ଦେଖନ୍ତୁ ଭିଡ଼ିଓ – ପୁରୀ ଜଗନ୍ନାଥ ମନ୍ଦିର ସାମ୍ନାରେ ଅଦ୍ଭୁତ ଦୃଶ୍ୟ ଦେଖିଲେ ଆପଣଙ୍କ ଗୋଡ ତଳୁ ମାଟି ଖସିଯିବ…

ଆଜି ଆମେ ଆପଣ ମାନଙ୍କୁ ଏକ ବହୁତ ହିଁ ବଡ କଥା ବିଷୟରେ କହିବୁ ଯାହାକୁ ଆପଣ ମାନେ ଜାଣିଲେ ନିଶ୍ଚିତ ରୂପରେ ଆଶ୍ଚର୍ଯ୍ୟ ଚକିତ ହୋଇଯିବେ । ଆପଣ ମାନେ ତ ଜାଣିଥିବେ କି ସମସ୍ୟା କେତେବେଳେ କାହା ସମ୍ମୁଖରେ ଆସି ପହଞ୍ଚିଯାଏ ତାହା କେହି କେବେ କହିପାରିବ ନାହିଁ । କାରଣ ସେପରି ଏକ ଘଟଣା ଏବେ ଆମ ମାନଙ୍କ ସାମ୍ନାରେ ଦେଖିବାକୁ ମିଳିଛି । ଯାହା ଜାଣିଲେ ଆପଣ ମାନେ ନିଶ୍ଚିତ ରୂପରେ ଆଶ୍ଚର୍ଯ୍ୟ ହୋଇଯିବେ । ତେବେ ଆସନ୍ତୁ ଜାଣିବା କଣ ଅଟେ ସେହି କଥାଟି ।

ଆମେ ଆପଣ ମାନଙ୍କୁ ଯେଉଁ ଘଟଣା ସଂପର୍କରେ କହୁଛୁ ତାହା ପୁରୀ ଜଗନ୍ନାଥ ମନ୍ଦିର ସାମ୍ନାରେ ଦେଖିବାକୁ ମିଳିଛି , ଯେଉଁଠାରେ ଗୋଟିଏ ଛୋଟ ପିଲା ଭଗବାନଙ୍କୁ ଦର୍ଶନ କରିବା ପାଇଁ ଆସିଥିବା ବେଳେ ହଠାତ ତା ସହିତ ହୋଇଥିଲା ଏପରି କିଛି ଆଶ୍ଚର୍ଯ୍ୟକର କଥା ।

ଯେଉଁଥିରେ ଯଦି ଟିକେ ଅସାବଧାନତା ହୋଇଥାନ୍ତା ତେବେ 4 ବର୍ଷର ଶିଶୁ କନ୍ୟାଟିର ଜୀବନ ମଧ୍ୟ ଚାଲିଯାଇଥାନ୍ତା । ଆସନ୍ତୁ ଜାଣିବା ସଂପୂର୍ଣ୍ଣ ଘଟଣା ବିଷୟରେ କି କଣ ଏପରି ଘଟିଥିଲା ଜଗନ୍ନାଥ ମନ୍ଦିର ସାମ୍ନାରେ ।

ପ୍ରଭୁ ଜଗନ୍ନାଥଙ୍କୁ ଦେଖା କରିବା ପାଇଁ ସର୍ବଦା ଭକ୍ତଙ୍କର ଭିଡ ଲାଗି ରହିଥାଏ । ତେବେ ସେହିପରି ମହାପ୍ରଭୁଙ୍କୁ ଦର୍ଶନ କରିବା ପାଇଁ ଭବାନୀପାଟଣାରୁ ଗୋଟିଏ ପରିବାର ଆସିଥିଲେ । ତେବେ ସେହି ପରିବାର ଜଣେ 4 ବର୍ଷର ଶିଶୁ କନ୍ୟା ମଧ୍ୟ ଥିଲା ।

 ତେବେ ସେମାନେ ଯେତେବେଳେ ଦର୍ଶନ କରିବା ପାଇଁ ଯାଉଥିଲେ ଏବଂ ଚପଲ ଷ୍ଟାଣ୍ଡରେ ଚପଲ ରଖୁଥିଲେ ସେହି ସମୟରେ ଅସାବଧାନତା ଯୋଗୁଁ ସେହି ଛୋଟ ପିଲାଟିର ମୁଣ୍ଡ ବ୍ୟାରିକେଡରେ ଫସିଗଲା । ତେବେ ତାହା କିପରି ହେଲା କେହି ସେ ବିଷୟରେ ଅବଗତ ନଥିଲେ ।

ତେବେ ବହୁତ ସମୟ ଘରି ପିଲାଟିର ମୁଣ୍ଡଟି ସେଥିରେ ଫସି ରହିଥିଲା ତେହେ ତାହାକୁ କେହି କାଢିପାରୁନଥିଲେ । ତେବେ ତାହା ପରେ ବହୁତ ସାବଧାନତାର ସହ ଅଗ୍ନିଶମ ବିଭାଗ ପିଲାଟିର ମଉଣ୍ଡକୁ ସହି ବ୍ୟାରେକଡରୁ ବାହାର କରିଥିଲା ।

ଏବେକା ସମୟରେ ପ୍ରଶ୍ନ ଉଠୁଛି କି କିପରି ଭାବରେ ପିଲାଟିର ମଉଣ୍ଡଟି ତା ଭିତରେ ପଶିଗଲା । ତେବେ ସେ ବିଷୟରେ ଏବେ ପର୍ଯ୍ୟନ୍ତ ସଠିକ ସୂଚନା ମିଳିପାରିନାହିଁ । ତେବେ ସମସ୍ତଙ୍କର ଅନୁମାନ ଅନୁସାରେ ପିଲାଟି ବୋଦେ ଲୁହା ରଡ ଭିତରେ ମୁଣ୍ଡ ଭର୍ତ୍ତି କରୁଥିଲା ତେବେ ସେହି ସମୟରେ ତା ମୁଣ୍ଡ ସେଥିରେ ଫସିଯାଇଥିଲା ମାତ୍ର ତାପରେ ଆଉ ସେ ମୁଣ୍ଡ ବାହାର କରିପାରୁନଥିଲା । ମହାପ୍ରଭୁଙ୍କର ଦୟାରୁ ପିଲାଟି ଉଦ୍ଦାର ହୋଇଯାଇଛି , ଯାହା ଦ୍ୱାରା ଭଗବାନଙ୍କର ମହିମା ଭକ୍ତମାନେ ଜାଣିପାରୁଛନ୍ତି ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।