ଦେଖନ୍ତୁ viral ଭିଡିଓ ! ବିବାହ ପରେ କେମିତି ଶାଶୂ ଘର ସମ୍ଭାଳୁଛନ୍ତି ପ୍ରେରଣା….ଦେଖନ୍ତୁ full ଭିଡିଓ
ସୋସିଆଲ ମିଡିଆରେ ଭାଇରାଲ ହେଉଥିବା ଅନେକ ପ୍ରକାରର ଭିଡ଼ିଓ ମାନ ଆପଣ ମାନେ ଦେଖିବାକୁ ପାଉଥିବେ | ତେବେ ବେଶ କିଛି ଦିନ ହେବ ଚର୍ଚ୍ଚା ର ବିଷୟ ପାଲଟିଛି ଆଉ ତାହା ହେଉଛି ଅଶ୍ୱିନ ଓ ପ୍ରେରଣା ଙ୍କର ବାହାଘର କୁ ନେଇକି କିଛି କଥା | ଆଉ ଯେଉଁଥିରେ କୁହାଯାଇଥିଲା କି ଅଶ୍ୱିନ ଓ ପ୍ରେରଣା ଦୁହେଁ ପ୍ରେମ ବିବାହ କରିଛନ୍ତି | ଆଉ ସାତ ଜନ୍ମ ପାଇଁ ସାଥି ଟିଏ ହୋଇ ରହିବେ ବୋଲି ମଧ୍ୟ ଶପଥ କରିଛନ୍ତି |
ତେବେ ବିବାହ ବନ୍ଧନରେ ବାନ୍ଧି ହୋଇଛନ୍ତି ଓଲିଉଡର ଚର୍ଚ୍ଚିତ ଯୋଡି ଅଭିନେତ୍ରୀ ପ୍ରେରଣା ଓ ଅଭିନେତା ଅଶ୍ୱନୀ ତ୍ରିପାଠୀ। ଦୀର୍ଘ ବର୍ଷର ପ୍ରେମ ନେଇଛି ବିବାହର ରୂପ। ଦୀର୍ଘ 9 ବର୍ଷର ପ୍ରେମ ପରେ ଉଭୟ ବିବାହ ବନ୍ଧନ ରେ ବାନ୍ଧି ହୋଇଛନ୍ତି।
ଆଉ ଆରମ୍ଭ ହୋଇଛି ସେମାନଙ୍କ ଏକ ନୂଆ ବୈବାହିକ ଜୀବନ। ପରିବାର ସଦସ୍ୟ ବନ୍ଧୁ ବାନ୍ଧବ ଓଲିଉଡର ନାମୀଦାମୀ କଳାକାର ଏବଂ ରାଜନୈତିକ ଦଳର କିଛି ବ୍ୟକ୍ତି ବିଶେଷ,ପ୍ରତିଷ୍ଠିତ ବ୍ୟବସାୟୀ ଏବଂ କିଛି ଆଗଧାଡି ର ବ୍ୟକ୍ତି ବିଶେଷ ପ୍ରେରଣା ଓ ଅଶ୍ୱନୀଙ୍କ ବିବାହରେ ଯୋଗ ଦେଇଥିଲେ।
ତେବେ ଅଶ୍ୱନୀ ଏବଂ ପ୍ରେରଣା ବହୁତ ସାରା ଶୋ ରେ ଏଙ୍କରିଙ୍ଗ୍ କରିବା ସହିତ ସେ ବହୁତ ସାରା ସିରିଏଲରେ ବି ଅଭିନୟ କରି ଥିବାର ଆପଣ ମାନେ ଦେଖିବା ପାଇଁ ପାଇ ଥିବେ। ପ୍ରଥମେ ଆଙ୍କରିଙ୍ଗ ମାଧ୍ୟମରେ ଟିଭି ପରଦାକୁ ଏଣ୍ଟ୍ରି କରିଥିଲେ ଅଶ୍ୱନୀ। ନିଜର ମିଠା ମିଠା କଥା ମାଧ୍ୟମରେ ଖୁବ୍ କମ୍ ଦିନ ମଧ୍ୟରେ ଦର୍ଶକ ମାନଙ୍କୁ ନିଜର କରି ନେଇଥିଲେ।ଅଶ୍ୱନୀ ଆଙ୍କରିଙ୍ଗ ଶୈଳୀ ଟିଭି ଶୋକୁ ମଧ୍ୟ ବେଶ୍ ସଫଳ କରିଥିଲା।
ଠିକ୍ ସେହିପରି ପ୍ରେରଣା ମଧ୍ୟ ଆଙ୍କରିଙ୍ଗ ରୁ ବେଶ୍ ଲୋକପ୍ରିୟତା ପାଇ ପାରିଥିଲେ। ତାଙ୍କର ମିଠା ମିଠା କଥା ଆଉ ଉପସ୍ଥାପନାର ଶୈଳୀ ଦର୍ଶକ ମାନଙ୍କୁ ଖୁବ୍ ପସନ୍ଦ ଆସିଥିଲା।ଅନେକ ଟିଭି ଶୋ ରେ ଦୁହେଁ ଏକାଠି ନଜର ଆସିଛନ୍ତି।
ଏହା ସହିତ ଉଭୟ ଏକାଧିକ ଓଡ଼ିଆ ଆଲବମ୍ ରେ ମଧ୍ୟ ଏକାଠି ନଜର ଆସିଛନ୍ତି ଅଶ୍ୱନୀ ଏବଂ ପ୍ରେରଣା। ଓଡ଼ିଶା ର ଅଗଣିତ ଦର୍ଶକ ମାନଙ୍କ ଭଲ ପାଇବା ଜିତି ପାରିଛନ୍ତି ଉଭୟ।ଉଭୟ ସଫଳତାର ଗୋଟିଏ ପରେ ଗୋଟିଏ ପାହାଚ ଚଢିବା ସମୟରେ ଉଭୟଙ୍କ ମଧ୍ୟରେ ବନ୍ଧୁତା ଗଢି ଉଠିଥିଲା ଆଉ ଦୀର୍ଘ 9 ବର୍ଷର ପ୍ରେମ ସମ୍ପର୍କ ପରେ ଉଭୟ ବିବାହ ବନ୍ଧନରେ ବାନ୍ଧି ହୋଇଛନ୍ତି।