ପ୍ରଥମଥର ଚୁଡିଦାର ପିନ୍ଧି ଗାଉଁଲି ଝିଅ ” Meethi Meethi Batan ” ଗୀତରେ କଲେ ଜବରଦସ୍ତ Hot ଡ୍ୟାନ୍ସ… ଭିଡ଼ିଓ ଦେଖିଲେ ନିଜକୁ ସମ୍ଭାଳି ପାରିବେନି…

ଆମ ସମାଜ ରେ ସୋସିଆଲ ମିଡ଼ିଆ ଏପରି ଏକ ପ୍ଲାଟଫର୍ମ ଯାହା ସାଧାରଣ ଲୋକ ଙ୍କୁ ମଧ୍ୟ ସେଲିବ୍ରେଟି ବନେଇ ଦେଇ ଥାଏ | ଆଜି କାଲି ଟେକନୋଲୋଜି ଦୁନିଆଁ ରେ ମଧ୍ୟ ବୃଦ୍ଧ ରୁ ଆରମ୍ଭ କରି ଛୋଟ ଛୁଆ ପର୍ଯ୍ୟନ୍ତ ସମସ୍ତେ ସୋସିଆଲ ମିଡ଼ିଆ ସହିତ ଜଡ଼ିତ | ନିଜର କିଛି ପ୍ରତିଭା ହେଉ କି ଛୋଟ ଭିଡ଼ିଓ କରି ହେଉ ସମସ୍ତେ ଏହାକୁ ସୋସିଆଲ ମିଡ଼ିଆ ରେ ଉପଲୋଡ କରି ଲୋକ ମାନଙ୍କର ଭଲ ପାଇବାକୁ ହାସଲ କରି ପାରି ଥାଆନ୍ତି | କିଏ ଗୀତ ମାଧ୍ୟମ ରେ ତ ଆଉ କିଏ ନାଚ ମାଧ୍ୟମ ରେ ତ ଆଉ କିଏ ନିଜ ଜୀବନ ଶୈଳୀ କୁ ଭିଡ଼ିଓ କରି ସୋସିଆଲ ମିଡ଼ିଆ ଜଗତ ରେ ପ୍ରିୟ ର ପାତ୍ର ହୋଇ ପାରିଥାନ୍ତି |

ସମସ୍ତେ ପ୍ରାୟ ଇନଷ୍ଟା ରେ ଛୋଟ ଛୋଟ ରିଲ୍ସ ଭିଡ଼ିଓ କରି ଉପଲୋଡ କରି ଥାଆନ୍ତି ଆଉ ଲୋକ ମାନେ ମଧ୍ୟ ଏହାକୁ ଦେଖି ଖୁବ ପସନ୍ଦ କରିଥାନ୍ତି | ଆଗ କାଳରେ କିଛି ପ୍ରତିଭା ହେଉ କିଛି ସ୍ଥାନର କାର୍ଯ୍ୟକ୍ରମ ହେଉ ତାହା ଲୋକ ଲୋଚନ ସାମ୍ନା କୁ ଆସି ପାରୁ ନଥିଲା କିନ୍ତୁ ଏବେ ଟିକନିକ ଭିଡ଼ିଓ ସୋସିଆଲ ମିଡ଼ିଆ ରେ ଦ୍ୱାରା ସାମ୍ନା କୁ ଆସୁଛି ଆଉ ଏହା ଦ୍ୱାରା ଲୋକେ ଫେମସ ମଧ୍ୟ ହୋଇ ପାରୁଛନ୍ତି |

ତେବେ ଆପଣ ଅନେକ ସ୍ଥାନରେ ଫାଂକ୍ସନ କାର୍ଯ୍ୟକ୍ରମ ଆଦି ଦେଖି ଥିବେ କିନ୍ତୁ ଏହା ମଧ୍ୟ ଜାଣି ଥିବେ କି ଯଦି କେଉଁ ଠାରେ ଏକ ବଡ଼ ଫାଂକ୍ସନ ର ମାହଲ ହୋଇଛି ଆଉ ସେଠାରେ ନାଚ ଗୀତ ନ ହୋଇଛି ତେବେ ତାହା ମଜା ଲାଗିବ ନାହିଁ | ତେବେ ବର୍ତ୍ତମାନ ସମୟରେ ଏକ ଭିଡ଼ିଓ ରେ ଦେଖିବା ପାଇଁ ମିଳିଛି କି ଏକ ଫାଂକ୍ସନ ରେ ଏକ ସୁନ୍ଦରୀ ଯୁବତୀ ଖୁବ ମନଲୋଭା ଡ୍ୟାନ୍ସ କରି ଦେଖାଉଛନ୍ତି | ସେ ଡ୍ୟାନ୍ସ କରୁଥିବା ଗୀତ ଟି ହେଉଛି ମିଠି ମିଠି ବାତ ପେ ଯେଉଁ ଗୀତ ରେ କି ସେ ଏଭଳି ଡ୍ୟାନ୍ସ କରିଛନ୍ତି ଯାହା ସମସ୍ତ ଙ୍କୁ ମୁଗ୍ଧ କରି ଦେଇଛି |

ଡ୍ୟାନ୍ସ କରୁ ଥିବା ଏହି ଯୁବତୀ ଙ୍କର ନାଁ ହେଉଛି ସଙ୍ଗୀତା ଯିଏ କି ନାଚୁ ଥିବା ବେଳେ ତାଙ୍କ ନାଚ ରେ ପୁରା ମଜି ଯାଇଛନ୍ତି ଆଉ ସେଠାରେ ଉପସ୍ଥିତ ଥିବା ଲୋକ ମାନେ ମଧ୍ୟ ତାଙ୍କୁ ତାଳି ମାରି ଆହୁରି ଉତ୍ସାହିତ କରୁଛନ୍ତି | ତେବେ ବର୍ତ୍ତମାନ ସମୟରେ ଏଭଳି ଏକ ସୁନ୍ଦର ଭିଡ଼ିଓ ଖୁବ ଭାଇରାଲ ହେବାରେ ଲାଗିଛି ଯାହାକୁ ଦେଖି ଅନେକ ଲୋକ ସୁନ୍ଦର ସୁନ୍ଦର ପ୍ରତିକ୍ରିୟା ମଧ୍ୟ ରଖିଛନ୍ତି |