ଦେଖନ୍ତୁ ଭିଡ଼ିଓ – ଭାଉଜଙ୍କୁ ଦୋଷୀ କହି ଫେସବୁକ୍ LIVEରେ ସୁଇସାଇଡ୍ କଲେ ଯୁବକ, ଭାଇରାଲ ହେଲା ଭିଡିଓ …କହିଲେ ମୋ ଭାଉଜ ମୋତେ ପ୍ରତିଦିନ ରାତିରେ ଛିଃ ଛିଃ….
ଆପଣ ମାନେ ତ ଜାଣନ୍ତି କି ଆଜିର ଯୁଗ ହେଉଛି ସୋସିଆଲ ମିଡିଆର ଯୁଗ । ଏବେକା ସମୟରେ ପ୍ରତ୍ୟେକ ମନୁଷ୍ୟ ସୋସିଆଲ ମିଡିଆର ବ୍ୟବହାର କରୁଛନ୍ତି । ଏହା ସହିତ ନିଜର ସମସ୍ତ ସୁଖ , ଦୁଃଖ ସମ୍ପର୍କରେ ସେମାନେ ଏଥିରେ ସେୟାର କରିଥାନ୍ତି । ଯାହାଙ୍କର କଥାକୁ କେତେକ ଲାଇକ, କମେଣ୍ଟ କରନ୍ତି ତ ପୁଣି କେତକ ଲୋକ ତାହାକୁ ପସନ୍ଦ କରି ଅନେକଙ୍କ ପାଖକୁ ସେୟାର କରିଥାନ୍ତି ।
ଅନେକ ସମୟରେ ଆମ ମାନଙ୍କୁ ସେଥିରୁ ସମସ୍ତ ଆଶ୍ଟର୍ଯ୍ୟର କଥା ଶୁଣିବାକୁ ମିଳିଥାଏ ଏବଂ କୌଣସି ସ୍ଥାନରେ କିଛି ହେଲେ ତାହା ଆମକୁ ଲାଇଭ ଦେଖିବାକୁ ମଧ୍ୟ ମିଳିଥାଏ । ତେବେ ଆଜି ଆମେ ଆପଣ ମାନଙ୍କୁ ଏପରି ଏକ କଥା ବିଷୟରେ କହିବୁ ଯାହାକୁ ଶୁଣିଲେ ଆପଣ ମାନଙ୍କ ଦେହ ଥରି ଉଠିବ ।
ଏବେକା ସମୟରେ ସୋସିଆଲ ମିଡିଆରେ ଏକ ଭିଡିଓ ବହୁତ ମାତ୍ରାରେ ଭାଇରାଲ ହେବାରେ ଲାଗିଛି ଯେଉଁଥିରେ ଜଣେ ଯୁବକ ଲାଇଭ ରହିକରି ଆତ୍ମହତ୍ୟା କରିଛନ୍ତି । ଏହା ଦେଖି ସମସ୍ତେ ବହୁତ ସ୍ତବ୍ଧ ହୋଇ ଯାଇଛନ୍ତି , ଏହି ଘଟଣାକୁ ଦେଖିବା ପରେ ସମସ୍ତଙ୍କ ମନରେ ଗୋଟିଏ ପ୍ରଶ୍ନ କି ସେ ଏପରି କାହିଁକି କରିଛନ୍ତି , ତେବେ ଏତିର କାରଣ ମଧ୍ୟ ସେହି ବ୍ୟକ୍ତି ଜଣକ କହିଛନ୍ତି ।
ଏହି ଘଟଣାଟି ଢେଙ୍କାନାଳ ଜିଲ୍ଲାର ତରଭା ଗ୍ରାମର ଅଟେ , ଯେଉଁଠାରେ ଜଣେ ଯୁବକ ଫେସବୁକରେ ଲାଇଭ ରହିକରି ଆତ୍ମହତ୍ୟା କରିଛନ୍ତି । ତାଙ୍କର ନାମ ହେଉଛି କୁନାଲ ସ୍ୱାଇଁ , ସେ ମୋବାଇଲ ଟାୱାରରେ କାମ କରନ୍ତି । ତେବେ ମୃତ୍ୟୁ ପୂର୍ବରୁ ସେ ଏକ ପୋଷ୍ଟ ସେୟାର କରିଥିଲେ ଏବଂ କହିଥିଲେ କି ଏହା ହେଉଛି ତାଙ୍କର ଶେଷ ପୋଷ୍ଟ । ଜୀବନର ଶେଷ ମୂହୂର୍ତ୍ତକୁ ସେ ଏହି ଫେସବୁକରେ ଲାଇଭ ରହିକରି କଟାଇଥିଲେ ତାହା ପରେ ତାଙ୍କ ଜୀବନ ଚାଲିଯାଇଥିଲା ।
ସେ ହାତରେ ବିଷ ବୋତଲ ଧରିଥିଲେ ଏବଂ ଆଖିରେ ଲୁହ ଏହାପରେ ବିଷ ପିଇଦେଇଥିଲେ , କୁନାଲ ବିଷ ପିଇବା ପରେ ଘର ଲୋକ ଡାକ୍ତର ଖାନା ନେଇଯାଇଥିଲେ ମାତ୍ର ସେତେବେଲେ ବି ତାଙ୍କ ଦେହ ସାରା ଚରି ଯାଇଥିଲା ଯେଉଁଥିପାଇଁ ତାଙ୍କର ମୃତ୍ୟୁ ହୋଇଥିଲା ।
ମୃତ୍ୟୁ ପୂର୍ବରୁ ସେ ଏହା ମଧ୍ୟ କହିଥିଲେ କି ସେ ଏପରି କରୁଛନ୍ତି , କଣ ପାଇଁ ସେ ଆଉ ବଞ୍ଚିବା ପାଇଁ ଚାହୁଁନାହାନ୍ତି । କୁନାଲ କହିଥିଲେ କ ସେ ତାଙ୍କର ଭାଉଜଙ୍କ ଦ୍ୱାରା ପଡୁଥିବା ମାନସିକ ଚାପକୁ ଆଉ ସହ୍ୟ କରି ପାରୁନାହାନ୍ତି । କେବଳ ଭାଉଜ ନୁହେଁ ଭାଉଜଙ୍କ ସହିତ ମଧ୍ୟ କିଛି ଗ୍ରାମର ଲୋକମାନେ ତାଙ୍କୁ ବହୁତ ହଇରାଣ କରୁଛନ୍ତି ତେଣୁ କରି ସେ ସର୍ବଦା ମାନସିକ ଚାପରେ ରହୁଛନ୍ତି ।
ଆଉ ସେ ଏଗୁଡିକୁ ସହ୍ୟ କରିପାରୁନାହାନ୍ତି ପରେ ଆତ୍ମହତ୍ୟା ପରି ଏକ ରାସ୍ତାକୁ ବାଛିଛନ୍ତି । ମାତ୍ର ସେ ଏହା ମଧ୍ୟ କହିଛନ୍ତି କି ଏତିରେ ତାଙ୍କର ବାଇଙ୍କର କିଛି ଦୋଷ ନାହିଁ ତାଙ୍କ ଭାଇ ଏହି ସମସ୍ତ କଥା କିଛି ଜାଣନ୍ତି ନାହିଁ ।
ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।