ଯୁବତୀଙ୍କ ପେଟ କାଟୁଥିଲା ,କିନ୍ତୁ ଡାକ୍ତର ବାବୁ ଦେହର ସବୁ ଆଡେ ଛୁଇଁ ପକେଇଲେ ……
ଶିଶୁ ବିଭାଗର ଡାକ୍ତର କିନ୍ତୁ ମନ ହେଉଛି ତାଙ୍କର ଅସମ୍ଭାଳ, ପେଟ କାଟିବାରୁ ଯୁବତୀ ଜଣଙ୍କ ଦେହ ଦେଖେଇବା ପାଇଁ ଗଲେ କିନ୍ତୁ ଏହି ଡାକ୍ତର ବାବୁ ଜଣଙ୍କ ଦେହର ସବୁଆଡେ ଛୁଇଁ ପକାଇଲେ | ଏମିତି ଛୁଇଁଲେ ଯେମିତି କୌଣସି ଡାକ୍ତର ଏମିତି ଛୁଇଁବ ନାହିଁ, ହଁ ଆଜ୍ଞା ଚିକତ୍ସାଳୟ ରେ ଏମିତି ଯୁବତୀ ଙ୍କର ସବୁଆଡେ ଛୁଇଁ ପକାଇଲେ |
ଆଉ ଏଭଳି କିଛି ଚେଷ୍ଟା କରୁ ଥିଲେ ଯାହାକି ଯୁବତୀ ଜଣଙ୍କ ବାହାରକୁ ଆସି କହିଲେ, କି ତାଙ୍କ ସହିତ ଡାକ୍ତର ବାବୁ କେମିତି ଅସଦାଚରଣ କରିଛନ୍ତି | ତେବେ ଏହାକୁ ନେଇ ଥାନାରେ ମଧ୍ୟ ଅଭିଯୋଗ ହୋଇଛି ଆଉ ଏହି ସମୟର ଭିଡ଼ିଓ ମଧ୍ୟ ଖୁବ ଭାଇରାଲ ହେବାରେ ଲାଗିଛି |
ଯେତେ ବେଳେ ଲୋକ ମାନେ ଡାକ୍ତର ବାବୁ ଙ୍କୁ ଅଟକ ରଖି ଥିଲେ ଯାହାକି ଅତି ରଙ୍ଗିଲା ଡାକ୍ତର ବାବୁ ମଦ ପିଇ ଡାକ୍ତରଖାନା ରେ ବସିଛନ୍ତି | ଆଉ ଯୁବତୀ ଦେହ ଦେଖାଇବା ପାଇଁ ଆସିବାରୁ ତାଙ୍କ ସହିତ ଅସଦାଚରଣ କରି ଥିଲେ |
ତେବେ ପିଆର୍ମ ହସ୍ପିଟାଲ ର ଜଣେ ଡାକ୍ତର ଏଭଳି କିଛି କାଣ୍ଡ କରିଛନ୍ତି ଯାହାକୁ ନେଇ ଅଭିଯୋଗ ପରେ ଏବେ ଡାକ୍ତର ବାବୁ ଗିରଫ ହୋଇଛନ୍ତି | ତେବେ ଜଣେ ନାବାଳିକା ଛାତ୍ରୀ ଙ୍କୁ ଡାକ୍ତର ଚିକିତ୍ସା ନାଁ ରେ ଅସଦାଚରଣ କରିଛନ୍ତି ଶରୀର ର ବିଭିନ୍ନ ଅଙ୍ଗକୁ ଛୁଇଁ ପକାଇଛନ୍ତି ଆଉ କିଛି ଅଧିକ କରିବା ପାଇଁ ମଧ୍ୟ ଚେଷ୍ଟା କରୁ ଥିଲେ |
ଯାହାକି ଯୁବତୀ ଜଣଙ୍କ ବାହାରକୁ ଆସିବା ପରେ ନିଜ ପରିବାର କୁ ଜଣାଇ ଥିଲେ, ତା ସହିତ ଯେଉଁ ହଷ୍ଟେଲ ରେ ରହି ପାଠ ପଢୁ ଥିଲେ ସେହି କର୍ତ୍ତୃପକ୍ଷ ଙ୍କୁ ଜଣାଇ ଥିଲେ ଆଉ ତାପରେ ଡାକ୍ତର ଙ୍କୁ କିଭଳି ଭାବେ ଅଟକ ରଖା ଯାଇଛି ତାହାର ଭିଡ଼ିଓ ଦେଖିବା ପାଇଁ ମିଳିଛି | ତେବେ ଏ ହେଉଛି ବାରିପଦା ପିଆର୍ମ ମେଡିକାଲ କଲେଜ ହସ୍ପିଟାଲ ର ଶିଶୁ ବିଭାଗର ଦୃଶ୍ୟ, ଯେଉଁଠି ଏ ବାବୁ ଜଣଙ୍କ କାର୍ଯ୍ୟରତ ଡାକ୍ତର ଅଟନ୍ତି |
ତେବେ ଜଣେ ନାବାଳିକା ଙ୍କର ଚିକିତ୍ସା ସମୟରେ ତାଙ୍କ ଦେହର ସବୁ ଆଡେ ଛୁଇଁ ପକାଇଲେ | ପେଟ କାଟୁ ଥିବାରୁ ଯୁବତୀ ଜଣଙ୍କ ହସ୍ପିଟାଲ ଯାଇ ଥିଲେ କିନ୍ତୁ ଡାକ୍ତର ବାବୁ ପେଟ କଟା ମେଡ଼ିସିନ କଣ ଦେବେ ଦେହରେ ଯେଉଁଠି ଛୁଇଁବା କଥା ନୁହେଁ ସେଠି ମଧ୍ୟ ଛୁଇଁ ପକାଇଲେ |
ଆଉ ସବୁକିଛି କରିବା ପାଇଁ ଚେଷ୍ଟା କରୁ ଥିଲେ କିନ୍ତୁ ସେହି ସମୟରେ ଯୁବତୀ ଜଣଙ୍କ ବାହାରକୁ ଦୌଡ଼ି ପଳାଇ ଆସି ଥିଲେ | ତେବେ ଗତ କାଲି ପୀଡିତା ଏବଂ ତାଙ୍କ ପରିବାର କୁ ଥାନାକୁ ଡାକି ବୟାନ ରେକର୍ଡ କରିବା ସହ ମାମଲା ରୁଜୁ କରିଛି |
ଅନ୍ୟ ପଟେ ଡାକ୍ତର ଜଣଙ୍କ ଏହି ଅଭିଯୋଗ କି ଖଣ୍ଡନ କରିଛନ୍ତି ଆଉ କହିଛନ୍ତି କି ସେ ନାବାଳିକା ଙ୍କ ପ୍ରତି କୌଣସି ଅସଦାଚରଣ କରି ନାହାଁନ୍ତି କେବଳ ଚିକିତ୍ସା ପାଇଁ ସ୍ୱାସ୍ଥ୍ୟ ଯାଞ୍ଚ କରୁ ଥିଲେ ବୋଲି କହି ଥିଲେ | ତେବେ ଏହାକୁ ନେଇ ପୋଲିସ ଏବେ ତଦନ୍ତ ଆରମ୍ଭ କରିଛି |
ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।