ଦେଖନ୍ତୁ ଭିଡ଼ିଓ – ବିବାହ ପରେ ପ୍ରଥମ ଥର ସବ୍ୟସାଚୀ ଙ୍କ ସହ କେମିତି ହୋଲି ଖେଳିଲେ ଅଭିନେତ୍ରୀ ଅର୍ଚ୍ଚିତା ଭାଇରାଲ ହେଲା ଭିଡିଓ ଦେଖନ୍ତୁ

ଓଲିଉଡର ସୁପରହିଟ୍ ଯୋଡି ଭାବେ ସବ୍ୟସାଚୀ ଏବଂ ଅର୍ଚ୍ଚିତା ଙ୍କୁ ସମସ୍ତେ ଜାଣନ୍ତି ।ନିକଟ ରେ ସେମାନେ ବିବାହ ବନ୍ଧନରେ ବାନ୍ଧି ହୋଇଛନ୍ତି ।ସେମାନେ ରାଜସ୍ଥାନର ଏକ ବିଳାସ ପୂର୍ଣ୍ଣ ପ୍ୟାଲେସରେ ବିବାହ କରି ଜନ୍ମ ଜନ୍ମ ର ସାଥୀ ହୋଇଛନ୍ତି ଏବଂ ଦୁହେଁ ଦୁହିଁଙ୍କ ସୁଖ ଦୁଃଖର ସାଥୀ ହୋଇଛନ୍ତି ।ସେମାନେ ସବୁବେଳେ ତାଙ୍କ ଅଭିନୟ ଯାଦୁ ରେ ତାଙ୍କ ପ୍ରଶଂସକ ମାନଙ୍କୁ ବାନ୍ଧି ରଖିଥିଲେ ।ବିବାହ ପୂର୍ବରୁ ଏବଂ ବିବାହ ପରେ ମଧ୍ୟ ତାଙ୍କ ପ୍ରଶଂସକ ମାନଙ୍କର ତାଙ୍କ ପ୍ରତି ଭଲ ପାଇବା କମି ନାହାନ୍ତି ।

ସେମାନେ ଦୁଇ ଜଣ ବିବାହ ପୂର୍ବରୁ ମଧ୍ୟ ବହୁତ ଲୋକପ୍ରିୟ ଥିଲେ ଏବଂ ଦର୍ଶକ ମାନଙ୍କ ପସନ୍ଦର ଯୋଡି ଭିତରୁ ଅନ୍ୟତମ ଥିଲେ ।ଅଭିନେତ୍ରୀ ଅର୍ଚ୍ଚିତା ତାଙ୍କର ହୃଦୟସ୍ପର୍ଷୀ ଅଭିନୟ ଏବଂ କଠିନ ଅଭିନୟ ଓ ଅଧ୍ୟବସାୟ ବଳରେ ସେ ନିଜକୁ ସିନେ ଜଗତରେ ଏକ ଚର୍ଚ୍ଚିତ ଓ ଲୋକପ୍ରିୟ ଅଭିନେତ୍ରୀ ଭାବେ ପ୍ରତିଷ୍ଠା ଲାଭ କରିଛନ୍ତି ।ତାଙ୍କର ସେହି ମନ ଛୁଆଁ ଅଭିନୟ ରେ ମଧ୍ୟ ଆଜି ବି ଲୋକେ ଝୁମି ଯିବାକୁ ଇଚ୍ଛା କରନ୍ତି ।

ସେହି ପରି ଅଭିନେତା ସବ୍ୟସାଚୀ ଅନେକ ଦିନରୁ ଚଳଚ୍ଚିତ୍ର ଜଗତରେ ପାଦ ଥାପିବା ପର ଠାରୁ ସେ ନିଜର ଏକ ପରିଚୟ ସୃଷ୍ଟି କରି ପାରିଛନ୍ତି ଓଡିଶାର ଦର୍ଶକ ମାନଙ୍କ ମନରେ ।ସିନେମାରେ ସେ ଦୁହିଁଙ୍କର ଅଭିନୟ କୁ ଲୋକେ ବହୁତ ପସନ୍ଦ କରୁଥିଲେ ଏବଂ ବହୁତ ମଧ୍ୟ ଭଲ ପାଉଥିଲେ । ଅଭିନେତା ସବ୍ୟସାଚୀ ଖାଲି ସେ ତାଙ୍କର ଅଭିନୟ କଳା ରେ ଦର୍ଶକ ମାନଙ୍କର ପ୍ରିୟ ହୋଇ ନାହାନ୍ତି ବରଂ ସମାଜ ସେବାରେ ଲୋକମାନଙ୍କର ପ୍ରିୟର ପାତ୍ର ହୋଇଛନ୍ତି ।

 ଏବଂ ସବ୍ୟ ଙ୍କ ଯୋଡି କୁ ବହୁତ ପସନ୍ଦ କରନ୍ତି । ନିକଟରେ ସେମାନେ ବିବାହ କରିଛନ୍ତି ଏବଂ ସେମାନେ ତାଙ୍କର ବିବାହ ପରେ ପ୍ରଥମ ହୋଲି ବହୁତ ଧୁମ୍ ଧାମ୍ ରେ ପାଳନ କରିଛନ୍ତି ବୋଲି ସେମାନେ ୟୁ ଟ୍ୟୁବ୍ ରେ ସେୟାର କରିଛନ୍ତି ଏବଂ ସେମାନେ ତାଙ୍କର ପ୍ରଶଂସକ ମାନଙ୍କ ଠୁ ବହୁତ ଶୁଭେଚ୍ଛା ପାଇଛନ୍ତି ବୋଲି କହିଛନ୍ତି । ସେମାନେ ମଧ୍ୟ କହିଛନ୍ତି ଯେ କରୋନା କଟକଣା ଯୋଗୁଁ ସେମାନେ ତାଙ୍କର ଫିଲ୍ମ ସୁଟିଁ କରି ପାରୁନାହାନ୍ତି ଏବଂ ଯାହା ଦ୍ୱାରା ଦର୍ଶକ ସାମାନଙ୍କୁ ବହୁତ ମିସ୍ କରୁଛନ୍ତି ବୋଲି ୟୁ ଟ୍ୟୁବ୍ ରେ ସେୟାର କରିଛନ୍ତି ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।