ଦେଖନ୍ତୁ ollywood news- ଏତେ ଦିନ ପରେ ଅଭିନେତା ଅରିନ୍ଦମ୍ ଓ ତାଙ୍କ କୁନି ପୁଅର ମସ୍ତି ଭିଡିଓ ସାମ୍ନାକୁ ଆସିଛି…ଦେଖନ୍ତୁ video

ଯେତେବେଳେ ଓଡ଼ିଆ ସିନେମା ବା ଅଭିନୟ ଜଗତର କଥା ଆସେ ସେତେବେଳେ ସମସ୍ତେ ଖୁସି ହୋଇ ଯାନ୍ତି। କାରଣ ଓଡ଼ିଆ ସିନେମା ର ହିରୋ ବା ହିରୋଇନ୍ ସମସ୍ତଙ୍କ ଅଭିନୟ ଅନୁସାରେ ସମସ୍ତଙ୍କୁ ବେଶ୍ ଆକର୍ଷିତ କରିଥାନ୍ତି। ସେଥିପାଇଁ ଦର୍ଶକ ସେମାନଙ୍କୁ ବହୁତ ପସନ୍ଦ। ସେମାନଙ୍କ ପ୍ରତିଦିନ କାର୍ଯ୍ୟକଳାପ କୁ ୟୁ ଟୁବ୍, ଫେସବୁକ ଏବଂ ଇନଷ୍ଟାଗ୍ରାମ୍ ରେ ଅପଲୋଡ଼ କରି ଚର୍ଚ୍ଚା ରେ ରହିବା ପାଇଁ ଇଛା ପ୍ରକାଶ କରିଥାନ୍ତି। ଆଉ ଦର୍ଶକ ମାନେ ମଧ୍ୟ ତାଙ୍କ ର ଦୈନନ୍ଦିନ ଜୀବନରେ କଣ ସବୁ ଘଟୁଛି ତାହା ସବୁ ଜାଣିବା ପାଇଁ ସବୁବେଳେ ସୋସିଆଲ ମିଡ଼ିଆରେ ଆକ୍ଟିଭ ରହିଥାନ୍ତି।

ତେବେ ଆପଣ ମାନେ ସମସ୍ତେ ଜାଣିଥିବେ ଆମ ଦେଶ ହେଉଛି କଳା ଓ ସଂସ୍କୃତି ର ଏକ ରୂପ। କଳାକାର ହେଉଛନ୍ତି କଳା ର ପ୍ରେମୀ। ଆଉ ତାଙ୍କର ଅଭିନୟ ର ଯାଦୁ ରେ ସେମାନେ ଦର୍ଶକ ମାନଙ୍କୁ କରିଥାନ୍ତି ପାଗଳ।

ଆଉ ଯାହା ପାଇଁ ଦର୍ଶକ ମାନେ ଚାହିଁ ବସିଥାନ୍ତି ସେହି କଳାକାର ମାନଙ୍କର ଅଭିନୟ ର ଯାଦୁ କୁ ଟିକିଏ ଦେଖିବା ପାଇଁ ଆଉ ମନର କ୍ଳାନ୍ତି କୁ ସବୁଦିନ ପାଇଁ ଦୂର କରି ଦେବା ପାଇଁ। ତେଣୁ ସେହିଭଳି ଜଣେ କଳାକାର ଯିଏକି ନିଜର ସ୍ୱାସ୍ଥ୍ୟବସ୍ଥା କୁ ନେଇ ସୋସିଆଲ ମିଡ଼ିଆ ରେ ବର୍ତ୍ତମାନ ଚର୍ଚ୍ଚା ଚାଲିଛି ।

ଆଉ ସେହି ହେଉଛନ୍ତି ଓଲିଉଡ୍ ଜଗତର ହିରୋ ଅରିନ୍ଦମ । ସେ ବହୁତ ଫିଲ୍ମ କରିଛନ୍ତି। ତାର ପ୍ରତିଟି ସିନେମା କୁ ଦର୍ଶକ ବହୁତ ପସନ୍ଦ କରିଥାନ୍ତି। ଅରିନ୍ଦମ ବହୁତ ଫିଲ୍ମ ରେ ଅଭିନୟ କରି ସମସ୍ତଙ୍କର ହୃଦୟକୁ ଛୁଇଁ ପାରିଛି। ତାଙ୍କ ଅଭିନୀତ ଫିଲ୍ମ କୁ ଦର୍ଶକ ବେଶ୍ ଖୁସି ରେ ଉପଭୋଗ କରିଥାନ୍ତି।

ତେବେ ହିରୋ ଅରିନ୍ଦମ ଯିଏକି ସୁଖ୍ୟାତି ଅର୍ଜନ କରି ଜଣେ ଭଲ ହିରୋ ଭାବରେ ମଧ୍ୟ ପରିଚିତ ହୋଇ ପାରିଛନ୍ତି । ତେବେ ସେ ଗୋଟିଏ ପରେ ଗୋଟିଏ ସଫଳତାର ସିଢ଼ି ଚଢ଼ି ବର୍ତ୍ତମାନ ସମୟରେ ଓଲିଉଡ଼ ରେ ନିଜ ପାଇଁ ଏକ ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିବା ପାଇଁ ମଧ୍ୟ ବହୁତ ସଂଘର୍ଷ କରିଛନ୍ତି । ଅରିନ୍ଦମ ଅନେକ ସୁପରହିଟ୍ ଫିଲ୍ମ ରେ ତାଙ୍କର ଚମତ୍କାର ଅଭିନୟ ପାଇଁ ବେଶ୍ ଚର୍ଚ୍ଚିତ ରହିଥାନ୍ତି।

ତେବେ ବର୍ତ୍ତମାନ ଏକ ଦଶହରା ପର୍ବ ରେ ସେ ସମସ୍ତଙ୍କୁ ଶୁଭେଚ୍ଛା ଜ୍ଞାପନ କରିବା ସହିତ ସମସ୍ତଙ୍କ ମନସ୍କାମନା ପୂର୍ଣ୍ଣ ହେଉ ବୋଲି ମା ଦୁର୍ଗାଙ୍କ ପାଖରେ ପ୍ରାର୍ଥନା କରିଛନ୍ତି। ଅରିନ୍ଦମ ଙ୍କ ଆଉ ଗୋଟିଏ ଭିଡିଓ ଆସିଛି ଯେଉଁଥିରେ ଅରିନ୍ଦମ ତାଙ୍କ ପୁଅ ସହିତ ମସ୍ତି କରୁଥିବାର ଦେଖିବାକୁ ମିଳିଛି। ଆଉ ଯାହାକୁ ସୋସିଆଲ ମିଡ଼ିଆରେ ଅପଲୋଡ଼ କରିଛନ୍ତି। ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।