ଯାତ୍ରା ସମ୍ରାଟ ତୁଳସୀ ଗଣନାଟ୍ୟ ! PIUSH & MAMA ଙ୍କ ଜବରଦସ୍ତ ଲଭ ସଂଗ ରେ ଡ୍ୟାନ୍ସ… ଦେଖିଲେ ନିଜକୁ ସମ୍ଭାଳି ପାରିବେନି…ଦେଖନ୍ତୁ ଭିଡ଼ିଓ ଟିକୁ…

ଆପଣ ଅନେକ ଯାତ୍ରା ଦେଖୁ ଥିବେ କିନ୍ତୁ ବେଳେ ବେଳେ ଯାତ୍ରା ଟି ଏତେ ଜୀବନ୍ତ ପାଲଟି ଯାଇଥାଏ କି ଆଖିରେ ଲୁହ ଚାଲି ଆସିଥାଏ | ସେଭଳି ଭାବେ ହରେ କୃଷ୍ଣ ମହତାବ ପେଣ୍ଡାଲ ରେ ତୁଳସୀ ଗଣନାଟ୍ୟ ତାର ନାଟକ ଜାରି ରଖିଛି,

ଆଉ ତାର ମଞ୍ଚସ୍ଥ ନାଟକ ଥିଲା “ଅଧ ରାତିର ସାଥି” ଯେଉଁଥିରେ ଖଳନାୟକ ଭୂମିକା ରେ ମଞ୍ଚ ଉପରକୁ ପିୟୁଷ ଓହ୍ଲାଇ ଥିଲେ | ପିୟୁଷ ହେଉଛନ୍ତି ଜଣାଶୁଣା ନାଁ ଆଉ ଜଣାଶୁଣା ଖଳନାୟକ, ଯେତେ ବେଳେ ଦୈତାରୀ ପଣ୍ଡା ଙ୍କ ପରେ ଯାହାଙ୍କ ନାଁ ଶୁଣା ଯାଉଛି ସେ ହେଉଛନ୍ତି ପିୟୁଷ |

ଯାତ୍ରା ପ୍ରେମୀ ମାନେ ଭାବ ବିହ୍ଵଳ ହୋଇ କାନ୍ଦିବା ଆରମ୍ଭ ଆଉ କମେଡି ରେ ତାଳି ମାରିବା ହୁଇସିଲ ମାରିବା ଏକଥା କିଛି ନୂଆ ନୁହେଁ | ଏକଥା ଆପଣ ମାନେ ବେସ ଭଲ ଭାବରେ ଜାଣିଛନ୍ତି ଆଉ ଯାତ୍ରା ପ୍ରେମୀ ମାନେ ମଧ୍ୟ ଜାଣନ୍ତି କି ରାତି ଅନିଦ୍ରା ହୋଇ ମୁହଁରେ ପାଉଡର ମାରି ଅଭିନୟ କରୁଥିବା କଳାକାର ମାନେ କିଛି ମନ କଥା କୁହନ୍ତି ନାହିଁ |

ନାଟକ ରେ ଲେଖା ଥିବା ପ୍ରତିଟି ସ୍ୱଳାପ କୁ ଘୋଷି ମନେ ରଖି ସେମାନେ ଅଭିନୟ କରନ୍ତି | ସମାଜ ରେ ଘଟୁ ଥିବା ପ୍ରତିଟି ଚିତ୍ର କୁ ଦେଖି ବେସ ଚମତ୍କାର ଭାବରେ ଅଭିନୟ କରନ୍ତି ଆଉ ଯାହାଙ୍କ ଅଭିନୟ ଦେଖି ଆମେ ତାଳି ମାରନ୍ତି !

ଆଉ ଖୁସି ହୁଅନ୍ତି ଆଉ ବେସ ଭାବ ବିହ୍ଵଳ ହୋଇ କାନ୍ଦି ବି ପକାନ୍ତି | ଆମେ ଏମିତି ଅନେକ ଚିତ୍ର ଦେଖିଛନ୍ତି କି ଯେଉଁଠି ନାଟକ ଦେଖି ଅନେକ ଲୋକ କାନ୍ଦିବାର ବିମୁଗ୍ଧ ହୋଇ ତାଳି ମରିଥାନ୍ତି |


ଆପଣ ତ ଜାଣିଛନ୍ତି ପିୟୁଷ ଙ୍କର ଅଭିନୟ ରେ ଯାତ୍ରା ପ୍ରେମୀ ମାନେ କିପରି କାନ୍ଦି ପକାଇ ଥିଲେ ଆଉ ଏବେ ସେହି କଳାକାର ପିୟୁଷ ଓ ମାମା ଙ୍କର ଜବରଦସ୍ତ ରୋମାଣ୍ଟିକ ଗୀତ ରେ ଡ୍ୟାନ୍ସ ଦେଖିବା ପାଇଁ ମିଳିଛି |

ସେହି ରୋମାଣ୍ଟିକ ଗୀତ ଟି ହେଉଛି “ପ୍ରିୟା ତୁମ ବିନା ଲାଗେ ସବୁ ଶୂନ୍ୟ” ଏହି ସୁନ୍ଦର ଡ୍ୟାନ୍ସ ଟି ଦର୍ଶକ ମାନେ ବେସ ପସନ୍ଦ କରିଛନ୍ତି ଯାହାକି ମାହଲ ଟି କମ୍ପି ଉଠି ଥିଲା | ଗୀତ ସହିତ ରୋମାଣ୍ଟିକ ୱେ ରେ ଯେପରି ଉଭୟ ପଫମାନ୍ସ କରି ଦେଖାଉ ଥିଲେ ତାହା ଖୁବ ଆକର୍ଷଣୀୟ ଥିଲା |

ଏଭଳି କିଛି ନିଆଁରା ଦୃଶ୍ୟ ଏବେ ସୋସିଆଲ ମିଡ଼ିଆ ରେ ବେସ ଭାଇରାଲ ହେଉଛି ଆଉ ଏହାକୁ ଦର୍ଶକ ମାନେ ମଧ୍ୟ ଖୁବ ପସନ୍ଦ କରି ସୁନ୍ଦର ସୁନ୍ଦର ପ୍ରତିକ୍ରିୟା ରଖିଛନ୍ତି

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।