଅଟନ୍ତି ଏବଂ ତାଙ୍କର ଆକ୍ଟିଙ୍ଗ ସେନ୍ସ ମଧ୍ୟ ବହୁତ ଭଲ । ତାଙ୍କର କଥା କହିବାର ଶୈଳୀ ଲୋକମାନଙ୍କ ପ୍ରତି ତାଙ୍କର ସ୍ନେହ ଆଜି ତାଙ୍କୁ ଏତେ ବାଟରେ ପହଞ୍ଚେଇ ଦେଇ ପାରିଛି ।

ଯେଉଁଥିପାଇଁ କି ଆଜିର ଦୁନିଆରେ ସେ ଲୋକମାନଙ୍କର ହୃଦୟରେ ନିଜ ପାଇଁ ଏକ ସ୍ୱତନ୍ତ୍ର ସ୍ଥାନ ତିଆରି କରିପାରିଛନ୍ତି । ତେବେ ଆପଣ ମାନେ ତ ଜାଣିଥିବେ କି ଦେବାଶିଷ ବିବାହିତ ଅଟନ୍ତି ଏବଂ ସେ ଆଲବମ କୁଇନ ମୋନାଲିସାଙ୍କୁ ବିବାହ କରିଥିଲେ ମାତ୍ର ଏବେକା ସମୟରେ ବିବହା ପରେ ମୋନାଲିସା ଅନ୍ୟ କିଛି ଗୀତରେ ବା ଫିଲ୍ମରେ ମଧ୍ୟ ନଜର ଆସିନାହାନ୍ତି ବରଂ ବିବାହ ପରେ ସେ ତାଙ୍କର ବୈବାହିକ ଜୀବନକୁ କିପରି ସୁଖରେ ପରିଚାଳନା କରିପାରିବେ ସେ ନେଇ ବିସେଷ ଧ୍ୟାନ ଦେଇଛନ୍ତି ।

ଦେବାଶିଷଙ୍କର ଦୁଇଟି ସନ୍ତାନ ମଧ୍ୟ ରହିଛି ଜଣେ ଝିଅ ଏବଂ ଜଣେ ପୁଅ ଝିଅଟି ହେଉଚି ବଡ ପୁଅ ସାନ । ତେବେ ଭାଇ ଭଉଣୀ ମଧ୍ୟରେ ବହୁତ ଭଲ ପାଇବା ରହିଛି । ଏବେକା ସମୟରେ ଏକ ଭିଡିଓ ଦେବାଶିଷ ସେୟାର କରିଥିଲେ ଯେଉଁଥିରେ ଦେଖାଯାଇଛି କି ଭାଇ ଭଉଣା ଏକା ସାଙ୍ଗରେ ମିଶି ଖେଳୁଥିଲେ ମାତ୍ର ସେହି ସମୟରେ କିଛି ଚିଟିଙ୍ଗ କରିବାରୁ ସେମାନଙ୍କ ମଧ୍ୟରେ ଭଲ ପାଇବାର ଝଗଡା ଲାଗିଛି । କିଏ କାହାକୁ ପିଟୁଛି କିଏ କାହାକୁ ରାମ୍ପି ଦେଉଛି ।

 ଏହି ସମୟରେ ଝିଅଟି ତାର ମାକୁ ଡାକିଛି ଯେ ଭାଇ ମୋତେ ମାରୁଚି କହି ଏହି ସମୟରେ ମୋନାଲିସା ଆସିଛନ୍ତି ଏବଂ ତାଙ୍କର ପୁଅକୁ ଧରିଛନ୍ତି । ଏହା ପରେ ମା ଏବଂ ପୁଅର ସ୍ନେହ ମଧ୍ୟ ସେଠାରେ ଦେଖିବାକୁ ମିଳିଛି ।

ତେବେ ଏହି ସମୟରେ ଦେବାଶିଷ ନଜର ଆସିନାହାନ୍ତି ବୋଧେ ସେ ସେହି ସୁନ୍ଦର ମୂହୂର୍ତ୍ତକୁ ନିଜ କ୍ୟାମେରାରେ ରେକର୍ଡ କରୁଥିଲେ । ତେବେ ଏହିପରି ଭାବରେ ନିଜ ଫ୍ୟାମିଲର ସୁନ୍ଦର ମୂହୂର୍ତ୍ତକୁ ଦେବାଶିଷ ଅନୁଭବ କରୁଛନ୍ତି ଏବଂ ଛୋଟ ପରିବାର ସୁଖି ପରିବାର ମଧ୍ୟରେ ସେ ନିଜର ଜୀବନ ଅତିବାହିତ କରୁଛନ୍ତି ।