ଦେଖନ୍ତୁ ଭିଡ଼ିଓ – ollywood ହିରୋଇନ ବିଦୁସ୍ମିତା ସହ ଜିମ trainer କଲେ ଏମିତି କିଛି ଘଟଣା ! ଜାଣିଲେ ଆପଣ ଆଶ୍ଚର୍ଯ୍ୟ ହୋଇଯିବେ….
ଆପଣ ମାନେ ତ ଜାଣନ୍ତି ଆଜିର ଦୁନିଆରେ ପ୍ରତ୍ୟେକ ବ୍ୟକ୍ତି ବହୁତ ବ୍ୟସ୍ତ ରହୁଛନ୍ତି । ତେବେ ଏହି ବ୍ୟସ୍ତ ବହୁଳ ଦୁନିଆରେ ସମସ୍ତେ ନିଜ ସ୍ୱାସ୍ଥ୍ୟ ପାଇଁ ମଧ୍ୟ ବହୁତ ଯତ୍ନବାନ ହୋଇଥାନ୍ତି ଯେଉଁଥିପାଇଁ ପ୍ରତ୍ୟେକ ବ୍ୟକ୍ତି ଯୋଗ କରିବା ସହିତ ଜିମ ମଧ୍ୟ ଯାଇଥାନ୍ତି ଯାହା ଦ୍ୱାରା ସେମାନେ ନିଜକୁ ସର୍ବଦା ଫିଟ ରଖିଥାନ୍ତି । ତେବେ ସମସ୍ତ ଲୋକମାନଙ୍କ ପରି ଅନେକ କଳାକାର ମାନେ ମଧ୍ୟ ନିଜକୁ ଫିଟ ଏବଂ ଫାଇନ ଏବଂ ସ୍ଲମ ଫିଗର କରିବା ପାଇଁ ସର୍ବଦା ଚିନ୍ତିତ ରହିଥାନ୍ତି ଏଥିପାଇଁ ସେ ଜିମ ଯିବା ସହିତ ଏକ୍ସାସାଇଜ ମଧ୍ୟ କରନ୍ତି , ଯାହା ଦ୍ୱାରା ନିଜକୁ ଫିଟ ରଖିବା ସହିତ ସୁନ୍ଦରୀ ମଧ୍ୟ ଦେଖା ଯାଆନ୍ତି ।
ଆଜି ଆମେ ଆପଣ ମାନଙ୍କୁ ଓଲିଉଡ ପିଲ୍ମ ଜଗତରେ ଜଣେ ବହୁତ ବଡ କଲାକାରଙ୍କର କଥା ବିଷୟରେ କହିବୁ ଯାହାକୁ ଆପଣ ମାନେ ବହୁତ ଭଲ ଭାବରେ ଜାଣିଥିବେ କାରଣ ତାଙ୍କର ବହୁତ ଗୁଡିଏ ଆଇଟମ ସଙ୍ଗ ରହିଥିବା ବେଳେ ଅନେକ ଗୁଡିଏ ପିଲ୍ମରେ ମଧ୍ୟ ସେ ଅଭିନୟ କରିଛନ୍ତି ।
ତେବେ ଆମେ ଆପଣ ମାନଙ୍କୁ ଆଇଟମ କୁଇନ ବିଦୁସ୍ମିତାଙ୍କର ବିଷୟରେ କହୁଛୁ ଯିଏ କି ଏବେକା ସମୟରେ ନିଜର ଫିଗରକୁ ନେଇ କରି ବହୁତ ଚର୍ଚ୍ଚାରେ ରହିଛନ୍ତି ଅର୍ଥାତ ଏବଂ ବିଦୁସ୍ମିତା ନିଜର ଫିଗର କୁ ଫିଟ ରଖିବା ପାଇଁ ଅଧିକ ଧ୍ୟାନ ଦେଉଛନ୍ତି । ଏହା ସହିତ ସେ ନିଜର ଫିଗରକୁ ଫିଟ ରଖିବା ପାଇଁ ପ୍ରତ୍ୟେକ ଦିନ ଜିମ ଯିବା ସହିତ ଏକ୍ସାସାଇଜ ମଧ୍ୟ କରୁଛନ୍ତି ।
