ଦେଖନ୍ତୁ ଭିଡିଓ – କେମିତି ରାନୀପଣ୍ଡା କ୍ରୋଧିତ ହୋଇ ଓଡିଶା ବାସୀ ଙ୍କୁ ଅଶୀଳ ଭାଷାରେ ଗାଳି କଲେ ….ପୁରା ଭିଡିଓ ଦେଖିଲେ ଆପଣ ମଧ୍ୟ ଆଶ୍ଚର୍ଯ୍ୟ ହେବେ…..
ମରିବ ସବୁ ଗୋଟେ ଗୋଟେ ହୋଇ ସବୁ ମରିବ , ରାନୀ ପଣ୍ଡା କହିଲେ ଏମିତି କଥା । ତାଙ୍କର ଆଖିର ଲୁହ ଦେଖେଇ କହିଛନ୍ତି ଏ ପାଇଁ ସମସ୍ତେ ହୋଇଯିବେ ଧୂଳିସାତ । ଏହା ସହିତ କହିଛନ୍ତି କି ଯିଏ ନାରୀକୁ ସମ୍ମାନ ଦେଇ ଜାଣିନାହିଁ ଯିଏ କଳାକୁ ସମ୍ମାନ ଦେଇ ଜାଣିନାହିଁ ସେ ହେଉଛି ଜଣେ ବାଳ କଳାକାର , ଯିଏ ନାରୀର ଦରଦ ବୁଝେନି ସେ କେବେବି ମଣିଷରେ ଗଣାନୁହେଁ ସେ ବ୍ୟକ୍ତି ପଶୁ ଠାରୁ ମଧ୍ୟ ହୀନ । ତମରି ମାନଙ୍କ ପାଇଁ ଏ ସଂସ୍କାର ନଷ୍ଟ ହୋଇଗଲାଣି । କିଛି ଯାତ୍ରା କଳାକରା ଆଜି ମଧ୍ୟ ଅବହେଳିତ ଅଛନ୍ତି ।
ରାନୀ କହିଛନ୍ତି କି ସେ ଯେତେ ଭାବୁଛନ୍ତି ଚୁପ ରହିବେ କାହାକୁ କିଛି କିହବେ ନାହିଁ , ସବୁବେଲେ ଯାତ୍ରା କଳାକାରଙ୍କୁ ସମ୍ମାନ ଦିଅନ୍ତି ସେମାନଙ୍କ ସହ ଝଗଡା କରିବାରକୁ ଚାହାନ୍ତି ନାହିଁ ସେମାନେ କାମ କରୁଛନ୍ତୁ ଏବଂ ଖୁସିରେ ରୁହନ୍ତୁ ଏହା ସବୁବେଳେ ରାନୀଚାହାନ୍ତି ବୋଲି କହିଛନ୍ତି ।
ରାନୀ କହିଲେ ଆଜି ତମ ମାନଙ୍କ ପାଇଁ ମୁଁ ମୋର ଯାହା କରେ ଭଲ ରେ ଅଛି , ରାନୀ ଦୁଇଟା ବାଉଁଶ ପୋତିକରି ମଧ୍ୟ ଯାତ୍ରା କରିପାରିବ ଏତିକି ରାନୀର ଦମ ରହିଛି ବୋଲି କହିଛନ୍ତି । ରାନୀ ପଣ୍ଡା ଯଦି ଆଇଟମର ଠୁମକା ଲଗେଇବ ତେବେ ଲୋକେ ତାହାକୁ ଦେଖିବା ପାଇଁ ଆସିବେ ।
ରାନୀ କହିଛନ୍ତି କି ସେ ରୋଡରେ ଆଇଟମ ସଙ୍ଗରେ ନାଚିବେ , ଲୋକେ ଦେଖିବେ ଏବଂ ପଇସା ଦେବେ ସେ ଗୋଟିଏ ରୋଡ ଡ୍ୟାନସର ମଧ୍ୟ ହେବେ । ଯଦି କାହାର ସେମିତି ଅକାତ ରହିଛି ତେବେ କର ମୋ ସାଙ୍ଗରେ କାହିଁକି ଲାଗିଛ ବୋଲି ରାନୀ କହିଛନ୍ତି ।
ରାନୀ କହୁଛନ୍ତି କି କାହିଁକି ତାଙ୍କ ପଛରେ ପଡିଚ କଣ ମିଳିବ ତମମାନଙ୍କୁ ତମକୁ ଆଉ କେହି ମିଳୁନାହାନ୍ତି ମୋ ସହିତ ହିଁ ଲାଗୁଛ । ରାନୀ କହିଲେ ତମେ କହୁଛ ମୁଁ କହୁଛି ତମେ ଶୁଣଉଚ ମୁଁ ତୁମକୁ ଶୁଣଉଛି ହିସାବ ବରାବର ଏଥିରେ ମୋ ପଛରେ ଲାଗିଚ କଣ ପାଇଁ । ରାନୀ କହୁଛନ୍ତି କି ତାଙ୍କର ମୁହଁ କୋଲନି ପ୍ଲିଜ । ରାନୀ କହିଲେ କି ତାଙ୍କୁ ଟିକେ ଶାନ୍ତିରେ ନିଶ୍ୱାସ ମାରିବାକୁ ଦେବା ପାଇଁ କାରଣ ଯଦି ତାଙ୍କ ନିଶ୍ୱାସ ବନ୍ଦ ହେବ ତେବେ ସେ ସମସ୍ତଙ୍କର ନିଶ୍ୱାସ ବନ୍ଦ କରିଦେବେ ।
ରାନୀ କହିଛନ୍ତି ତମେ କଲାକାର ମୁଁ କଳାକାର ତମ କ୍ୱାଲିଟି ତମର ମୋ କ୍ୱାଲିଟି ମୋର ଏଥିରେ ତମ ମାନଙ୍କର ମୋ ଉପରେ ଜେଲସ ଫିଲ କରିବାର କଣ ଅଛି । ମୁଁ କୁଆଡେ ଗଲି ଠିଆ ହେଲି କି ନାଚିଲି ତମ ମାନଙ୍କର ଅସୁବିଧା କୋଉଠି ।
ରାନୀ କହିଛନ୍ତି କି ଯାତ୍ରୀ ଜଗତ କାହା ବାପାର ନୁହେଁ ତାହା ହେଉଛି ପବଲିକ ସଂପତ୍ତି । ପବଲିକ ଯାହାକୁ ଚାହିଁବେ ତାହାକୁ ଦେଖିପାରିବେ । କେଉଁ କଳାକାରକୁ କିଛି କହିବା ପାଇଁ କିଏ ବୋଲି ରାନୀ କହିଛନ୍ତି । ରାନୀ କହୁଛନ୍ତି ମୋ ସାଙ୍ଗରେ ଲାଗୁଚ ମୁଁ ଚୁପ ହୋଇକରି ବସିଛି କିଛି କହୁନି ତମ ମାନଙ୍କୁ ତ ମୋତେ ଏମିତି ବାଧ୍ୟ କରନ କି ମୁଁ କୌଣସି ବଡ ପଦକ୍ଷେପ ନେବେ ତମ ମାନଙ୍କ ପାଇଁ ସେହି ସମୟରେ ତାଙ୍କୁ କିଛି କହିବନି ବୋଲି ସେ କହିଛନ୍ତି ।
ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।