ଦେଖନ୍ତୁ ଭିଡିଓ ! ବିବାହ ର ଏତେଦିନ ପରେ ସ୍ବାମୀ ସହ ଚିଲିକା ବୁଲିବାକୁ ଯାଇ ଅଭିନେତ୍ରୀ ଝିଲିକ୍ କରିଦେଲେ ଏମିତି କାଣ୍ଡ ! ଭି଼ଡିଓ ଦେଖିଲେ ଆପଣଙ୍କ ହୋସ ରହିବନି……

ପ୍ରଥମ ଥର ବିବାହ ପରେ ନିଜ ସ୍ୱାମୀଙ୍କ ସହ ଚିଲିକା ବୁଲିବାକୁ ଯାଇ ହ୍ରଦରେ ପକ୍ଷୀ ମାନଙ୍କୁ ଖାଇବା ଦେବା ସହିତ ଖୁବ ମଜାମସ୍ତି କରିଛନ୍ତି ଝିଲିକ ଭଟ୍ଟାଚାର୍ଯ୍ୟ । ତାହାର ଏହି ଭିଡିଓ ଏବେ ସୋସିଆଲ ମିଡିଆରେ ବହୁତ ମାତ୍ରାରେ ଭାଇରାଲ ହେବାରେ ଲାଗିଛି । ବଙ୍ଗିୟ ଅଭିନେତ୍ରୀ ବା ଓଲିଉଡରେ ନିଜର ଦବଦବା ଜାରି ରଖିଥିବା ଝିଲିକ ଭଟ୍ଟାଚାର୍ଯ୍ୟ ନିକଟରେ ପ୍ରତିରଞ୍ଜନ ଘୋଡେଇଙ୍କୁ ବିବାହ କରିଥିଲେ ଏବଂ ବିବାହ କରିସାରିବା ପରେ ଓଡିଆର ସମସ୍ତ ରୀତିନୀତି ଅନୁସାରେ ସେ ଓଡିଆଣୀ ବୋହୂ ହୋଇଥିଲେ ।

ଏବେକା ସମୟରେ ସେ ଓଡିଶାର ସମସ୍ତ ସୁନ୍ଦର ସୁନ୍ଦର ଜାଗାକୁ ବୁଲି ଉପଭୋଗ କରୁଛନ୍ତି ଏବଂ ଓଡିଆ ବୋହୂ ଭାବେ ନିଜର କାର୍ଯ୍ୟ ଯେତିକି ତୁଲାଉଛନ୍ତି ସେତିକି ଓଡିଶାକୁ ପରକ୍ଷି ଦେଖୁଛନ୍ତି ।

ଏବେକା ସମୟରେ ସେ ପ୍ରଥମ ଥର ପାଇଁ ଚିଲିକାକୁ ଯାଇଛନ୍ତି ଏବେ ସେଠାରେ ମାଛ ମାନଙ୍କୁ ଧରିଛନ୍ତି ମଧ୍ୟ । ଏହା ସହିତ ସେଠାରେ ଥିବା ଫିସ ମ୍ୟାନ ବା ମାଛ ଧରାଳିଙ୍କର ସହିତ ଜାଲରେ ଜାଲ ପକେଇଥିବା ଭଲି ମଧ୍ୟ କିଛି ଦୃଶ୍ୟ ନଜରକୁ ଆସିଛି । ଯେଉଁ ଭିଡିଓଟି ଏବେକା ସମୟରେ ସୋସିଆଲ ମିଡିଆରେ ବହୁତ ମାତ୍ରାରେ ଭାଇରାଲ ହେବାରେ ଲାଗିଛି ।

 କାହିଁକିନା ବଙ୍ଗିୟ ଅଭିନେତ୍ରୀ ଝିଲିକ ଭଟ୍ଟାଚାର୍ଯ୍ୟ ଅନେକ ପିଲ୍ମ କରିଛନ୍ତି ସେଥି ମଧ୍ୟରୁ ଅନେକ ଚଳଚ୍ଚିତ୍ର ହିଟ ମଧ୍ୟ ହୋଇଛି । ଲୋକମାନେ ତାଙ୍କର ଅଭିନୟକୁ ପସନ୍ଦ କରିଛନ୍ତି ମାତ୍ର ବେଶ କିଛି ଦିନ ହେବ ବିବାହ ପରେ ଆଉଉ କୌଣସ ପିଲ୍ମ ବା ଆଡଭାରଟାଇଜମେଣ୍ଟରେ ଆଉ ଝିଲିକ ନଜର ଆସିନାହାନ୍ତି ।

ଶୁଣିବାକୁ ମିଳୁଛି କି ଝିଲିକ ଏବେ ନୂଆ ନୂଆ ରାଜନୀତିରେ ପାଦ ଦେବେ ଏବଂ ସ୍ୱାମୀ ପ୍ରିତଞ୍ଜନଙ୍କର ସାଥ ଦେବେ । ଯେହେତୁ ଶାଶୁ , ଶଶୁର ମାନେ ରାଜନୀତିଜ୍ଞ ତେବେ ଝିଲିକ ମଧ୍ୟ ସେମିତି କିଛି କରିବେ ବୋଲି ଶୁଣିବାକୁ ମିଳିଛି ।

ଝିଲିକ ଏବେକା ସମୟରେ ଚିଲିକା ବୁଲିବାକୁ ଯାଇ ସୋସିଆଲ ମିଡିଆରେ ଫଟୋ ଛାଡିବା ପରେ ତାହା ବହୁତ ଭାଇରାଲ ହେବାରେ ଲାଗିଛି । ସେ ପ୍ରଥମ ଥର ଚିଲିକା ଯାଇ କରି ତାର ଅନୁଭୂତିକୁ ସେ ସୋସିଆଲ ମିଡିଆରେ ସେୟାର କରିଛନ୍ତି ।

ସେ ପ୍ରଥମ ଥର ଚିଲିକା ଯାଇ କରି ପକ୍ଷୀ ମାନଙ୍କୁ ଖାଇବାକୁ ଦେଇକରି ବହୁତ ଖୁସି ଅଛନ୍ତି । ସେ କହିଛନ୍ତି ଓଡିଶାର ଲୋକପ୍ରିୟ ଜାଗା ଚିଲିକା ବହୁତ ଫେମସ ଏବଂ ଏହା କେଉଁଥିପାଇଁ ଫେମସ ତାହା ସେ ଆଜି ଜାଣିବାକୁ ପାଇଲେ । ଏହା ସହିତ ଝିଲିକ ସେଠାରେ ନିଜର ସ୍ୱାମୀଙ୍କ ସହିତ ବହୁତ ସୁନ୍ଦର ମବୂହ

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।