ଦେଖନ୍ତୁ Socking ଭିଡ଼ିଓ – ଜଙ୍ଗଲ ରାସ୍ତାରେ ଶୁଭୁଛି ମଲା ପୁଅର କାନ୍ଦ..ଭେଣ୍ଡିଆ ପୁଅକୁ ହରାଇ ଝୁରୁଛି ବିଧବା ମା…,Video ଦେଖିଲେ ଆପଣଙ୍କ ହୋସ ଉଡିଯିବ…

ଆପଣ ମାନେ ବେଶ ଭଲ ଭାବରେ ଜାଣିଥିବେ କୁ ସୋସିଆଲ ମିଡ଼ିଆରେ କିଛି ଦିନ ଆଗରୁ ଭାଇରାଲ ହେବାକୁ ଲାଗିଥିଲା ବ୍ରିଜେଶ ଙ୍କର ମୃତ୍ୟୁ ଘଟଣା | ଆଉ ଯାହା ଜଣା ପଡିଥିଲା କି ଗାଡ଼ି ଦୁର୍ଘଟଣା ରେ ରାସ୍ତା ଉପରେ ଚାଲି ଯାଇଥିଲା ବ୍ରିଜେଶ ଙ୍କର ଜୀବନ | ତେବେ ବର୍ତ୍ତମାନ ବ୍ରିଜେଶ ଙ୍କ ଆତ୍ମ ଚାରିଆଡେ କୁଆଡେ ଘୁରି ବୁଲୁଛି | ତାଙ୍କର ନିଜ ଲୋକ ମାନଙ୍କର କଥା କୁ ଭାବି କୁଆଡେ କାନ୍ଦିବାକୁ ଲାଗୁଛି |

ଆଉ ଏମିତି ମୃତ୍ୟୁ ପାଇଁ ତାଙ୍କର ପରିବାର ଯେମିତି ଝୁରି ହେଉଛନ୍ତି ବ୍ରିଜେଶ ଙ୍କୁ ସେ ମଧ୍ୟ ତାଙ୍କ ପରିବାର କୁ ଝୁରି ହେଉଛନ୍ତି | ତାହେଲେ ଆସନ୍ତୁ ଭାଇରାଲ ହେଉଥିବା ସମ୍ପୂର୍ଣ୍ଣ ଘଟଣା ଉପରେ ନଜର ପକାଇବା |

ତେବେ ଯାହା କୁହା ଯାଉଛି କି ଏକ ବସ ଆସି ବ୍ରିଜେଶ ଙ୍କ ସହିତ ମାଡ଼ ହେବା ଫଳରେ ହଠାତ ଚାହୁଁ ଚାହୁଁ ଚାଲି ଯାଇଥିଲା ତାଙ୍କର ଜୀବନ | ଆଉ ତାଙ୍କର ଏହିଭଳି ଜୀବନ ଯିବାକୁ ସେ ଗ୍ରହଣ କରି ପାରି ନାହାନ୍ତି |

କିଛି ଦିନ ପୂର୍ବରୁ ସେହି ରାସ୍ତା ଉପରେ ବ୍ରିଜେଶର ବାପା ଙ୍କର ପ୍ରାଣ ଯାଇଥିଲା ଆଉ ସେହି ରାସ୍ତାରେ ଆଜି ବ୍ରିଜେଶ ଙ୍କର ମଧ୍ୟ ଜୀବନ ଯାଇଛି ବୋଲି କୁହାଯାଉଛି | ଯାହାକୁ ଗ୍ରହଣ କରି ପାରି ନାହାନ୍ତି ବ୍ରିଜେଶ | ଆଉ ତାଙ୍କର ଘର ଏବେ ପୁରୁଷ ଶୂନ୍ୟ ହୋଇ ଯାଇଛି |


ତେଣୁ ବ୍ରିଜେଶ ର ଆତ୍ମ ଏବେ କୁଆଡେ ଘୁରି ବୁଲୁଛି ରାସ୍ତାରେ , ଆଉ କଣ ପାଇଁ ତାଙ୍କ ସହିତ ଏମିତି ଗୋଟିଏ ଘଟଣା ଘଟିଲା ବୋଲି କହିବୁଲୁଛି | ବ୍ରିଜେଶ ର ଆତ୍ମା ମଧ୍ୟ କୁଆଡେ ତାର ବିଧବା ମା ଓ ଭଉଣୀ କୁ ଖୋଜି ବୁଲୁଛି | ତାହା ସହିତ ଯାହା କୁହାଯାଉଛି କି ତାଙ୍କର ଆତ୍ମା ମା ଭଉଣୀଙ୍କ ପାଖରେ ରହିବା ପାଇଁ ଚାହୁଁଛନ୍ତି ଏବଂ କହୁଛନ୍ତି କି ବଞ୍ଚିଲା ବେଳେ ତୋ ରହି ପାରିଲିନି ସାଙ୍ଗରେ ମରିବା ପରେ ଆତ୍ମ ହୋଇ ରହିବି ଆଉ ସମସ୍ତଙ୍କ କଥା ବୁଝିବେ ।

ତେବେ ବ୍ରିଜେଶ ଙ୍କର ଭୂତ କୁଆଡେ ବର୍ତ୍ତମାନ ରାସ୍ତା ରେ ଘୁରି ବୁଲୁଛି ବୋଲି ତାଙ୍କର ସାହି ପଡିଶା ର ଲୋକ ମାନେ କହୁଛନ୍ତି | ଆଉ ଯାହା କୁହାଯାଉଛି କି ରାସ୍ତା ଉପରେ ବ୍ରିଜେଶ ଙ୍କ ଆତ୍ମ ବୁଲୁଛି ଏବଂ ତାର ପ୍ରିୟ ଜିନିଷ କୁ ମଧ୍ୟ ଖୋଜି ବୁଲୁଛି | ଏହା ସହିତ ବ୍ରିଜେଶ ତାଙ୍କର ପ୍ରିୟ ବାଇକ କୁ ମଧ୍ୟ ଖୋଜିବାକୁ ଲାଗିଛନ୍ତି ଯାହା ତାଙ୍କର ପଡିଶା ଲୋକମାନେ କହୁଛନ୍ତି | ଆଉ ଏହି ଦୁଃଖ ଭରା କଥା ବର୍ତ୍ତମାନ ସୋସିଆଲ ମିଡ଼ିଆରେ ଭାଇରାଲ ହେବାରେ ଲାଗିଛି |