ଏବେକା ସମୟରେ ବିଦୁସ୍ମିତାଙ୍କର ଏକ୍ସାସାଇଜ କରିବାର ଭିଡିଓ ଏବେ ସୋସିଆଲ ମିଡିଆରେ ବହୁତ ମାତ୍ରାରେ ଭାଇରାଲ ହେବାରେ ଲାଗିଛି । ତେବେ ସେହି ଭିଡିଓରେ କେବଳ ବିଦୁସ୍ମିତା ନଜର ଆସିନାହାନ୍ତି ବରଂ ବିଦୁସ୍ମିତାଙ୍କର ସହିତ ଜିମରେ ଶ୍ରୀରାମ ମଧ୍ୟ ନଜର ଆସିଛନ୍ତି ଯିଏ କି ବିଦୁସ୍ମିତାଙ୍କର ଜିମ ଟ୍ରେନର ଭାବେ କାର୍ଯ୍ୟ କରୁଛନ୍ତି ।
ବିଦୁସ୍ମିତା ଏବଂ ଶ୍ରୀରାମଙ୍କର ଭିଡିଓ ଏବେ ସୋସିଆଲ ମିଡିଆରେ ବହୁତ ମାତ୍ରାରେ ଭାଇରାଲ ହେବାରେ ଲାଗିଛି । ତାଙ୍କର ଏହି ଯୋଡିକୁ ସମସ୍ତେ ବହୁତ ପସନ୍ଦ କରୁଛନ୍ତି ଏହା ସହିତ ମଧ୍ୟ ଆଗକୁ ଏମାନଙ୍କର ଏକ ଫିଲ୍ମ ମଧ୍ୟ ଆସିପାରେ ବୋଲି ତାଙ୍କର ଫେନ୍ସ ମାନେ ଅନୁମାନ କରୁଛନ୍ତି ।
ଜିମ କରିବା ସମୟରେ ବିଦୁସ୍ମିତା ନିଜର ଫେନ୍ସ ମାନଙ୍କ ସହିତ ତାଙ୍କର ଏକ୍ସାସାଇଜର କିଛି ଅଭିଜ୍ଞତା ସେୟାର କରିଛନ୍ତି । ବିଦୁସ୍ମିତା କହିଛନ୍ତି କି ସେ ନିଜକୁ ସର୍ବଦା ଫିଟ ଏବଂ ଫାଇନ ରଖିବା ପାଇଁ ଚେଷ୍ଟା କରନ୍ତି । ଏହା ସହିତ ତାଙ୍କୁ ବହୁତ ପରିଶ୍ରମ କରିବା ପାଇଁ ବହୁତ ଭଲ ଲାଗେ ସେ ଫିଲ୍ମ କ୍ୟାରିୟରକକୁ ଆସିବା ପାଇଁ ବହୁତ ପରିଶ୍ରମ କରିଛନ୍ତି । ସେ ନିଜ ହେଲଥ ପାଇଁ ବହୁତ ହିଁ ଯତ୍ନବାନ ଅଟନ୍ତି ।
ସେ ଜିମ କରିବାକୁ ଆସିବା ପୂର୍ବରୁ ସକାଳେ ବାସି ରୁଟି ସହିତ ମହୁ ଖାଇ ଏବଂ ବ୍ଲାକ କଫି ପିଇ ଜିମ କରିବାକୁ ଯାଆନ୍ତି । ବିଦୁସ୍ମିତାଙ୍କୁ ବାସି ରୁଟି ଖାଇବାକୁ ବହୁତ ଭଲ ଲାଗିଥାଏ ତେଣୁ ସେ ସକାଳେ ବାସି ରୁଟି ଖାଇଥାନ୍ତି ।
ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।