ଦେଖନ୍ତୁ viral ଭିଡିଓ ! ସାମ୍ନାକୁ ଆସିଲା ଭିଡିଓ ଅସୀମା ପଣ୍ଡା ଏବଂ ହ୍ୟୁମାନ ସାଗର ଙ୍କ ଝିଅଙ୍କର ମସ୍ତି ଭିଡ଼ିଓ !ଗୋଟିଏ ଦିନରେ 36 Million ରୁ ଅଧିକ ଲୋକ ଦେଖି ସାରିଲେଣି…ଯାତ୍ରା ବିଗ୍ ସିନ୍..
ଏକ ଫିଲ୍ମ ସୁନ୍ଦର ଗୀତ ଓ ନାଚ ବିନା କେବେ ବି ପୁରା ହୋଇ ପାରିବ ନାହିଁ ଫିଲ୍ମ ପାଇଁ ଯେମିତି ଅଭିନେତା ଓ ଅଭିନେତ୍ରୀ ମାନେ ଗୁରୁତ୍ୱ ସେମିତି କଣ୍ଠଶିଳ୍ପୀ ମାନେ ମଧ୍ୟ ଗୁରୁତ୍ୱ ହୋଇ ଥାଆନ୍ତି | ଆମ ଓଡ଼ିଆ ଇଣ୍ଡଷ୍ଟ୍ରି ରେ ଅନେକ ଗାୟକ ଗାୟିକା ଅଛନ୍ତି ଯେଉଁ ମାନେ ତାଙ୍କର ମଧୁର ସ୍ୱର ରେ ଦର୍ଶକ ମାନଙ୍କର ମନକୁ ଜିଣି ଥାଆନ୍ତି | ତେବେ ଯଦି ଆମେ ଦେଖିବା ତେବେ ଓଲିଓଡ଼ ଇଣ୍ଡଷ୍ଟ୍ରି ରେ ସବୁଠୁ ନମ୍ବର ୱାନ ଗାୟକ ଭାବେ କଣ୍ଠଶିଳ୍ପୀ ହ୍ୟୁମାନ ସାଗର ପରିଚିତ ଯାହାଙ୍କର ଗୀତ ଶୁଣି ଯିଏ କେହି ନା ପସନ୍ଦ କରି ଥାଆନ୍ତି | ପିଲା ଠାରୁ ବୁଢ଼ା ଯାଏ ସମସ୍ତେ ତାଙ୍କ ଗୀତ ଗୁଣୁ ଗୁଣାଉ ଥାଆନ୍ତି ଏବଂ ଆଜିର ଯୁବପିଢ଼ି ତାଙ୍କ ଗୀତରେ ମତୁଆଲା ହୋଇ ଥାଆନ୍ତି |
ଠିକ ସେହିଭଳି କଣ୍ଠଶିଳ୍ପୀ ଅସୀମା ପଣ୍ଡା ମଧ୍ୟ ତାଙ୍କ ସୁନ୍ଦର ଗୀତ ରେ ସମସ୍ତ ଙ୍କୁ ନଚାଇ ଥାଆନ୍ତି, ସେ ଭଜନ ହେଉ ଅବା ଆଇଟମ ଗୀତ ହେଉ ତାଙ୍କ ଗୀତ ଶୁଣି ମନକୁ ଖୁବ ଖୁସି ମିଳି ଥାଏ
| ତେବେ ଏହି ସେଲିବ୍ରେଟି ମାନେ ସୋସିଆଲ ମିଡ଼ିଆ ସହିତ ପ୍ରାୟ ସମୟରେ ଜଡ଼ିତ ହୋଇ ରହି ଥାଆନ୍ତି ଯାହାକି ତାଙ୍କର କିଛି ନା କିଛି ମଜାଦାର ଭିଡ଼ିଓ ମଧ୍ୟ ଦେଖିବା ପାଇଁ ମିଳି ଥାଏ | ସେହିଭଳି ଭାବରେ ଗାୟିକା ଅସୀମା ପଣ୍ଡା ଙ୍କର ଏକ ଭିଡ଼ିଓ ସାମ୍ନା କୁ ଆସିଛି ଯେଉଁଥିରେ ସେ କଣ୍ଠଶିଳ୍ପୀ ହ୍ୟୁମାନ ସାଗର ଝିଅ ଙ୍କ ସହିତ ଖେଳୁ ଥିବାର ଦେଖିବା ପାଇଁ ମିଳିଛି |
ଭିଡ଼ିଓ ମାଧ୍ୟମ ରେ ଦେଖିବା ପାଇଁ ମିଳିଛି କି ଅସୀମା ପଣ୍ଡା ହ୍ୟୁମାନ ସାଗର ଙ୍କ ନଟଖଟି ଝିଅକୁ ଧରିଛନ୍ତି ଆଉ ତାଙ୍କ ଝିଅ ଅସୀମା ପଣ୍ଡା ଙ୍କ ବେକରେ ଥିବା ଏକ ମାଳି କୁ ଧରି ଖେଳିବାରେ ଲାଗିଛି ଏବଂ ମାଳି ଟିକୁ ଛିଣ୍ଡାଇ ଦେବା ପାଇଁ ମଧ୍ୟ ଚେଷ୍ଟା କରୁଛି | ସେହି ସମୟରେ ଅସୀମା ପଣ୍ଡା ବେସ ହସ ଖୁସି ରେ ମଜାଳିଆ ଢଙ୍ଗରେ ତାଙ୍କ ଝିଅ ଙ୍କୁ କହୁଛନ୍ତି କି ଏଇଟା କଣ ହଉଛି ହେଉ ମାମା ତୁ ଛିଡାଇ ଦେ ମୋର ଚଳିବ |
ଏଇଟା ପ୍ରମାଣ ରହିଲା କି ଯଦି ଏଇଟା ଝିଅ ଛିଡାଇ ଦେବ ତେବେ ତା ବାବା ଙ୍କୁ କହିବ ମତେ ୟା ଠୁ ଭଲ ଦେବେ ସୁନା ର ହାର ଦେବେ | ଝିଅ ଏଇଟା ଛିଡ଼େଇ ଦେଉ କିନ୍ତୁ ତା ପାପା ମତେ ଆଉ ଗୋଟେ ନୂଆ ଟେ ଦେବେ କହିକି ହସି ଥିଲେ | ତେବେ ଏହି ମଜାଦାର ଦୃଶ୍ୟ ଟିକୁ ହ୍ୟୁମାନ ସାଗର ଙ୍କ ପତ୍ନୀ ଭିଡ଼ିଓ କରି ଥିଲେ ଆଉ ସୋସିଆଲ ମିଡ଼ିଆ ରେ ଉପଲୋଡ କରି ଥିଲେ | ଯାହାକି ଏହି ସୁନ୍ଦର ଭିଡ଼ିଓ ଟିକୁ ଦର୍ଶକ ମାନେ ବେସ ପସନ୍ଦ କରିଛନ୍ତି |