ଦେଖନ୍ତୁ ollywood ଭିଡିଓ ! ଦେଖନ୍ତୁ କେମିତି ନିଜ ସ୍ତ୍ରୀ ଶ୍ରୀୟା ଓ କୁନି ଝିଅ ସହ ଜନ୍ମଦିନ ଖୁସିରେ ପାଳନ କରିଥିଲେ..ଏହି ଭି଼ଡିଓ ଭାଇରାଲ୍ ହେଉଛି ମାତ୍ର 4 ଘଣ୍ଟାରେ 16 କୋଟି ରୁ ଅଧିକ ଲୋକ ଦେଖି ସାରିଲେଣି…
ନମ୍ବର ୱାନ ଗାୟକ ଭାବରେ ପରିଚିତ ହ୍ୟୁମାନ ସାଗର ଯିଏ କି ତାଙ୍କର ସୁନ୍ଦର କଣ୍ଠ ମାଧ୍ୟମ ରେ ପୁରା ଓଡ଼ିଶାର ଦର୍ଶକଙ୍କ ମନରେ ରାଜ କରୁଛନ୍ତି | କିନ୍ତୁ ବର୍ତ୍ତମାନ ସମୟରେ ଓଡ଼ିଆ କଣ୍ଠଶୀଳ୍ପ ହ୍ୟୁମାନ ସାଗର ଙ୍କ ବିରୁଦ୍ଧରେ ତାଙ୍କ ସ୍ତ୍ରୀ ଏବେ ଅଭିଯୋଗ ଆଣିଛନ୍ତି ଆଉ ଅଭିଯୋଗ ରେ କହିଛନ୍ତି କି ହ୍ୟୁମାନ ମତେ ବହୁତ ମାରୁଛନ୍ତି | ସବୁବେଳେ ମତେ ଶାରୀରିକ ଓ ମାନସିକ ନିର୍ଯ୍ୟାତନା ଦେଉଛନ୍ତି, ତାଙ୍କର ଏଭଳି ଅତ୍ୟାଚାର କୁ ମୁଁ ଆଉ ସହି ପାରୁ ନାହିଁ | ଯାହାଙ୍କ ଗୀତରେ ରାଜ୍ୟରେ ସବୁ ଯୁବପିଢ଼ି ମତୁଆଲା ହୁଅନ୍ତି ଯାହାଙ୍କର ଗୀତ କୁ ସମସ୍ତେ ସବୁବେଳେ ଗୁଣ ଗୁଣାଉ ଥାଆନ୍ତି ସେହି ହ୍ୟୁମାନ ସାଗର ଏବେ ନିଜ ସ୍ତ୍ରୀ ନିର୍ଯାତନା ମାମଲା ରେ ଛନ୍ଦି ହୋଇ ଯାଇଛନ୍ତି |
ହ୍ୟୁମାନ କୁଆଡେ ଗଲା କିଛି ମାସ ହେବ ସ୍ତ୍ରୀଙ୍କୁ ଅବହେଳା କରିବା ସହିତ ଶାରୀରିକ ଏବଂ ମାନସିକ ନିର୍ଯ୍ୟାତନା ଦେଉ ଥିଲେ | ଆଉ ରାତିରେ ଘରକୁ ଆସିଲେ ସ୍ତ୍ରୀ ଙ୍କୁ ମାଡ଼ ମାରୁ ଥିଲେ, ଖରାପ ବ୍ୟବହାର କରୁ ଥିଲେ ଏବଂ ପୂର୍ବ ଭଳି ତାଙ୍କୁ କୁଆଡେ ଆଉ ଭଲ ପାଉ ନଥିଲେ |
