ଦେଖନ୍ତୁ Live ଭିଡିଓ – ଭିଡିଓ ଟି ଦେଖିସାରିଲା ପରେ ହୁଏତ ଆପଣଙ୍କ ମୁଣ୍ଡ କିଛି କାମ କରିବନି ,ଭଲ କରି ଦେଖନ୍ତୁ

ଯୁଗ ଯେତେ ଆଗକୁ ଯାଉଛି ମଣିଷ ସେତେ ତଳକୁ ଖସି ଯାଉଛି।ଆଜିର ଏହି ବିଜ୍ଞାନ ର ଯୁଗ ରେ ମଣିଷ ଜୀବନ ର ପ୍ରକୃତ ଜ୍ଞାନ କୁ ଭୁଲି ଯାଉଛି।ମଣିଷ ନିଜ ର ମଣିଷ ପଣିଆ,ମାନବିକତା କୁ ସତେ ଯେମିତି ଭୁଲି ଗଲାଣି।ଆଜିର ଏହି ପାଶ୍ଚାତ୍ୟ ସଭ୍ୟତା ଭିତରେ ମଣିଷ ନିଜର ସଂସ୍କୃତି ଓ ସଭ୍ୟତା କୁ ଭୁଲି ଯାଇଛି।

ଆଜି ମଣିଷ ହିଁ ମଣିଷ ର ଶତ୍ରୁ ପାଲଟିଛି।ପ୍ରତି ମୁହୂର୍ତ୍ତରେ ଆମ ସାମ୍ନା କୁ ଆସୁଛି ଅନେକ ନୂଆ ନୂଆ ଘଟଣା,ଯାହା ଆଜି ର ଏହି ମଣିଷର ଅମାନୁଷିକତା କୁ ଦର୍ଶାଉଛି।ପେଟ ପୋଷିବା ପାଇଁ ମଣିଷ ବିଭିନ୍ନ ପ୍ରକାରର ଉପାୟ ଅବଲମ୍ବନ କରିଥାଏ । ବେଳେ ବେଳେ ପଇସା ରୋଜଗାର କରିବା ମଣିଷ ଏମିତି ପନ୍ଥା ଅବଲମ୍ବନ କରିଥାଏ ଯାହା ଖୁବ୍ ଲଜ୍ୟଜନକ ଅଟେ ।

ଆଜି କାଲି ର ଯୁବପିଢି ମାନେ ଭୁଲ୍ ସଂସ୍କାର ରେ ପଡି ଏମିତି ଭୁଲ୍ କାମ ରେ ଲିପ୍ତ ରହୁଛନ୍ତି ଯାହାକୁ ଶୁଣିଲେ ବିଶ୍ୱାସ କରି ହେଉ ନାହିଁ। ଦିନକୁ ଦିନ ସମାଜ ରେ ଚୋରୀ , ଲୁଟ , ହତ୍ୟା ବଳାତ୍କାର ପରି ସମସ୍ୟା ବଢ଼ି ଚାଲିଛି। ମଣିଷ ନିଜର ସଂଯମତା ହରାଇ ଏପରି ଭୟଙ୍କର କାଣ୍ଡ ସବୁ କରିବାରେ ଲାଗିଛି ।

କେଉଁ ମୁହୂର୍ତ୍ତ ରେ କଣ ସବୁ ଘଟିଯିବ ଏହାର କଳ୍ପନା ମଧ୍ୟ କେହି କରି ପାରୁ ନାହାଁନ୍ତି। ଯୁଗ ଯେତେ ଆଗକୁ ଯାଉଛି ଲୋକ ମାନେ ଯେତେ ସ୍ମାର୍ଟ୍ ଓ ଶିକ୍ଷିତ ହେଉଛନ୍ତି ଦିନକୁ ଦିନ ଅପରାଧ ର ସଂଖ୍ୟା ମଧ୍ୟ ବଢ଼ିବାରେ ଲାଗିଛି। ଯେତେ ପ୍ରକାର ଦଣ୍ଡବିଧି ଆଇନ ପ୍ରଣୟନ ହେଲେ ମଧ୍ୟ ଏହି ଚୋର ମାନେ ସତର୍କ ହେଉ ନାହାନ୍ତି। ରାସ୍ତା ରେ ଯେତେ ସିସିଟିଭି ଲାଗିଲେ ମଧ୍ୟ ରାସ୍ତା ଉପରେ ଚୋରି ହେବା ଆଜି କାଲି ର ଏକ ସାଧାରଣ କଥା ହୋଇ ଗଲାଣି।

ତେବେ ଏମିତି ଏକ ଦୃଶ୍ୟ ମଧ୍ୟ ଆଜି ଆମ ସାମ୍ନା କୁ ଆସିଛି ଯେଉଁଠି ଦୃବୁତ ମାନେ ଏକ ପେଟ୍ରୋଲ ପମ୍ପ ଲୁଟି ନେଇଛନ୍ତି। ପେଟ୍ରୋଲ ପମ୍ପ ରେ ଥିବା କର୍ମଚାରୀ ମାନଙ୍କୁ ବନ୍ଧୁକ ଦେଖାଇ ଲକ୍ଷ ଲକ୍ଷ ଟଙ୍କା ଲୁଟି ନେଇଛନ୍ତି । ସୂଚନା ଅନୁସାରେ ଘଟଣା ଟି କଟକ ଜିଲ୍ଲା ଟାଙ୍ଗୀ ଥାନା ଅନ୍ତର୍ଗତ ୧୬ ନମ୍ବର ଜାତୀୟ ରାଜପଥ କଡରେ ଥିବା ବଇଁଚୁଆ ଛକ ନିକଟସ୍ଥ ଏକ ପେଟ୍ରୋଲ ପମ୍ପରେ ଘଟିଛି ।

ବିଳମ୍ବିତ ରାତିରେ ତିନି ଜଣ ଯୁବକ ପେଟ୍ରୋଲ ପମ୍ପ ଅଫିସ୍ କୁ ଧସାଇ ପଶିଥିଲେ। ସେଠାରେ ଥିବା କର୍ମଚାରୀ ମାନେ ସେମାନଙ୍କୁ ପ୍ରଥମେ ବିରୋଧ କରିବା ପାଇଁ ଚେଷ୍ଟା କରିଥିଲେ କିନ୍ତୁ ସେମାନେ ନିଜ ପାଖରେ ଥିବା ବନ୍ଧୁକ ରେ ହାୱା ରେ ଫାୟରିଂ କରିଥିଲେ ।

ଯେଉଁଥିରେ ଡରି ଯାଇଥିଲେ ପେଟ୍ରୋଲ ପମ୍ପ କର୍ମଚାରୀ ମାନେ ଓ ଦୃବୁତ ମାନେ ଲକ୍ଷ ଲକ୍ଷ ଟଙ୍କା ଲୁଟି ନେଇଥିଲେ। ତେବେ ପରଦିନ ପେଟ୍ରୋଲ ପମ୍ପ ମାଲିକ ଟାଙ୍ଗୀ ଥାନା ରେ ଲିଖିତ ଅଭିଯୋଗ କରିଥିଲେ । ପୋଲିସ୍ ବର୍ତ୍ତମାନ କେଶ୍ ର ତଦନ୍ତ କରିବା ଆରମ୍ଭ କରି ଦେଇଛି ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।