ଦେଖନ୍ତୁ ଭିଡିଓ – ଆଳତି ସମୟ ରେ ଜୀବନ୍ତ ହେଲେ ମା କାଳୀ ହାତ ଟେକି ଦେଲେ ଆଶୀର୍ବାଦ, ମନରେ ଭକ୍ତିଥିଲେ ଲେଖନ୍ତୁ ଜୟ ମା” କାଳୀ……

ଆମ ଦେଶ ଭାରତ ହେଉଛି ଏକ ଧାର୍ମିକ ଦେଶ ଯେଉଁଠାରେ ଅନେକ ମନ୍ଦିର , ମସଜିଦ , ଚର୍ଚ୍ଚ ରହିଛି । ପ୍ରତ୍ୟେକ ଧର୍ମର ବ୍ୟକ୍ତି ମାନେ ତାଙ୍କର ଇଷ୍ଟ ଦେବତାଙ୍କୁ ଆରାଧନା କରିଥାନ୍ତି , ଯାହା ଦ୍ୱାରା ତାଙ୍କର ସମସ୍ତ ମନସ୍କାମନା ପୂରଣ ହୋଇଥାଏ । ଆମର ହିନ୍ଦୁ ଧର୍ମର କଥା କହିବା ତ ଏଠାରେ ଅନେକ ଲୋକମାନେ ବହୁତ ଧାର୍ମିକ ସ୍ୱଭାବର ହୋଇଥାନ୍ତି ଯେଉଁମାନେ ଭଗବାନଙ୍କ ଉପରେ ବହୁତ ବିସ୍ୱାସ କରିଥାନ୍ତି ଭଗବାନଙ୍କର ଦର୍ସନ ପାଇଁ ମନ୍ଦିରକୁ ଯାଇଥାନ୍ତି । ହିନ୍ଦୁ ଧର୍ମ ର ଦେଖିବାକୁ ଗଲେ ଅନେକ ଦେବା ଦେବି ରହିଛନ୍ତି। ତେବେ ହିନ୍ଦୁ ମାନଙ୍କର ପୁରାଣ ଅନୁଯାୟୀ ଦେବା ଦେବି ଙ୍କର ଅନେକ ଚମତ୍କାର ରହିଛି ।

ଅନେକ ଠାକୁର ଙ୍କର ବିଭିନ୍ନ ପ୍ରକାର ଚମତ୍କାର ଦେଖିବାକୁ ମିଳେ । ଆପଣ ମାନେ ଅନେକ ପ୍ରକାର ଚମକ୍ତାରୀ ଘଟଣା ବିଷୟରେ ସୋସିଆଲ ମିଡିଆରେ ଶୁଣିଥିବେ ବା ଲୋକମାନେ କହୁଥିବାର ମଧ୍ୟ ଶୁଣଇଥିବେ , ଯେଉଁ କଥା ଶୁଣିଲେ ଆପଣ ମାନେ ଚକିତ ହୋଇଯାଆନ୍ତି ଯେ ଏପରି କେମିତି ହୋଇପାରିବ ।

ତେବେ ଆଜି ଆମେ ଆପଣ ମାନଙ୍କୁ ସେମିତି ଏକ ଚକିତ କରିଦେବା ଭଲି କଥା କହିବୁ , ଯାହା ଶୁଣିଲେ ଆପଣ ମାନେ ଭାବିପାରିବେ ନାହିଁ କି ଏମିତି କଣ ସତରେ ହୋଇପାରିବ । ମାତ୍ର ଏହି ଘଟଣା ବା କତାଟି ସତ୍ୟ ଅଟେ । ତେବେ ଆସନ୍ତୁ ଜାଣିବା ସେ ବିଷୟରେ ।

ଏହି ସମୟରେ ଏପରି ଏକ ଖବର ଶୁଣିବାକୁ ମିଳିଛି ଯାହା ଆଶ୍ଚର୍ଯ୍ୟକର ଅଟେ । କାରଣ ଆରତୀ କରୁଥିବା ବେଳେ ମାତା କାଳୀ ଟେକିଦେଲେ ହାତ ଏବଂ ଦେଲେ ଆର୍ଶିବାଦ । ମନ୍ଦିର ଭିତରେ ମା କାଳୀଙ୍କର ଏପରି ଏକ ଅଦ୍ଭୁତ ଦୃଶ୍ୟ ସମସ୍ତଙ୍କୁ ହଇରାଣ କରୁଛି । ଏହି ଦୃଶ୍ୟଟି ଏକ ମୋବାଇଲରେ କଏଦ ହୋଇଥିଲା ଯାହା ଏବେ ସୋସିଆଲ ମିଡିଆରେ ଘୂରି ବୁଲୁଛି ।

ପୂଜା ସମୟରେ ଏପରି ମା କାଳୀଙ୍କର ଜୀବନ୍ତ ରୂପ ମୋବାଇଲରେ ରେକର୍ଡ ହୋଇଛି । ପୂଜା ବା ଅନ୍ୟ କିଛି କଥା ହେଉ ଏବେ ସମସ୍ତେ ସେହି କଥାକୁ ମୋବାଇଲରେ ରେକର୍ଡ କରିବା ପାଇଁ ପସନ୍ଦ କରନ୍ତି ସେହିପରି କାଳୀ ମାନଙ୍କର ପୂଜା ସମୟରେ ମଧ୍ୟ ଜଣେ ବ୍ୟକ୍ତି ତାହାକୁ ରେକର୍ଡ କରି ନେଇଥିଲେ ।

ଏହି ଭିଡିଓରେ ଦେଖିବାକୁ ମିଳିଛି କି ଆରତୀ ପରେ ସେହି ମନ୍ଦିରର ବ୍ରାହ୍ମଣ ମାତାଙ୍କୁ ଆର୍ଶିବାଦ ପାଇଁ ହାତ ମେଲାଇଛନ୍ତି ଏବଂ ମା କାଳୀ ତାଙ୍କ ହାତ ଉପରକୁ ଟେକି କରି ଆର୍ଶିବାଦ ପ୍ରଦାନ କରୁଛନ୍ତି । ଏପରି ଲାଗୁଛି କି ମାତା ସେହିଠାରେ ଜୀବନ୍ତ ହୋଇଯାଇଛନ୍ତି । ଏପରି ଏକ କତା ପରେ ସେହି ମନ୍ଦିରରେ ଭକ୍ତଙ୍କର ଭିଡ ଲାଗିଛି ମାଙ୍କୁ ଦର୍ଶନ କରିବା ପାଇଁ ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।