ଏହା ସହିତ ସେ ତାଙ୍କ ସ୍ତ୍ରୀ ଙ୍କୁ ଧର୍ମ ପରିବର୍ତ୍ତନ କରିବା ପାଇଁ ମଧ୍ୟ ବାଧ୍ୟ କରୁ ଥିଲେ | ତେବେ ଏହି ସବୁ ବିବାଦୀୟ ମଧ୍ୟରେ ଏକ ଭିଡ଼ିଓ ସାମ୍ନା କୁ ଆସିଛି ଯେଉଁଠି ବେସ ଖୁସିବାସ ର ସହିତ ହ୍ୟୁମାନ ଆଉ ଶ୍ରୀୟା ତାଙ୍କ ଝିଅର ଜନ୍ମଦିନ କୁ ସେଲିବ୍ରେସନ କରୁଛନ୍ତି |
ଏକ ଭିଡ଼ିଓ ମାଧ୍ୟମ ରେ ଦେଖିବା ପାଇଁ ମିଳିଛି କି ହ୍ୟୁମାନ ସାଗର ଙ୍କ ଝିଅର ଜନ୍ମଦିନ ରହିଛି ଆଉ ତାଙ୍କ ଝିଅ ଙ୍କ ଜନ୍ମଦିନ କୁ ସେ ଖୁବ ଧୂମଧାମ ରେ ସେଲିବ୍ରେସନ କରିଛନ୍ତି | ଶ୍ରୀୟା ଆଉ ହ୍ୟୁମାନ ପ୍ରଥମେ ତାଙ୍କ ଝିଅ ଙ୍କୁ କେକ କଟା କରାଇ ଥିଲେ ଏହାପରେ ବେସ ଖୁସି ରେ ସମସ୍ତ ଙ୍କୁ କେକ ଖୁଆଇ ଦେଇ ଥିଲେ | ହ୍ୟୁମାନ ସାଗର ଙ୍କ ମା ମଧ୍ୟ ଏଠାରେ ଦେଖିବା ପାଇଁ ମିଳିଛନ୍ତି ଯାହାକି ସେ ମଧ୍ୟ ବେସ ଖୁସିବାସ ରେ ଜନ୍ମଦିନ ଟିକୁ ପାଳନ କରୁ ଥିବାର ଦେଖିବା ପାଇଁ ମିଳୁଛନ୍ତି |
କିନ୍ତୁ ଅନ୍ୟ ପଟରେ ହ୍ୟୁମାନ ଙ୍କ ପତ୍ନୀ ଶ୍ରୀୟା ହ୍ୟୁମାନ ଙ୍କ ନାଁ ରେ ଅଭିଯୋଗ ଆଣିଛନ୍ତି କି ଝିଅ ହେବାକୁ ନେଇ ହ୍ୟୁମାନ ଖୁସି ନଥିଲେ ଆଉ ଝିଅ ହେବା ଦିନରୁ ହିଁ ସେ ତାଙ୍କ ଉପରେ ଅତ୍ୟାଚାର ଆରମ୍ଭ କରି ଦେଇ ଥିଲେ | କିନ୍ତୁ ଏହି ଜନ୍ମଦିନ ରେ ଉଭୟ ହ୍ୟୁମାନ ଓ ଶ୍ରୀୟା ବେସ ଖୁସିବାସ ରେ ସେଲିବ୍ରେସନ କରିଛନ୍ତି ଏବଂ ଉଭୟ ଙ୍କ ମଧ୍ୟରେ ଭଲ ପାଇବା ମଧ୍ୟ ଦେଖିବା ପାଇଁ ମିଳୁଛି | ତେବେ ଘଟଣା ର ତଦନ୍ତ ପରେ ହିଁ ଜଣା ପଡ଼ିବ କି ହ୍ୟୁମାନ ସତ କହୁଛନ୍ତି ନା ଶ୍ରୀୟା ସତ କହୁଛନ୍ତି | ଶ୍ରୀୟା ଅଭିଯୋଗ ଆଣିଥିବା ବେଳେ ହ୍ୟୁମାନ ସାଗର ଏହି ସବୁ ଅଭିଯୋଗ କୁ ଖଣ୍ଡନ କରିଛନ୍ତି ଆଉ କହିଛନ୍ତି କି ଏହା ହେଉଛି ଶ୍ରୀୟା ଙ୍କର ଏକ ଚାଲ |