ଦେଖନ୍ତୁ ଭିଡ଼ିଓ – ସ୍ୱାମୀ ସ୍ତ୍ରୀ ଙ୍କ ଆଶ୍ଚର୍ଯ୍ୟକର ଦୃଶ୍ୟ ଦେଖିଲା ପରେ ଗୋଡ ତଳୁ ମାଟି ଖସିଯିବ..ଦୟାକରି ଏପରି ବାସ୍ତବିକ୍ ଭଲପାଇବା ଏବଂ ସଚ୍ଚା ପ୍ରେମ ପାଇଁ ଗୋଟିଏ ସେୟାର ନିଶ୍ଚିତ କରନ୍ତୁ..

ଆଜି ଆମେ ଆପଣ ମାନଙ୍କୁ ଏପରି ଏକ କଥା ବିଷୟରେ କହିବୁ ଯାହାକୁ ଶୁଣିଲେ ଆପଣଙ୍କର ମନେ ବହୁତ କଷ୍ଟ ହେବ , ଏହା ସହିତ ଯେଉଁ ମାନେ ପ୍ରେମ କରିଛନ୍ତି ସେମାନତ ବହୁତ ଦୁଃଖ ପ୍ରକାଶ କରିବେ । କାରଣ କଥାଟ ହେଉଛି ସେହି ପ୍ରେମକୁ ନେଇ କରି ଯେଉଁ ପ୍ରେମ ପାଇଁ ଆଜି ଜଣେ ସ୍ୱାମୀ ନିଜର ସ୍ତ୍ରୀର ମୃତ୍ୟୁ ପରେ ମଧ୍ୟ ଭାବୁଛି କି ତାର ସ୍ତ୍ରୀ ବଞ୍ଚିଛି ଏବଂ ସେ ପୁଣି ଥରେ ଉଟି ବସିବ ।

ଆପଣ ମାନେ ତ ଜାଣିଛନ୍ତି କି ବିଧିର ବିଧାନ କେତେ ଅଲଗା ଏଠାରେ କେଉଁ ସମୟରେ କି ପ୍ରକାର ଘଟଣା ଘଟିଥାଏ ତାହା କେହି କହିପାରିବ ନାହିଁ । ଯେଉଁ ମଣିଷ ଆଜଡି ବଞ୍ଚିଛି କାଲି ତାର ଜୀବନରେ କଣ ହେବ ସେ ନିଜେ ହିଁ ଜାଣିନଥିବ ।

ଆଜିର ଦୁନିଆ ହେଉଛି ପ୍ରେମର ଦୁନିଆ ଏଠାରେ ପ୍ରତ୍ୟେକ ବ୍ୟକ୍ତି ମାନେ ପ୍ରେମ କରନ୍ତି ଏବଂ ପ୍ରେମ ପାଇଁ ଜୀବନ ଦେବାକୁ ମଧ୍ୟ ସେମାନେ ପଛଘୁଞ୍ଚା ଦିଅନ୍ତି ନାହିଁ । ମାତ୍ର ଯଦି ପ୍ରେମ କରୁଥିବା ଦୁଇ ପ୍ରେମୀ ଯୁଗଳଙ୍କୁ ଆମେ ମାନେ ଅଲଗା କରିଦେବା ତେବେ ତାଙ୍କ ଜୀବନରେ କଣ ଘଟିବ ତାହା କହିହେବ ନାହିଁ । କାହିଁକିନା ପ୍ରକୃତ ପ୍ରେମ ହେଉଛି ଏକ ପବିଚ୍ର ସଂମ୍ପର୍କ ଯାହା ଭିତରେ ସ୍ୱାର୍ଥ , ଅହଂଭାବ ଆଦି କିଛି ନଥାଏ । । ସେହିପରି ଏକ ପ୍ରେମ ଏବେ ଆମ ମାନଙ୍କ ସାମ୍ନାକୁ ଆସିଛି ଯେଉଁ ପ୍ରେମକୁ ଦେଖିଲେ ଆପଣ ମାନେ ଆଶ୍ଚର୍ଯ୍ୟ ତ ହେବେ ନିଶ୍ଚିତ ।


ବାଲେଶ୍ୱର ଜିଲ୍ଲାର ସୋର ଡାକ୍ତର ଖାନାରେ ଏପରି ଏକ ଘଟଣା ଘଟିଛି ଯାହା ଦେଖିଲେ ମସସ୍ତଙ୍କ ଆଖିରୁ ଲୁହ ବାହାରିବ । କାହିଁକିନା ଜମେ ସ୍ୱାମୀ ସ୍ତ୍ରୀ ଯେତେବେଳେ ଶପଥ ନେଇଥାନ୍ତି କି ଦୁଇ ଜଣ ସାତ ଜନ୍ମର ସାଥ ହୋଇ ରହିବେ ମାତ୍ର ସେହି ସମୟରେ ଯଦି କାହାର ମୃତ୍ୟୁ ହୋଇଯାଏ ତେବେ ଅନ୍ୟ ଜଣେ ତ ନିଶ୍ଚିତ ରୂପରେ ପାଗଳ ହୋଇଯିବ ।

ସୋର ଡାକ୍ତରଖାନାରେ ଜଣେ ମହିଳାଙ୍କର ମୃତ୍ୟୁ ହୋଇଯାଇଛି ମାତ୍ର ତାଙ୍କର ସ୍ୱାମୀ ଏବେ ମଧ୍ୟ ବୁଝିପାରୁ ନାହାନ୍ତି କି ତାଙ୍କର ସ୍ତ୍ରୀ ଆଉ ଏ ଦୁନିଆରେ ନାହାନ୍ତି ବୋଲି । ସେ ତାଙ୍କର ସ୍ତ୍ରୀଙ୍କର ପାଖରେ ବସି ବହୁତ କାନ୍ଦୁଛନ୍ତି , ତାଙ୍କର ହାତ ଧରି କହୁଛନ୍ତି ଉଠ ଧନ ଉଠ ତୁମେ ମତେ ଏମିତି ଏକା କରି ଯାର ଇ ପାରିବ ନାହିଁ । ତେବେ ଭାବୁଛନ୍ତି କି ତାଙ୍କର ସ୍ତ୍ରୀ ଯଦି ହଟାତ ଉଠି ପଡିବେ ସେଥିପାଇଁ ସେ ତାଙ୍କର ଛାତି ଉପରେ ମୁଣ୍ଡ ରଖି ବାରମ୍ବାର ଶୋଇ ପଡୁଛନ୍ତି ।

ଏପରି ଏକ ପବିତ୍ର ସଂପର୍କ ଆମ ମାନଙ୍କୁ ବହୁତ କମ ସମୟରେ ଦେଖିବାକୁ ମିଳେ । ନିଜର ସ୍ତ୍ରୀ ମରିଯାଇଛନ୍ତ ହେଲେ ମଧ୍ୟ ସେ ତାହାକୁ ବିଶ୍ୱାସ କରିପାରୁ ନାହାନ୍ତି । ଏପରି ଏକ ଦୃଶ୍ୟ ଦେଖି ସେଠାରେ ପ୍ରତ୍ୟେକ ଲୋକମାନେ ଆଶ୍ଚର୍ଯ୍ୟ ହୋଇଯାଇଛନ୍ତି । ତେଣୁ କରି ଆପଣ ମାନେ ଯଦି ପ୍ରେମ କରୁଛନ୍ତି ତେବେ ସେହି ପ୍ରେମର ସମ୍ମାନ ଦିଅନ୍ତୁ ଏବଂ ଭଲ ସଂପର୍କରେ ସର୍ବଦା ରୁହନ୍ତୁ ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।