ଦେଖନ୍ତୁ ଭିଡ଼ିଓ – ପୁଣି ଲଜ୍ୟା ! ବଡ ମେଡିକାଲ ବେଡ଼ ରେ ଚାଲିଛି ରାସଲୀଳା ସାମ୍ନାକୁ ଆସିଲା ଭାଇରାଲ ଭିଡିଓ ! ନିଶ୍ଚିତ ଦେଖନ୍ତୁ ଏବଂ କମେଣ୍ଟ କରନ୍ତୁ ଏପରି ଡାକ୍ତରଙ୍କୁ କି ଦଣ୍ଡ ମିଳିବା ଦରକାର….
ଆପଣ ମାନେ ତ ଜାଣନ୍ତି କି ଆଜିର ସମୟ ହେଉଛି ସୋସିଆଲ ମିଡିଆର ସମୟ ଏହି ସମୟରେ ଆପଣ ମାନେ ଯେଉଁଠାରେ ବି କିଛି କାମ କଲେ ତାହା ସମସ୍ତ ଲୋକମାନଙ୍କ ପାଖରେ ବହୁତ ସହଜରେ ପହଞ୍ଚି ଯାଇଥାଏ । ଏହା ସହିତ ମଧ୍ୟ ସୋସିଆଲ ମିଡିଆରେ ସର୍ବଦା ବିଭିନ୍ନ ପ୍ରକାର କଥା ବା ଭିଡିଓ ଆମ ମାନଙ୍କ ସାମ୍ନାକୁ ଆସିଥାଏ ଯାହା ଆପଣ ମାନଙ୍କୁ ଆଶ୍ଚର୍ଯ୍ୟ ଚକିତ କରିଦେବ ।
ତେବେ ଆଜି ମଧ୍ୟ ସେହିପରି ଏକ ଘଟଣା ଆମ ମାନଙ୍କ ସାମ୍ନାକୁ ଆସିଛି ଯେଉଁଥିରେ ଲୋେକମାନଙ୍କ ମଧ୍ୟରେ ଆଧୁନିକତାର ପ୍ରଭାବ ଏପରି ଭାବରେ ପରିଲକ୍ଷିତ ହେଉଛି କି ଯାହା ଆମ ସମାଜକୁ କଳଙ୍କିତ କରିବାକୁ ମଧ୍ୟ ପଛଘୁଞ୍ଚା ଦେଉନାହିଁ । ଆଜିର ସମାଜରେ ଦିନକୁ ଦିନ ଏମିତି ଲଜ୍ଜ୍ୟାକର ଘଟମା ଆମ ସାମ୍ନାକୁ ଆସୁଛି ଯାହାକୁ କେବେବି ଭାଷାରେ ବର୍ଣ୍ଣନା କରିହେବ ନାହିଁ ।
ଆମେ ଆପଣ ମାନଙ୍କୁ ଯେଉଁ କଥା ବିଷୟରେ କହିବୁ ତାହା ଏକ ହସ୍ପିଟାଲର ଶବ ଗୃହ ମଧ୍ୟରେ ଦେଖିବାକୁ ମିଳିଛି , ସେହି ହସ୍ପିଟାଲଟି ହେଉଛି ମଧ୍ୟପ୍ରଦେଶର ଇନ୍ଦୋରର ଥିବା ମହାରାଜ ଯସୋବନ୍ତପୁର ହସ୍ପିଟାଲ । ଏହି ହସ୍ପିଟାଲର ଶବ ଗୃହ ମଧ୍ୟରେ ଦୁଇ ଜଣ ପ୍ରେମୀ ଯୁଗଳ ରାସଲୀଲା କରୁଥିବାର ଭିଡିଓ ସାମ୍ନାକୁ ଆସିଛି । ଏହି ଭିଡିଓଟି ଏବେ ଏକ କ୍ୟାମେରାରେ ରେକର୍ଡ ହୋଇ ଗଣ ମାଧ୍ୟମରେ ପ୍ରସାରିତ ଡିଜିଟାଲ ପ୍ଲାଟଫର୍ମରେ ବହୁତ ମାତ୍ରାରେ ଭାଇରାଲ ହେବାରେ ଲାଗିଛି ।
ସୂଚନା ଯୋଗ୍ୟ କି ସେହି ହସ୍ପିଟାଲରେ ଏକ କମ୍ପାନୀ କିଛି କର୍ମଚାରୀ ମାନଙ୍କୁ ଲିଜରେ ନେଇଥିଲେ ଏବଂ ସେମାନେ ସେଠାରେ ସ୍ୱାସ୍ଥ୍ୟ ବିଭାଗରେ ରହି କାମ କରୁଥିଲେ । ସେମାନେ ଏହି ଅବସ୍ଥରେ ସେତେବେଳେ ଧରାପଡିଲେ ଯେଉଁ ସମୟରେ ଜଣେ ବ୍ୟକ୍ତି ଶବ ନେଇକରି ବିତରକୁ ପ୍ରବେଶ କରୁଥିଲା । ଏ
ହା ଦେଖିବା ପରେ ସେହି ବ୍ୟକ୍ତି ଜଣକ ଏହି ପ୍ରେମୀ ଯୁଗଳଙ୍କର ରୀସଲୀଳାର ବିଡିଏ କ୍ୟାମେରାରେ ରେକର୍ଡ କରିଥିଲେ ଏବଂ ପରେ ତାହାକୁ ଭାଇରାଲ ମଧ୍ୟ କରାଇଦେଇଥିଲେ । ମାତ୍ର ଏ ସମସ୍ତ ଘଟଣା ବିଷୟରେ ହସ୍ପିଟାଲର କୌଣସି କର୍ତ୍ତୃପକ୍ଷ ଅବଗତ ନଥିବାର ସୂଚନା ମିଳିଛି ।
ଏପରି କାର୍ଯ୍ୟ ପାଇଁ ଆଜିର ଆମର ସମାଜରେ ଏବଂ ସଂସ୍କୃତିରେ କଳାଦାଗ ଲାଗିବାରେ ଲାଗିଛି । ଲୋକମାନେ ନିଜର ସ୍ୱାର୍ଥ ପାଇଁ ଏତେ ତଳକୁ ଖସି ଯାଉଛନ୍ତି ଯାହା ମଣିଷ ଭାବନାର ବାହାରେ । ଏହା ଦ୍ୱାରା କେବଳ ସେମାନଙ୍କର ନିନ୍ଦା ହେଉନାହିଁ ବରଂ ସମଗ୍ର ମାନବ ଜାତିର କଳଙ୍କ ସମାଜରେ ଲାଗିଯାଉଛି । ତେଣୁ ଆପଣ ମାନେ କେବେବି ଏହିପରି କାମ କରନ୍ତୁ ନାହିଁ ଯାହା ଦ୍ୱାରା ଆମ ସମାଜକୁ ନିନ୍ଦାର ଶିକାର ହେବାକୁ ପଡିବ ।