ଶ୍ମଶାନରୁ ଛାତିଥରା Live video – ଏକାଠି ଜଳୁଛି ପରିବାର ଗୋଟିଏ ଦିନର – ସମାନ ସମୟର ର 3 ଜଣଙ୍କ ର ଜୁଇ….ଭିଡିଓ ଦେଖିଲେ ଆଖିରୁ ଲୁହ ଆସିଯିବ
କୁହାଯାଏ କି ଜୀବନ ର କୌଣସି ମାନେ ନାହିଁ, ଏହା କହିବାର ଅର୍ଥ ଏହା କି ଯେ, ଆମ ପାଦ ର ସଂଗେ ସଂଗେ ମୃତ୍ୟୁ ଚାଲିଛି କେତେବେଳେ ଏହା କାହାକୁ ତାର ସ୍ୱୀକାର କରିନବ ତାହା କେହି ବି ଜାଣିନଥାନ୍ତି।ତେବେ ସୋସିଆଲ ମିଡ଼ିଆ ରେ ଏହିପରି ଅନେକ ଘଟଣା ଆପଣ ମଧ୍ୟ ଦେଖୁଥିବେ କିପରି ଅନେକ ବ୍ୟକ୍ତି ଯାଉ ଯାଉ ମୃତ୍ୟୁ ମୁଖରେ ପଡି ଯାଇଥାନ୍ତି ।
ତେବେ ବର୍ତ୍ତମାନ ସୋସିଆଲ ମିଡ଼ିଆ ରେ ଏହିପରି ଏକ ଘଟଣା ଦେଖିବାକୁ ମିଳିଛି ଯାହା ବିଷୟ ରେ ଜାଣିଲେ ଆପଣ ଙ୍କ ଆଖିରୁ ଧାର ଧାର ହୋଇ ଲୁହ ଝରି ଯିବ। ତେବେ ମଣିଷ ଜୀବନରେ କେତେବେଳେ କଣ ଘଟିବାର ଥାଏ ,ତାହା କାହାକୁ ମଧ୍ୟ ଜଣା ନଥାଏ ଏବଂ ମଣିଷ ମଧ୍ୟ କେବେ ଚିନ୍ତା କରିନଥାଏ ଯେ ତା ସହ ମଧ୍ୟ ଏମିତି ଘଟିପାରେ ।
ଅନେକ ସମୟ ଆପଣ ମାନେ ନିଶ୍ଚିତ ରୂପେ ଦେଖିଥିବେ ଯେ ଆକସ୍ମିକ ମୃତ୍ୟୁ ଓ ଆକସ୍ମିକ ଦୁର୍ଘଟଣା ଆମ ଆଖି ସାମ୍ନାରେ ଘଟିଯାଇଥାଏ । ଯାହା ଅତ୍ୟନ୍ତ ଦୁଃଖଦାୟକ ହୋଇଥାଏ , ମଣିଷ ଜନ୍ମ ହୋଇଛି ମାନେ ତାର ମୃତ୍ୟୁ ସୁନିଶ୍ଚିତ । କିନ୍ତୁ ଏପରି ଆକସ୍ମିକ ଭାବରେ ମୃତ୍ୟୁ ଘଟିବା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରାଇଥାଏ । ମନରେ ଏକ ପ୍ରକାର ଭୟ ମଧ୍ୟ ସୃଷ୍ଟି କରିଥାଏ ।
ଯେଉଁ ଭିଡିଓ ବର୍ତ୍ତମାନ ସମୟରେ ପ୍ରଚୁର ମାତ୍ରାରେ ଭାଇରାଲ ହେବାରେ ଲାଗିଛି । ଆପଣ ମାନେ ଜାଣିଲେ ଆଶ୍ଚର୍ଯ୍ୟ ହୋଇଯିବେ ଏବଂ ଦୁଃଖ ପ୍ରକାଶ କରିବେ । ତେବେ ଗୋଟିଏ ଜୁଇରେ ଜଳିଗଲେ ବାପା, ମା ଓ ପୁଅ। ତାହେଲେ ଜାଣିବା ଘଟଣାର ସମ୍ପୂର୍ଣ୍ଣ ତଥ୍ୟ ବିଷୟରେ ।
ତେବେ ତିନି ବର୍ଷ ତଳେ ବିବାହ ହୋଇଥିଲା। ଆଉ ଯେତେବେଳେ ପୁଅ ହେଲା ମାଟିରେ ପାଦ ଲାଗିଲା ନାହିଁ, ଖୁସି ଆହୁରି ଦୁଇ ଗୁଣା ହୋଇଗଲା। ବାପା ମା କାମ ସାରି ପୁଅକୁ ଦେଖିଲେ ପେଟ ପୁରି ଯାଉଥିଲା। ଆଉ ଏବେ ଗୋଟିଏ ଜୁଇରେ ଜଳୁଛି ପରିବାରର ସ୍ୱପ୍ନ। ଗୋଟିଏ ଜୁଇରେ ବାପା, ମା ଓ ଦୁଇ ବର୍ଷର ପୁଅ ଜଳୁଛି। ଏଭଳି ଅଭାବନୀୟ ଘଟଣା ଦେଖିବାକୁ ମିଳିଛି କଳିଙ୍ଗନଗର ଥାନ ୫୩ ନଂ ଜାତୀୟ ରାଜପଥ ଚାନ୍ଦିଆ ପଞ୍ଚାୟତ ମାଇସାହି ନିକଟରେ।
ଯେତେବେଳେ ପୁରା ପରିବାର ବାଇକ ରେ ଯାଉଥିଲେ ସେତେବେଳେ ପଛ ପଟରୁ ଧକ୍କା ଦେଇଥିଲା ଏକ କାର୍। ତାପରେ ଘଟି ଯାଇଥିଲା ଏଭଳି ଦୁର୍ଘଟଣା। ତାପରେ ଉତ୍ୟକ୍ତ ହୋଇ ଲୋକେ ସେହି କାର୍ କୁ ବି ଜାଳିଦେଲେ। ତେବେ ଗାଡ଼ି ଚଳେଇବା ବେଳେ ସମସ୍ତେ ରହିବା ଉଚିତ୍। ଯେମିତି ଆମ ଚକା ତଳେ ଗୋଟିଏ ପିମ୍ପୁଡ଼ି ର ବି ଜୀବନ ନ ଯାଉ।