ଦେଖନ୍ତୁ ଭିଡ଼ିଓ । ପୁଣି ସାମ୍ନା କୁ ଆସିଲା ପ୍ରେମୀ ଯୁଗଳଙ୍କ ଜଙ୍ଗଲ ରେ ରାସଲୀଳା କରୁଥିବା ଭିଡ଼ିଓ……ଦେଖିଲେ ଆପଣ କାହାକୁ ଦୋଷ ଦେବେ ଚିନ୍ତାରେ ପଡିଯିବେ ?
ଯିଏ ଥରେ ପ୍ରେମରେ ପଡ଼ିଯାଏ, ସିଏ ପ୍ରେମରେ ଏମିତି ଅନ୍ଧ ହୋଇଯାଏ ଯେ କିଛି ଜାଣି ପାରେ ନାହିଁ। ଏହା ସତ ଯେ ପ୍ରେମ ଓ ଭଲ ପାଇବା ଏକ ନିଆରା ଏବଂ ସୁନ୍ଦର ଅନୁଭବ ଅଟେ।ପୁରାତନ ସମୟର ପ୍ରେମ ଓ ଆଜିର ସମୟର ପ୍ରେମ ଭିତରେ ଦେଖିବାକୁ ମିଳୁଛି ଅନେକ ତାରତମ୍ୟ।ତେବେ ଏହାକୁ ନେଇ ସମସ୍ତଙ୍କର ମତ ନିଶ୍ଚିତ ଭାବରେ ଭିନ୍ନ ଭିନ୍ନ ଅଟେ। ପ୍ରେମର ସଂଜ୍ଞା କୁ ସଂପୂର୍ଣ୍ଣ ଭାବରେ ପରିବର୍ତ୍ତନ କରି ଦେଉଛନ୍ତି କିଛି ପ୍ରେମୀ ଯୁଗଳ।
ଏହା କୁହାଯାଏ ଯେ ପ୍ରେମରେ ଲୋକ ଅନ୍ଧ ହୋଇଯାନ୍ତି। ପ୍ରେମକୁ ହାସଲ କରିବା ପାଇଁ ଲୋକେ କିଛି ବି କରିବାକୁ ପ୍ରସ୍ତୁତ ଥାନ୍ତି। କିନ୍ତୁ ପ୍ରେମକୁ ଅସମ୍ମାନ କରିବାକୁ କେହି ଚାହିଁ ନଥାନ୍ତି।
ସେହିଭଳି ଏକ ଘଟଣା ଏବେ ସାମ୍ନା କୁ ଆସିଛି।ଏହି ଘଟଣାଟି ଘଟିଛି କୁଲଡ଼ିହା ନିକଟରେ। ଏଠାରେ ଏକ ପ୍ରେମୀ ଯୁଗଳ ଏକ ଫାଙ୍କା ଜାଗାରେ ବସି କଥାବାର୍ତ୍ତା ହେଉଥିବା ବେଳେ ତାଙ୍କୁ ସେହି ଅଞ୍ଚଳର କିଛି ବ୍ୟକ୍ତି ଦେଖିବାକୁ ପାଇଥିଲେ।ଏହାପରେ ସେମାନେ ଏମାନଙ୍କର ଭିଡିଓ ରେକର୍ଡ କରିଥିଲେ।
ଏହାଛଡା ଏହି ବ୍ୟକ୍ତି ମାନେ ଏହି ପ୍ରେମୀ ଯୁଗଳଙ୍କୁ ଆସି ସେମାନଙ୍କ ବିଷୟରେ ପଚାରିବା ସହିତ ନାମ ଗାଆଁ ଠିକଣା ପଚାରିଛନ୍ତି। ପ୍ରେମିକ ଜଣଙ୍କ ଉକ୍ତ ବ୍ୟକ୍ତି ମାନଙ୍କୁ ବହୁତ୍ ବୁଝାଇବାକୁ ଚେଷ୍ଟା କରିଛନ୍ତି ଯେ ସେମାନେ କୌଣସି ଖରାପ୍ କାର୍ଯ୍ୟ କରୁ ନଥିଲେ। ସେମାନେ ଆଗରୁ ମନ୍ଦିରରେ ମଧ୍ୟ ବିବାହ କରି ସାରିଛନ୍ତି। ସେମାନଙ୍କ ସଂପର୍କ ପବିତ୍ର।
ଏହାପରେ ଲୋକମାନେ ପ୍ରେମିକକୁ ତାଙ୍କ ପ୍ରେମିକା କୁ ସିନ୍ଦୂର ଦେବାକୁ କହିଥିଲେ ଏବଂ ପ୍ରେମିକ ମଧ୍ୟ ଯୁବତୀଙ୍କ ସିନ୍ଥି ରେ ସିନ୍ଦୂର ଦେଇଥିଲେ। ଏହାପରେ ସେମାନେ ଏହି ପ୍ରେମୀ ଯୁଗଳଙ୍କୁ ଛାଡି ଦେଇଥିଲେ। ଯୁବତୀଙ୍କ ଜୀବନ ସହିତ ନଖେଳିବାକୁ ମଧ୍ୟ ସେଠାକାର ଜଣେ ବ୍ୟକ୍ତି ପ୍ରେମିକ ଙ୍କୁ କହିଛନ୍ତି।
ତେବେ ଏବେ ଏହାର ଏକ ନିଚ୍ଛକ ଉଦାହରଣ ଦେଖିବାକୁ ମିଳିଛି ଯେ ଏଠାରେ ଏହି ବ୍ୟକ୍ତିମାନେ ଏହି ପ୍ରେମୀ ଯୁଗଳଙ୍କୁ ଉଚିତ୍ ଶିକ୍ଷା ଦେଇ ହଇରାଣ ନକରି ଛାଡ଼ି ଦେଇଛନ୍ତି। ଯାହାକୁ ଶୁଣିଲେ ହୁଏତ ଆପଣ ଏହାକୁ ସହଜରେ ବିଶ୍ୱାସ କରିପାରୁ ନଥିବେ।
ନିକଟରେ ଏହାର ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହୋଇଛି। ତେବେ ସ୍ୱାଭାବିକ ଭାବରେ ଆମେ ଅନେକ ପ୍ରକାରର ଘଟଣା କୁ ନିଜେ ଦେଖିଥାଉ ଏବଂ ତାହା ସାଧାରଣ ହୋଇ ଥିବାରୁ ଆମେ ତାକୁ ବିଶ୍ୱାସ ମଧ୍ୟ କରିଥାଉ।ଆଜିର ଏହି ଦୁନିଆ ରେ ଅଧିକାଂଶ ସମୟରେ କିଛି ନା କିଛି ଅଜବ ଘଟଣା ମାନ ଦେଖିବା ପାଇଁ ମିଳିଥାଏ।
ତେବେ ଆମେ ଆଜି ଯେଉଁ ଘଟଣା ଆପଣଙ୍କୁ କହିଲୁ ବାସ୍ତବରେ ଏହା ଏକ ନିଆରା ଏବଂ ଭିନ୍ନ ଘଟଣା ଅଟେ। ପ୍ରେମ ପାଇଁ ଲୋକ କିଛି ବି କରି ପାରନ୍ତି ତାହା ଏହି ଘଟଣାରୁ ସଂପୂର୍ଣ୍ଣ ସ୍ପଷ୍ଟ ହୋଇ ଯାଉଛି।
ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।